ଓଡିଶା ପୋଲିସିରେ ବାହାରିଲା ଚାକିରୀ – 10 ମ ପାସ ପିଲା କରୁ ପାରିବେ ଆବେଦନ

10thclass

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ବନ୍ଧୁଗଣ ଏଠାରେ ପୁଣି ଥରେ ପୋଲିସ୍ ପାଇଁ କିଛି ଭେକେନ୍ସି ବାହାରି ଆସିଛି । ଏବଂ ଏହା ଆପଣ ମାନଙ୍କୁ କେବଳ ଓଡ଼ିଶାରେ ହିଁ ମିଳି ପାରିବ । ଯଦି ଆପଣ କେବଳ ଦଶମ ପାସ୍ କରିଛନ୍ତି ବା +2 ପାସ୍ କରିଛନ୍ତି । ତେବେ ଆପଣ ମାନେ ଆବେଦନ ଏହାକୁ କରି ପାରିବେ । ତେବେ ଆସନ୍ତୁ ଜାଣିବା ଏହାର ସିଲେକ୍ସନ ପ୍ରସେସ୍ କଣ ରହିଛିି । ଏବଂ ଆପଣ ମାନେ ଏହାକୁ କେମିତି ଆବେଦନନ କରି ପାରିବେ । ସେହି ସବୁ ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

jobb

police department ପକ୍ଷରୁ ବାହାରି ଥିବା ଏହି ଜବ୍ ପାଇଁ ଏଠାରେ ଆପଣ ମାନଙ୍କୁ Constable , Head Constable , Inspector , Sub Inspector , assistant Sub Inspector ର ପୋଷ୍ଟ ଆପଣ ମାନଙ୍କୁ ଦେଖିବା ପାଇଁ ମିଳି ଯିବ । ଏବଂ ଏହା କୈଣସି ଛୋଟ ମୋଟ ସଂଖ୍ୟା ନୁହେଁ ବରଂ ଏଠାରେ ଆପଣ ମାନଙ୍କୁ 79,353 ଟି ପୋଷ୍ଟ ରହି ଥିବାର ଆପଣ ମାନେ ଦେଖି ପାରିବେ । ସେହି ପରି ବେଳେ ଯଦି ଆମେ ସେଲେରୀ କଥା କହିବା , ତେବେ ଏଠାରେ 5200 ରୁ 20200 ରହି ଥିବା ବେଳେ21200 ରୁ 69100 ପର୍ଯ୍ୟନ୍ତ ହୋଇ ପାରେ ।

ଏହା ଆପଣ ମାନେ କେବଳ ଦଶମ ପାସ୍ କରି ଥିଲେ ମଧ୍ୟ ଆପଣ ମାନେ କେତେ ଗୁଡିଏ ପଦବୀ ପାଇଁ ଆପଣ ମାନେ ଆବେଦନ କରି ପାରିବେ । ଏବଂ ଆପଣ ମାନେ Written,Physical ଏବଂ Interview ଦେବାକୁ ଏଠାରେ ପଡିବ । ତଥା ଆପଣ ମାନଙ୍କୁ Online ମେଥଡ୍ ରେ ହିଁ ଆପ୍ଲାୟ କରିବା ପାଇଁ ପଡିବ । ସେହି ପରି ବେଳେ ବୟସ ସୀମା ଯଦି ଆମେ କହିବା ତେବେ 18 ରୁ 28 ହୋଇ ଥିଲେ ଆବେଦନ କରି ପାରିିବେ ଏବଂ 30 ଏବଂ 35 ମଧ୍ୟ ରହିଛି । ସେମିତି ରେ ବର୍ତମାନ ସମୟ ରେ ଲକଡାଉନ୍ ଚାଲି ଥିବା ବେଳେ ଆପଣ ମାନଙ୍କୁ ଏଠାରେ Online ରେ ହିଁ ଆବେଦନ କରି ପାରିବେ ।

jobbb

ସେହି ପରି ବେଳେ ଆପଣ ମାନେ କେମିତି ଭାବେ ଇଣ୍ଟରଭିୟ୍ୟୁ ଦେବେ ଏବଂ କେମିତି ଜାଇ ଆପଣ ମାନେ ସେଠାରେ ପହଁଚିବେ ସେହି ସବୁ ବିଷୟରେ ଆପଣ ମାନେ ଅଧିକ ସୂଚନା ପାଇବା ପାଇଁ ଚାହୁଁ ଥିଲେ https://odishapolice.gov.in  ଓଏବସାଇଟ ରେ ଜାଆନ୍ତୁ ଏବଂ ଆପଣ ମାନଙ୍କୁ ସେଠାରେ ସଂମ୍ପର୍ଣ୍ଣ ତଥ୍ୟ ପ୍ରାପ୍ତି ହେବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *