10 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ ରାଶି : ଆଜି ଆପଣଙ୍କୁ ଉତ୍ସାହପୁର୍ଣ୍ଣ ସୁଚନା ମିଳିବ , ଅବିବାହିତ ଲୋକଙ୍କୁ ବିବାହର ପ୍ରସ୍ତାବ ଆସିପାରେ , ପୁର୍ବରୁ କରିଥିବା ପ୍ରୟାସର ଫଲ ନିଶ୍ଚିତ ମିଳିବ , ପରିବାର ସଦସ୍ୟଙ୍କ ସହ ଯାତ୍ରାର ଆନନ୍ଦ ନେବେ , ଆଦର୍ଶ ବିଚାରଗୁଡିକ ଜୀବନରେ ଆପଣାଇବାପାଇଁ ଅନେକ ଲାଭ ମିଳିପାରିବ , ଆଳସ୍ୟ ଅଧିକତ ରହିବ , ପ୍ରେମୀଙ୍କ ସହ ଶାରରୀକ ସଂବନ୍ଧ ମଜବୁତ୍ ହେବ , ପରିଶ୍ରମରୁ ଅତ୍ୟାଧିକ ଲାଭ ପ୍ରାପ୍ତି ହେବ ।

ବୃଷ ରାଶି : ନୁଆ ରିଲେସନସିପ୍ ଆରମ୍ଭ କରିବାପାଈଁ ସମୟ ଅନୁକୁଳ ଅଛି । ଆପଣଙ୍କର କିଛି ମହତ୍ତ୍ୱକାଂକ୍ଷା ପୁରା ହୋଇଯିବ , ଆପଣଙ୍କ ଦ୍ୱାରା କରାଯାଇଥିବା କିଛି ନୁଆ ଅଧିଗ୍ରହଣ ହୋଇପାରେ , ଯାତ୍ରାରେ ଆପଣଙ୍କୁ ଥକାପଣ ଓ ଚିନ୍ତା ଦେବ , କିନ୍ତୁ ଆର୍ଥିକ ହିସାବରେ ଫାଇଦାଦାୟକ ସାବିତ୍ ହେବ , ଜଲଦି ହିଁ ବିଗଡିଥିବା କାମ ହେବାକୁ ଲାଗିବ , ବିଦ୍ୟାର୍ଥି ବର୍ଗ ନିଜ କାର୍ଯ୍ୟରେ ସଫଳତା ହାସିଲ୍ କରିବେ , ସଂଗୀତ ଇତ୍ୟାଦିରେ ରୁଚି ବଢିବ , ମାତାଙ୍କ ବୈଚାରିକ ମତଭେଦ ହୋଇପାରେ , ଷଡଯନ୍ତ୍ରକାରୀ ବିଫଳ ହେବେ ।

ମିଥୁନ ରାଶି  : ଆଜି କିଛି ଏପରି କାର୍ଯ୍ୟ କରନ୍ତୁ ନାହିଁ ଯାହା ଦ୍ୱାରା ଆପଣଙ୍କୁ ବିପଦ ଆସିବ , କାର୍ଯ୍ୟସ୍ଥଳରେ ସମ୍ମାନ ଓ ପଦୋନ୍ନତି ହେବ , ପରିବାର ସଦସ୍ୟଙ୍କ ସହ ଛୋଟ ଯାତ୍ରାରେ ଭ୍ରମଣ ଯୋଜନା କରିପାରନ୍ତି , ଆପଣଙ୍କ ପାରିବାରିକ ଜୀବନ ଆନନ୍ଦଦାୟକ ଓ ଖୁସିମୟ ହେବ , ବାହାର ଗତିବିଧି ଗୁଡିକ ଭାଗନେବାରେ ସମ୍ଭାବନା ଅଛି , କିଛି ନୁଆ ଯୋଜନା ଆପଣଙ୍କ ସାମ୍ନାରେ ଆସିବ , ଯାହା ଏବେକାର ତୁଳନାରେ ଅଧିକା ଫାଈଦାଦାୟକ ରହିବ ।

କର୍କଟ ରାଶି : ଆଜି ପରିବାର ମାମଲାରେ ସାବଧାନ ରୁହନ୍ତୁ , ଯେଉଁ ବ୍ୟକ୍ତି ଚାକିରି ପେଶାରେ ଅଛନ୍ତି , ତାଙ୍କର ପଦୋନ୍ନତି ହେବାର ସମ୍ଭାବନା ଅଛି , କିଛି ପୁରୁଣା କଥାକୁ ନେଇ ମତଭେଦ ହୋଇପାରେ , ଆର୍ଥିକ ରୁପରେ କଠିନ ପରିଶ୍ରମରୁ ଲାଭ ମିଳିବ , ଯଦି ଆପଣ କାହାଠାରୁ ପଇସା ଉଧାର ନେଇଛନ୍ତି ତେବେ ସେ ଆପଣଙ୍କୁ ଫେରାଇପାରିବ , ଶେୟାର୍ ମାର୍କେଟ୍ ରେ ଫଣ୍ତ ମନୋନୁକୁଳ ରହିବ , ଖେଳାଳୀଙ୍କ ପାଇଁ ଉତ୍ତମ ସମୟ ଅଛି ।

ସିଂହ ରାଶି : ଆଜି ଆପଣଙ୍କର ଧନ ନିବେଶ କରିବାର ଯୋଜନା କରିପାରନ୍ତି , ପ୍ରତିଧ୍ୱନ୍ଧୀ ଗତିବିଧିକୁ ଆପଣଙ୍କୁ କ୍ଷତି ପହଞ୍ଚାଇପାରିବ ନାହିଁ , ଯେଉଁ ଲୋକ କଳା କ୍ଷେତ୍ରରେ କିମ୍ବା କୃଷି କ୍ଷେତ୍ରରେ ସଂବନ୍ଧିତ କାର୍ଯ୍ୟ ସହ ଯୋଡି ହୋଇଛନ୍ତି , ତାଙ୍କୁ ଭାଗ୍ୟର ପକ୍ଷ ମିଳିବ , ଧୈର୍ଯ୍ୟର ଆବଶ୍ୟକତା ଅଛି,  ଛାତ୍ରଙ୍କର ନବିନ ଅବସର ପ୍ରାପ୍ତି ହେବ , କେଉଁ ମିତ୍ରଙ୍କର ଆଗମନରେ ଖୁସି ରହିବେ , ବିଜନେସ୍ ଓ ଚାକିରି ପୁରୁଣା ମାମଲାରେ ବୁଝାମଣାର କୌଣସି ରାସ୍ତା ବାହାର କରନ୍ତୁ ।

କନ୍ୟା ରାଶି : ଆଜି ଆପଣଙ୍କ ଲଭ୍ ଲାଇଫ୍ ରେ ଭଲ ସଫଳତା ମିଳିପାରିବ , ସ୍ୱାସ୍ଥ୍ୟ ସଂବନ୍ଧିତ ଆପଣଙ୍କୁ ଥଣ୍ତା କାଶ , ଅଥବା ଆଖିର ଅଭିଯୋଗରେ ପିଡିତ ହୋଇପାରନ୍ତି , ଲୋକଙ୍କର ସହ ଆପଣଙ୍କର ସଂମ୍ପର୍କ ଭଲ ରହିବ , ସତସଂଙ୍ଗରେ ଲାଭ ମିଳିବ , ଧନ ପ୍ରାପ୍ତିର ରାସ୍ତା ସୁଗମ ହେବ , ସ୍ୱାସ୍ଥ୍ୟକୁ ନେଇ ନଜରଅନ୍ଦାଜ କରନ୍ତୁ ନାହିଁ, ଦାମ୍ପତ୍ୟ ଜୀବନ ସୁଖମୟ ହେବ , କୋର୍ଟ କଚେରି ମାମଲାରେ ନିପଟିଯିବ , ସଫଳତା ମିଳିବ,  ପାରିବାରିକ ଜୀବନରେ ଆନନ୍ଦ ଦାୟକ ରହିବ ।

ତୁଳା ରାଶି : ଆଜି ଆପଣଙ୍କୁ କେଉଁ କାମ ସକାଶେ ବଡଙ୍କର ସହାୟତା ନେବେ । ଚାକିରି ଖୋଜୁଥିବା ଲୋକଙ୍କୁ ଅତିରିକ୍ତ ପ୍ରୟାସ ଜାରି ରଖିବାକୁ ହେବ , ସଂମ୍ପର୍କୀୟଙ୍କୁ ଦେଖାକରିବାର ଭଲ ସମୟ ଅଛି , କିଛି ଛାତ୍ର ଚିନ୍ତାରେ ରହିବେ , ଆପଣ ଦିନସାରା ବ୍ୟସ୍ତ ରହିବେ , ବାପାଙ୍କ ସ୍ୱାସ୍ଥ୍ୟ ବିକାର ହୋଇପାରେ,  ପରିବାର ଆପସୀ ମତଭେଦ ବଢିପାରେ , ନିଜ ବୈକଳ୍ପିକ ବ୍ୟବସ୍ଥା ପ୍ରସ୍ତୁତ ରଖନ୍ତୁ , ଲେଣଦେଣ ଧୋକା ଖାଇପାରନ୍ତି ,

ବିଛା ରାଶି : ଆଜି ଆପଣ ଧର୍ମ କିମ୍ବା ସମାଜ ସହ ଯୋଡି ହୋଇଥିବା କାର୍ଯ୍ୟ କରିପାରନ୍ତି , ବେପାର ବ୍ୟବସାୟ ଟିକ୍ ଚାଲିବ , ନିଜ ପଟୁ ଚାରିଆଡେ ହେଉଥିବା ଗତିବିଧିକୁ ଧ୍ୟାନ ରଖନ୍ତୁ , କାରଣ ଆପଣଙ୍କ କାମର ଶ୍ରେୟ ଆଉ କିଏ ନେଇପାରେ , କିଛି ଅନାବଶ୍ୟକ ଖର୍ଚ୍ଚର ସାମ୍ନା ହୋଇପାରେ , ଭାବିଥିବା କାମ ସମୟରେ ପୁରା ହେବ , ଦାମ୍ପତ୍ୟ ଜୀବନରେ ସୁଖ ମିଳିବ , ଛୋଟ ମୋଟ ଯାତ୍ରା କରିପାରନ୍ତି , ଘର ବାହାର ପ୍ରସନ୍ନତାର ମାହୋଲ୍ ରହିବ

ଧନୁ ରାଶି  : ନୁଆ ବାହାନ ନେବାର ଯଦି ଭାବୁଛନ୍ତି ତେବେ ଆଜି କିଣନ୍ତୁ ନାହିଁ , ଆଜି ବାହାନ କିଣିବାର ପାଇଁ ଶୁଭ ଦିନ ଅଛି । ଧନ ଅଟକି ଯିବାପାଇଁ କାରଣରୁ ବିତ୍ତିୟ ସମସ୍ୟାଗୁଡିକ ସାମ୍ନା କରିବାକୁ ପଡିପାରେ , ଏହି ସମୟ ନୁଆ ସଂମ୍ପର୍କ ଯୋଡିବାପାଇଁ ଭଲ ନାହିଁ , ଉର୍ଜାବାନ ବୌଦ୍ଧିକ ବିଚାରଧାରା ପରିପୁର୍ଣ୍ଣ ରହିବେ , ମନ୍ଦିରରେ ଇତ୍ରର ଶିଶି ଦାନ କରନ୍ତୁ , ଆପଣଙ୍କର ସବୁ ଅସୁବିଧା ଦୁର ହୋଇଯିବ , ପ୍ରେମ ଜୀବନରେ ବିବାହର ତିଥି ତୟ ହୋଇପାରିବ , ଗୋ ମାତାଙ୍କୁ ଗୁଡ ଖୁଆନ୍ତୁ ।

ମକର ରାଶି  : ଆଜି ଆପଣଙ୍କର ଅଟକିଥିବା କାମ ପୁରା ହୋଇଯିବ , ମନରେ କିଛି ଚିନ୍ତା ଲଗାତାର ରହିପାରେ , ମିଡିଆ ସହ ଯୋଡି ହୋଇଥିବା ଲୋକଙ୍କର ଭଲ ଦିନ ହେବ , ପାରିବାରିକ ଜୀବନରେ ଶାନଦାର୍ ପ୍ରଦର୍ଶନ ରହିବ , ସ୍ୱସ୍ଥ୍ୟ ଉପରେ ଧ୍ୟାନଦେବାର ଆବଶ୍ୟକତା ଅଛି , ଆପଣ କେଉଁ ପୁରସ୍କାରରୁ ସମ୍ମାନିତ କରାଯିବ , କାମ ସହ ଯୋଡି ହୋଇଥିବା ମାମଲା କିଛି ଲୋକ ଆପଣଙ୍କୁ ଉପଦେଶ ମାଗିପାରନ୍ତି , ମିଠା ଖାନପାନ ରୁଚି ବଢିବ , ମନରେ ନକରାତ୍ମକ ବିଚାରର ପ୍ରଭାବ ପଡିପାରେ ।

କୁମ୍ବ – ଆଜି ଭୁଲ୍ ସାଙ୍ଗଙ୍କ ତରଫରୁ ଆକର୍ଷଣ ବଢିବ , କାର୍ଯ୍ୟ କ୍ଷେତ୍ରରେ ସୁଧାର ଆସିବା ସମ୍ଭବ ଅଟେ,  ଦାୟିତ୍ୱ ବଢିବ , ଆର୍ଥିକ ଲାଭର ସ୍ରୋତ ବିକଶିତ ହେବ , ବୈବାହିକ ଜୀବନରେ ପ୍ରେମର ଜିନିଷ ସାମ୍ନାକୁ ଆସିବ , ଆପଣଙ୍କ ଜୀବନସାଥୀଙ୍କ ଠାରୁ କିଛି ଭଲ ଖବର ପାଇବେ , କୁଟୁମ୍ବ ପରିବାରରେ ଧାର୍ମିକ କାର୍ଯ୍ୟରେ ରୁଚି ଦେଖାଇବେ ।

ମୀନ ରାଶି  : ଆଜି କେଉଁ ନିଜ ବ୍ୟକ୍ତିଙ୍କ ମତଭେଦ ହୋଇପାରେ,  ଆପଣଙ୍କ ଛୁଆ ଏବଂ ପରିବାରର ସମୟ ଅତିବାହିତ କରିବେ , ପ୍ରତିଯୋଗୀ ପରୀକ୍ଷାରେ ସଫଳତା ମିଳିବ , ଆପଣଙ୍କ ବ୍ୟବସାୟରେ ଦୁର ସ୍ଥାନ ପରିଭ୍ରମଣ କରିବେ , କିନ୍ତୁ ଯାତ୍ରା ଫଳହୀନ ହୋଇପାରେ , ପ୍ରପଟି ଆଦି କିଣିବାପାଇଁ ଆପଣ କିଛି ଜରୁରୀ ନିର୍ଣ୍ଣୟ ନେଇପାରନ୍ତି , ଘରେ ସମସ୍ତେ ଖୁସିରେ ରହିବେ , ଦାମ୍ପତ୍ୟ ଜୀବନ ଭଲରେ କଟିବ , କିଛି ଭୁଲ୍ ବି କରିପାରନ୍ତି ସେଥିପ୍ରତି ସଜାଗ ରହିବେ ।

Leave a Reply

Your email address will not be published. Required fields are marked *