24 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆଜି ଆପଣଙ୍କର ଦୀନ

rasi-phala

ମେଷ ରାଶି :  ରାଶିର ଲୋକେ ଆଜି ସମୟକୁ ନଷ୍ଟ କରନ୍ତୁ ନାହିଁ । ବିନା ବିଜନେସ୍ କୁ ଆଗକୁ ବଢାଇବା କିମ୍ବା ନୁଆ ସଉଦା କାମରେ ମନ ଲଗାନ୍ତୁ , ଦରକାର ମୁତାବିକରୁ ଅଧିକା ଖର୍ଚ୍ଚ କରିବା ଓ ଚାଲାକ୍ ଭରା ଆର୍ଥିକ ଯୋଜନା ରୁ ବଞ୍ଚନ୍ତୁ , ଭାବନାତ୍ମକ ହିସାବରେ ବିପଦ ଡକାଇବା , ଆପଣଙ୍କ ପକ୍ଷରେ ଜିବ , କେଉଁ ଲୋକଦ୍ୱାରା ଦିଆଯାଇଥିବା ସୁଚନା ଅବଶ୍ୟ ଯାଞ୍ଚ କରିନିଅନ୍ତୁ , ଆପଣଙ୍କ ଭଲ କାର୍ଯ୍ୟର ଓ ନିଜ ଆଡକୁ କେନ୍ଦ୍ରୀତ କରିବେ , ଦିନ ଭବନ ପାରିବାରିକ ସୁଖର ସହ କଟିବ ।

ବୃଷ ରାଶି : ଏହି ରାଶିର ବିଜନେସ୍ ମ୍ୟାନ୍ ଙ୍କୁ ଆଜି ଭଲ ଫାଇଦା ମିଳିପାରିବ , ଓ ନୁଆ କ୍ଲାଇଣ୍ଟ୍ ବି ହୋଇପାରନ୍ତି , ଖାଦ୍ୟପେୟରେ ସଂୟମ ରଖିବେ । ମାମୁଲି କଥାକୁ ନେଇ ଉଗ୍ର ହେବାରୁ ବଞ୍ଚନ୍ତୁ , ଅନ୍ୟଥା ଝଗଡା ହେବାର ସମୟ ଅତିବାହିତ ହେବ , ଯେଉଁ ଲୋକଙ୍କର ଆପଣଙ୍କ ସାକ୍ଷାତ କେବେ କେବେ ହୁଏ ସେମାନଙ୍କୁ କଥାବାର୍ତ୍ତା ଓ ସଂମ୍ପର୍କ ରଖିବାର ଭଲ ଦିନ ଅଛି , ଭାଗ୍ୟ ଆପଣଙ୍କ ସାଥିରେ ଅଛି , ଓ ପରିଶ୍ରମ ବି ରଙ୍ଗ ଆଣିବ , ଆପଣଙ୍କ ଦ୍ୱାରା କରାଯାଇଥିବା ପରିଶ୍ରମର ଫଳ ନିଶ୍ଚିତ ମିଳିବ ।

ମିଥୁନ ରାଶି : ଆଜି ଆପଣଙ୍କୁ ଚାକିରି ସଂବନ୍ଧରେ ଏକ ଭଲ ଖବର ମିଳିବ , କିଛି ଅଜଣା ବ୍ୟକ୍ତି ଆପଣଙ୍କ ଜୀବନରେ ଆସିପାରେ , ନିଜ ସେହି ଅଭ୍ୟାସକୁ ତ୍ୟାଗକରିବାର ପ୍ରୟାସ କରନ୍ତୁ , ଯେଉଁ ଅଭ୍ୟାସର କାରଣରୁ ଆପଣଙ୍କୁ କ୍ଷତି ହେଉଛି , ଖୁସିରେ ରୁହନ୍ତୁ , ଓ ପ୍ରେମରେ ରାସ୍ତାରେ ଆସୁଥିବା ବାଧାକୁ ସାମ୍ନା କରିବାରେ ପ୍ରସ୍ତୁତ ରୁହନ୍ତୁ , ଯାତ୍ରା ପାଇଁ ଆନନ୍ଦଦାୟକ ଓ ବହୁତ ଫାଇଦାଦାୟକ ରହିବ , ଲମ୍ବା ଅବଧି ଲାଭ ପାଇଁ ସେୟାର୍ ଓ ମ୍ୟୁଚୁଆଲ୍ ଫଣ୍ତରେ ନିବେଶ କରନ୍ତୁ ।

କର୍କଟ – ଆଜି ଆପଣଙ୍କ ପ୍ରେମ ସମ୍ପର୍କ ରେ ଭଲ ପାଇବା ବହୁତ ରହିବ ଆଜି ଆପଣ ବହୁତ ଖୁସି ମନେ କରିବେ ।କଥା ଉପରେ ନିୟନ୍ତ୍ରଣ ରଖିବା ଆବଶ୍ୟକ ଅଟେ, ଆଜି ଆପଣ ସ୍ଥିତି ସମ୍ଭାଳିବାରେ ସଫଳତା ପ୍ରାପ୍ତ କରିବେ । ଆଜି ଆପଣ ନିଜ କାର୍ଯ୍ୟ ସ୍ଥଳ ରେ ସମ୍ମାନିତ ହୋଇ ପାରନ୍ତି, ମାନସିକ ଶାନ୍ତି ପ୍ରାପ୍ତ କରିବେ । କାରୋବାର ବଢେଇବା ପାଇଁ ଯାତ୍ରା କରି ପାରନ୍ତି, ସମ୍ପର୍କ ଭଲ ହୋଇବ, ଜୀବନସାଥୀ ଆଜି ଆପଣଙ୍କୁ କିଛି ଉପହାର ଦେଇ ପାରନ୍ତି ।

ସିଂହ – ଆଜି ଆପଣଙ୍କୁ ମହିଳା ସମ୍ପର୍କୀୟ ପାଇଁ ଚିନ୍ତା ହୋଇ ପାରେ, ହନୁମାନ ଚାଳିଶା ପାଠ କଲେ ଆପଣଙ୍କ କଷ୍ଟ ଦୂର ହୋଇବ, ଏବଂ ପରିବାର ରେ ଖୁସି ଆସିବ । ଆଜି ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ, ବିବାହିତ ଜୀବନ ପାଇଁ ସମୟ ବହୁତ ସଠିକ ଚାଲୁଛି ।ଆଜି ଆପଣଙ୍କ ମନ ଧାର୍ମିକ ରହିବ ଏବଂ ଧାର୍ମିକ କାର୍ଯ୍ୟ କଲେ ଆପଣଙ୍କ ମନ ଶାନ୍ତି ପ୍ରାପ୍ତ କରିବ ।

କନ୍ୟା – ଆଜି ଆପଣଙ୍କୁ ଯାହା ହେଲଲେ ମଧ୍ୟ କାମ କରିବାକୁ ପଡିବ, ଆଜି ଆପଣଙ୍କୁ ଗାଡି ଏବଂ ମଶିନ ଜିନିଷ ଠାରୁ ଦୂରେଇ ରହିବା ଉଚିତ ଅଟେ । ଆଜି ଆପଣଙ୍କୁ ରୋଜଗାର ପାଇଁ ବହୁତ ପ୍ରକାର ନୂଆ ରାସ୍ତା ମିଳିବ, ଆଜି ଚାକିରିଆ ଲୋକ ନିଜ କାର୍ଯ୍ୟସ୍ଥଳ ରେ ବରିଷ୍ଠ ଅଧିକାରୀମାନଙ୍କ ବିଶ୍ଵାସ ଜିତ୍ୟ ପାରିବେ ।

ତୁଳା – ଆଜି ଆପଣ ନିଜ ପୁରୁଣା ସାଙ୍ଗମାନଙ୍କ ସହ ଭୁତ ଭଲ ସମୟ ବିତେଇବେ, ବହୁତ ସମୟ ଧରି ଚାଲୁ ଥିବା ସମସ୍ଯା ଆଜି ସରିବ । ଆଜି ସନ୍ତାନ ଦେହ ଖରାପ ପାଇଁ ଆପଣଙ୍କ ଦିନ ବ୍ୟସ୍ତ ଏବଂ ଚିନ୍ତା ପୂର୍ଣ ରହିବ, ଉଚ୍ଚ ପଦ ପ୍ରାପ୍ତ କରି ପାରନ୍ତି, କିନ୍ତୁ କାର୍ଯ୍ୟ କ୍ଷେତ୍ର ରେ ଅସୁବିଧା ହୋଇ ପାରେ ।ଭୁଲ ବୁଝା ମଣା ପାଇଁ ସମ୍ପର୍କ ଖରାପ ହୋଇ ପାରେ ।

ତୁଳା – ବିବାଦୀୟ ପରିସ୍ଥିତି ଲାଗି ରହିବା ହେତୁ ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିତି ଠିକ୍‌ ରହିବ ନାହିଁ । ଶୁକ୍ର ଓ ଶନି ନିଜ ନିଜ ସ୍ଥାନରେ ବଳବାନ୍‌ ଯୋଗୁଁ ବିଭିନ୍ନ ସମସ୍ୟା ଭିତରେ ସମୟ କଟାଇବାକୁ ପଡ଼ିପାରେ । ଅନ୍ୟମାନଙ୍କର ସାହାଯ୍ୟ ଲାଭ କରି କାମ ହାସଲ କରିବେ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ ପରନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ସାମାଜିକ କାର୍ଯ୍ୟରେ ନିଜକୁ ନିୟୋଜିତ କରିବେ । ବନ୍ଧୁଙ୍କ ଦ୍ଵାରା ଆୟୋଜିତ କୌଣସି ଆନୁଷ୍ଠାନିକ କାର୍ଯ୍ୟରେ ବ୍ୟସ୍ତ ରହିବାକୁ ପଡ଼ିପାରେ । ମନ ଛଟପଟ ହେଉଥିଲେ ମଧ୍ୟ ବନ୍ଧୁଙ୍କ ନିକଟରେ ମନକଥା ପ୍ରକାଶ କରିପାରିବେ ନାହିଁ । ନିର୍ମାଣ କାର୍ଯ୍ୟରେ ତରବରିଆ ପଦକ୍ଷେପ ନେବା ଠିକ୍‌ ହେବ ନାହିଁ । ବୈବାହିକ ଜୀବନରେ ମଧୁରତା ଆସିବ । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ

ବିଛା – ଧୈର୍ଯ୍ୟ ଧରି କାମ କରନ୍ତୁ; ସଫଳ ନିଶ୍ଚୟ ହେବେ । ସାମାନ୍ୟ ଧୈର୍ଯ୍ୟଧାରଣ କଲେ ସମସ୍ୟାର ସରଳ ସମାଧାନ ହୋଇଯିବ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବ । କର୍ମକ୍ଷେତ୍ରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି । କେତେକ ଅତ୍ୟାବଶ୍ୟକ କ୍ରୟ କରିବା ଲାଗି ବନ୍ଧୁଙ୍କ ଠାରୁ ଧାର କରଜ କରିବାକୁ ପଡିବ । ମନରେ ଧାର୍ମିକ କାର୍ଯ୍ୟ ପ୍ରତି ଶ୍ରଦ୍ଧା ବଢ଼ିବ । ଉଚ୍ଚାରୋହୀ ମଙ୍ଗଳଙ୍କ ପ୍ରଭାବରୁ କୋର୍ଟ କଚେରୀ ଓ ମାଲିମୋକଦ୍ଦମାରେ ବିଜୟୀ ହେବେ । ପାରିବାରିକ ଦାୟିତ୍ବ ସୁଚାରୁରୂପେ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ଶୁଭରଙ୍ଗ: ଧଳା । ଆରାଧନା: ମହାଲକ୍ଷ୍ମୀ

ଧନୁ – ଭଗବାନଙ୍କୁ ସ୍ମରଣ କରନ୍ତୁ, ବିଳମ୍ବ ହେଲେ ମଧ୍ୟ ଯଥା ସମୟରେ କାର୍ଯ୍ୟଗୁଡିକ ସମାପନ ହୋଇଯିବ । ପାପଗ୍ରହ ପ୍ରଭାବରେ ପାରିବାରିକ କ୍ଷେତ୍ର ବୁଝାମଣା ଅଭାବରୁ ଅଶାନ୍ତ ରହିବ । ବ୍ୟବସାୟରେ କ୍ଷତି, ଶତୃ ବୃଦ୍ଧି, ଆର୍ଥିକ କ୍ଷେତ୍ରରେ ଅବନତି ଘଟିବ । ପ୍ରତ୍ୟେକ ସ୍ଥଳରେ ସମସ୍ତେ ଆପଣଙ୍କୁ ସହଯୋଗର ହାତ ବଢାଇବେ । ଗାଡ଼ି, ମୋଟର ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ । ଆଜି ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେବେ ଓ ସଭାସମିତିରେ ପ୍ରଶଂସିତ ହେବେ । ଅତୀତର କେତେକ କଥାକୁ କେନ୍ଦ୍ର କରି ଦାମ୍ପତ୍ୟ ସୁଖରେ ବାଧା ଉପୁଜିପାରେ । ଶୁଭରଙ୍ଗ: ଲାଲ । ଆରାଧନା: ମାଆ ତାରିଣୀ ।

ମକର – କୌଣସି ବି କାମ କରିବା ସମୟରେ ମନ ଶାନ୍ତ ରଖନ୍ତୁ । ପୁରୁଣା ଗ୍ରାହକଙ୍କ ସହିତ ସାକ୍ଷାତ୍‌ ଆଲୋଚନା ହେବ । ଆର୍ଥିକ ସ୍ଥିତିରେ ଉଠାଣ ଗଡ଼ାଣ ଲାଗି ରହିବ । ବେପାର ମାମଲାରେ ନୂଆ ନୂଆ ବିଚାର ଆସିବ । ଅଫିସରେ ଯେତେ ଭଲ କାମ କରିଲେ ମଧ୍ୟ ଉଚ୍ଚାଧିକାରୀ ଆପଣଙ୍କ କାର୍ଯ୍ୟରେ ସନ୍ତୁଷ୍ଟ ହେବେ ନାହିଁ । ସାମାଜିକ କ୍ଷେତ୍ରରେ ସକ୍ରିୟତା ବଢ଼ିବ । ଆର୍ଥିକ ଅଭାବ ଯୋଗୁଁ ହଠାତ ଜଣେ ବନ୍ଧୁଙ୍କ ଠାରୁ ଧାରକରଜ କରିବାକୁ ପଡିବ । ପାରିବାରିକ ସମସ୍ୟାରେ ଆପଣଙ୍କ ମନ୍ତବ୍ୟ ସକାରାତ୍ମକ ରହିବ । ସ୍ଵାସ୍ଥ୍ୟ ପ୍ରତି ଟିକେ ସତର୍କ ରହନ୍ତୁ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ଶୁଭରଙ୍ଗ: ଧଳା । ଆରାଧନା: ବାବା କପିଳାସ ।

କୁମ୍ଭ – ଆଜି ଆପଣ ଅନ୍ୟମାନଙ୍କ ଆଗରେ ନିଜର ପରିଚ଼ୟ ଭଲ କରିବାକୁ ଚ଼ାହିଁବେ ଆପଣ ଅନ୍ୟକୁ ବଦଳାଇବାକୁ ଚ଼ାହିଁବା ଅପେକ୍ଷା ନିଜେ ବଦଳିଯିବା ଠିକ୍ ହେବ ଏବଂ ଏହି ବଦଳିବାର ଭାବନା ଆପଣଙ୍କ ମନରୁ ହେବା ଜରୁରୀ ଅଟେ ।  ଆପଣ ନିଜ ଜୀବନରେ ଧର୍ମର ମହତ୍ତ୍ୱକୁ ଜାଣିପାରିବେ । ଆଜି ଆପଣ ଆତ୍ମ ବିଶ୍ଳେଷଣ କରିବେ ଏବଂ ଏଥିପାଇଁ ଏହା ନିଶ୍ଚୟ ସଠିକ ସମୟ । ପ୍ରଣୟ-ପ୍ରସଙ୍ଗ ପାଇଁ ଆଜିର ଦିନ ଅନୁକୂଳ ଅଟେ। ତଥାପି ମଧ୍ୟ କ୍ରୋଧ ଉପରେ ନିୟନ୍ତ୍ରଣ ରଖିବେ। ପେଟ ସମ୍ବନ୍ଧିତ ରୋଗରେ ଶାରୀରିକ କଷ୍ଟ ହୋଇପାରେ। କିନ୍ତୁ ମଧ୍ୟାହ୍ନ ପରେ ପରିବାରରେ ଆନନ୍ଦ ଏବଂ ଉଲ୍ଲାସମୟ ବାତାବରଣ ରହିବ। ମାନସିକ ରୂପରେ ପ୍ରସନ୍ନ ଏବଂ ଫୁର୍ତ୍ତିର ଅନୁଭବ ହେବ। ବ୍ୟବସାୟରେ ଲାଭ ହେବାର ସମ୍ଭାବନା ଅଛି,ପ୍ରତିକାର:- ଅସହାୟଙ୍କର ସେବା କରି ଆଶୀର୍ବାଦ ଗ୍ରହଣ କରନ୍ତୁ।

ମୀନ – ଦିନଟି ଆପଣଙ୍କ ପାଇଁ ଖଟାମିଠା ରହିବ । ପରିସ୍ଥିତି କେତେକାଂଶରେ ଭଲ ରହିଲେ ମଧ୍ୟ ପ୍ରତ୍ୟେକ କାମରେ ଅନ୍ତର୍ଦ୍ୱନ୍ଦ୍ୱ ଲାଗି ରହିବ । ଆର୍ଥିକ ସ୍ଥିତି ମଧ୍ୟ ମାନ୍ଦା ରହିବ । ମହତ୍ଵପୂର୍ଣ୍ଣ କଥା ଉପରେ ଲୋକମାନଙ୍କ ସହିତ ଆଲୋଚନା କରିବାର ସୁଯୋଗ ମିଳିବ । କର୍ମକ୍ଷେତ୍ରରେ ଗୋଟିଏ ପରେ ଗୋଟିଏ ସମସ୍ୟା ଦେଖାଯିବା, ଯାହାଫଳରେ ମନରେ ସରସତା ରହିବ ନାହିଁ । ସଙ୍ଗୀତ, ଚଳଚ୍ଚିତ୍ର ତଥା ମନୋରଞ୍ଜନ କାର୍ଯ୍ୟକ୍ରମରେ ନିଜକୁ ନିୟୋଜିତ କରିବେ । ସ୍ଥଗିତ କାମ ପାଇଁ ଅନ୍ୟକୁ କୈଫିୟତ ଦେବାକୁ ପଡିପାରେ । ବାଦବିବାଦ ଠାରୁ ଦୂରେଇ ରୁହନ୍ତୁ । ଶୁଭରଙ୍ଗ: ଗୋଲାପୀ । ଆରାଧନା: ମହାଲକ୍ଷ୍ମୀ ।

Leave a Reply

Your email address will not be published. Required fields are marked *