06 ଅପ୍ରେଲ 2020 ସୋମବାର ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ

rasi-phala

ମେଷ ରାଶି : ବୌଦ୍ଧିକ ପ୍ରୟାସରୁ କାମକୁ ସଫଳତା ପାଇବେ  ଆପଣଙ୍କ ସାଥି କିଛି ମୁଦ୍ଧାକୁ ବିକଶିତ କରିପାରନ୍ତି , ଯାହା ମାଇଗ୍ରେସନର କାରଣ ହୋଇପାରେ , ବ୍ୟର୍ଥ ଖର୍ଚ୍ଚରୁ ବୃଦ୍ଧି ହେବ , କ୍ୟାରିୟରରେ ଏବେ ଆପଣଙ୍କୁ ପରିଶ୍ରମ କରିବାକୁ ହେବ  ନିଶ୍ଚିତ ରୁପରେ କାମ  ଆପଣଙ୍କ ପାଇଁ ସବୁଠାରୁ ମହତ୍ତ୍ୱପୁର୍ଣ୍ଣ ଅଟେ । କିନ୍ତୁ ଆଜି ଆପଣ ସବୁଠାରୁ ପ୍ରଥମେ ନିଜ ଘରୋଇ ମାମଲାରେ ଧ୍ୟାନ ଦିଅନ୍ତୁ , ଆୟର ନୁଆ ସାଧନ ଖୋଜିବେ ।

ବୃଷ ରାଶି : ଆଜି ଆପଣଙ୍କୁ ଏକା ସାଥିରେ ବହୁତ ସାରା ଜିନିଷରୁ ପ୍ରେରିତ ହେବେ , ଫାଲତୁ ଖର୍ଚ୍ଚ କରିବାରୁ ବଞ୍ଚନ୍ତୁ , ଆପଣଙ୍କୁ ଧୈର୍ଯ୍ୟ ରଖିବାକୁ ହେବ , କିଛି ଅନାବଶ୍ୟକ ଖର୍ଚ୍ଚ ହୋଇପାରେ,  ଆଜି ଆପଣ ଧର୍ମ କିମ୍ବା ସମାଜ ସହ ଯୋଡି ହୋଇଥିବା କାର୍ଯ୍ୟ କରିପାରନ୍ତି , ଆପଣଙ୍କ ମହତ୍ତ୍ୱକାଂକ୍ଷା ଓ ନିଜ ଭବିଷ୍ୟରେ ପୁର୍ଣ୍ଣ ହେବ , ଲାଇଫ୍ ପାର୍ଟନର ସ୍ୱାସ୍ଥ୍ୟକୁ ନେଇ ଟେନସନ୍ ରହିବ , ଆଜି ଆପଣଙ୍କ ମିତ୍ରଙ୍କ ସହ ସମୟ ବିତାଇବାରେ ଚିନ୍ତିତ ହେବେ ।

ମିଥୁନ ରାଶି : ଆଜି ବେପାରରେ ନୁଆ ସଂମ୍ଭାବନା ଖୋଜା ଯାଇପାରେ , ଆପଣଙ୍କ ଶତ୍ରୁ ଆପଣଙ୍କ ବିପକ୍ଷରେ ଗୁପ୍ତ ରୁପରେ କାମ କରିପାରନ୍ତି , ଓ ଆପଣଙ୍କୁ ଚିନ୍ତାରେ ପକାଇପାରନ୍ତି , କାର୍ଯ୍ୟସ୍ଥଳରେ ନିଜ ଲକ୍ଷ୍ୟକୁ ନିର୍ଦ୍ଧାରଣ ଓ ତାହାର ପ୍ରାପ୍ତିକୁ ନେଇକଇର୍ ସମର୍ପିତ ରହିବେ । ଯଦି ଆପଣଙ୍କ ଉର୍ଜା ଆଧ୍ୟାତ୍ମିକ ମାମଲାରେ କେନ୍ଦ୍ରିତ କରୁଛନ୍ତି , ତେବେ ଏଥିରେ ଆପଣଙ୍କୁ ଆତ୍ମିକ ସୁଖ ମିଳିବ , ନିଜ ଛୁଆଙ୍କୁ ଯତ୍ନ ନିଅନ୍ତୁ , ଲାଭ କାରୀ ହୋଇପାରନ୍ତି ।

କର୍କଟ ରାଶି : ଆଜି ସମାଜରେ ବର୍ଚସ୍ୟ ବଢିବ , ନିବେଶ ସହ ଅଧିକା ସତର୍କ ଓ ସାବଧାନ ରହିବେ , କାରଣ ଦିନ ଅନୁକୁଳ ନାହିଁ , ଶନିଦେବଙ୍କ କୃପାରୁ ଆପଣ ନିରନ୍ତର ରହିବ , ଯାହା ଦ୍ୱାରା ଆପଣଙ୍କୁ ମହତ୍ୱପୁର୍ଣ୍ଣ କାର୍ଯ୍ୟରେ ସଫଲତା ମିଳିବ , କ୍ରୋଧ ଓ ଆବେଗ ପାଇଁ କରାଯାଇଥିବା ଫଇସଲା ନୈରାଶ୍ୟଜନକ ପରିଣାମ ନେଇକରି ଆସିଥାଏ , କେଉଁ ବ୍ୟକ୍ତି ବ୍ୟବହାର ରୁ ମନ ଖିନ୍ନ ରହିବ , ପୁରୁଣା ରୋଗ ଆଉଥରେ ହୋଇପାରେ , ଦୁର ସମାଚାର ମିଳିବ ।

ସିଂହ ରାଶି : ଆଜି ଆପଣ ଭାବନାତ୍ମକ ହିସାବରେ ଏକୁଟିଆ ଅନୁଭବ କରିବେ । ଆପଣଙ୍କ ଛୁଆଙ୍କ ସ୍ୱାସ୍ଥ୍ୟ ଭଲ ରହିବ  କେଉଁ ଯୋଜନାରେ ଲମ୍ବା ସମୟରୁ ପ୍ରୟାସରତ ଥିଲେ , ସେଥିରୁ ସଫଳତା ମିଳିବ , ସଫଳତା ପାଇଁ ଧୈର୍ଯ୍ୟ ରହିବାକୁ ପଡିବ , ଘରର କେଉଁ କାମକୁ ପୁରା କରିବାକୁ ବଡ ବୟସ୍କ ଲୋକଙ୍କର ସାହାଯ୍ୟ ମାଗିବେ , ଅବିବାହିତ ଲୋକଙ୍କୁ ଖୁସିଖବର ମିଳିବ , ବହୁତ ଜଲଦି ଆପଣଙ୍କ ଜୀବନରେ ଏକ ନୁଆ ସାଥୀ ଆସିବ ।

କନ୍ୟା ରାଶି : ଆଜି ଆପଣ କେଉଁ ନୁଆ ଗାଡି କିମ୍ବା କେଉଁ ନୁଆ ଉପକରଣ କିଣିବାର ଯୋଜନା କରିପାରନ୍ତି , ପ୍ରେମ ସଂମ୍ପର୍କରେ ମଧୁରତା ଆସିବ , ସ୍ୱାସ୍ଥ୍ୟରେ ହାନି ହୋଇପାରେ , ଆର୍ଥିକ ଅସୁବିଧାରେ ଚିନ୍ତିତ ହୋଇପାରନ୍ତି , ଆଜି ଆପଣଙ୍କଙ୍କ ଆତ୍ମ ସମ୍ମାନକୁ ନେଇକରି ଚିନ୍ତା କରିବାର ଦରକାର ନାହିଁ , ଆଜି ଆପଣଙ୍କୁ କେଉଁ ନୁଆ କଥା ଶିକ୍ଷା ମିଳିପାରେ , ଯାହା ଆସୁଥିବା ଦିନରେ ବଡ୍ ଲାଭ ଦେବ । ସମାଜରେ ପରିବାର ଦୁହେଁ କ୍ଷେତ୍ରରେ କାମ କାର୍ଯ୍ୟ ପୁରା ହେବ ।

ତୁଲା ରାଶି : ଆଜି ଲୋକେ ଆପଣଙ୍କ କାମକୁ ପ୍ରଶଂସା କରିବେ , ଧର୍ମ ଧ୍ୟାନ ମନୋଭାବ ରହିବ , ଧାର୍ମିକ କାର୍ଯ୍ୟରେ ସହଭାଗି ରହିବେ , ଆପଣଙ୍କ ଜୀବନରେ ସବୁ କଠିନତା ଦୁର ହୋଇଯିବ , ବେପାରରେ ଅଧିକା ଲାଭ ହେବ , ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ , ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ ଏହା କ୍ଷତିକାରକ ହୋଇପାରେ , ଅଫିସ୍ ରେ କିଛି ଖାସ୍ ପରିବର୍ତ୍ତନର ଯୋଗ ହେଉଛି , ଯାତ୍ରାର କିଛି କାର୍ଯ୍ୟକ୍ରମ ହେବାର୍ ଦେଖାଯାଉଛି ।

ବିଛା ରାଶି : ଆଜି ପୁଅଙ୍କ ତରଫରୁ କିଛି ଖୁସିଖବର ମିଳିପାରିବ , ବେପାରର ଦୃଷ୍ଟିରୁ ଦିନ ଶୁଭ ଯିବାର ଅଛି , ଆଜି ଲାଭଦାୟକ ସଉଦା କରିବେ , ପ୍ରେମର ନଜରିଆରେ ଆଜିଦିନ ଖୁସି ନେଇକରି ଆସିବ , ରାଗ ଉପରେ ନିୟନ୍ତ୍ରଣ ରଖନ୍ତୁ , ଆପଣଙ୍କ ସମୟ ଭଲ ଚାଲୁଛି , ହାଗ୍ୟର ପୁରା ସାଥି ମିଳିବ , କାର୍ଯ୍ୟସ୍ଥଳରେ ଟିକିଏ ଚିନ୍ତା କରିବାର ଅଛି , କାମକାଜ ସହ ଆପଣଙ୍କ ଦାୟିତ ବି ବଢିପାରେ ।

ଧନୁ ରାଶି : ଆଜି ଆପଣ ଟିକିଏ ଚିନ୍ତିତ ରହିପାରନ୍ତି , ବିରୋଧୀଙ୍କ ଉପରେ କାବୁ ପାଇବାରେ ସଫଳ ହେବେ , ଚାକିରି ପେଶା ଜାତକତେ କଠିନ୍ ପରିଶ୍ରମରୁ ନିଜ ବରିଷ୍ଠଙ୍କୁ ସନ୍ତୁଷ୍ଟ କରିପାରିବେ । କାର୍ଯ୍ୟକ୍ଷେତ୍ରରେ ଦାୟିତ୍ୱ ବଢିବ , ନିଜ ସାଙ୍ଗଙ୍କ ସହ ମତାନ୍ତର ହୋଇପାରେ,  କେଉଁ ବନ୍ଧୁ ଆପଣଙ୍କ କାମକୁ ପ୍ରଶଂସା କରିପାରେ , କମର୍ସ ଷ୍ଟୁଡେଣ୍ଟଙ୍କ ପାଇଁ ଦିନ ଭଲ ଅଛି , କିଛି ଲୋକଙ୍କର ମୁଡ୍ ଖରାପ ହୋଇପାରେ ।

ମକର ରାଶି : ଆଜି ଭଲ ସ୍ୱାସ୍ଥ୍ୟର ଆନନ୍ଦ ନେବେ , ଓ ଆପଣଙ୍କ ଆତ୍ମବିଶ୍ୱାସ ବି ବଢିଯିବ , ପଇସା ଓ ପରିବାର କିଛି କଥାକୁ ଗୁପ୍ତ ରଖନ୍ତୁ , ଆପଣଙ୍କ ଚିନ୍ତା ବଢିପାରେ , ଯଦି ଆପଣ ଯାତ୍ରା କରୁଛନ୍ତି ତେବେ ନିଜ ଜିନିଷର ଅତିରିକ୍ତ ସୁରକ୍ଷା କରିବାର ଦରକାର ଅଛି । ବିଜନେସ୍ ରେ ଫାଇଦା ହେବ , ବିତ୍ତିୟ ମୁଦ୍ଧାକୁ ସମାଧାନ କରିବାପାଇଁ କିଛି ସମୟ ଲାଗିପାରେ,  ଜୀବନସାଥୀଙ୍କ ସହଯୋଗ ଦ୍ୱାରା ଏକ ନୁଆ ଉର୍ଜା ମିଳିପାରିବ ।

କୁମ୍ଭ ରାଶି : ଆଜି ରାଜନୈତିକ କାର୍ଯ୍ୟକଳାପ ରେ ସକ୍ରିୟତା ଦେଖାଯାଉଛି , କିଛି ମାମଲାରେ ଆପଣଙ୍କ ଭାଗ୍ୟ ସାଥ୍ ମିଲିପାରିବ ନାହିଁ , ପରିଶ୍ରମର ଫଳ ଆପଣଙ୍କୁ ମିଳିପାରିବ ନାହିଁ , ନିଜ ବରିଷ୍ଠ ସହକର୍ମୀଙ୍କର ଧ୍ୟାନ ସମାନ ରୁପରେ ଆକର୍ଷିତ କରିବେ , କେଉଁ ଅସହାୟଙ୍କୁ ସାହାଯ୍ୟ କରିବାରେ ଖୁସି ପ୍ରାପ୍ତି ହେବ , ନିୟୋଜିତ ପରିଶ୍ରମ ଦ୍ୱାରା କାର୍ଯ୍ୟ ପୁର୍ଣ୍ଣ ହେବାର ଆସାର ଅଛି । ଜବ୍ ରେ ସଫଳତା ଓ ଉନ୍ନତିର ସମ୍ଭାବନା ଅଛି , ଲଭ୍ ଲାଇଫ୍ ରେ ଚିନ୍ତା ଆସିପାରେ ।

ମୀନ ରାଶି : ଆଜି କେଉଁ ନୁଆ ପରିଯୋଜନା କାମ କରିବାପୁର୍ବରୁ ଭଲ ଭାବରେ ବୁଝିନେବେ  ବୁଝିବିଚାରି କରି କିଛି କଥା କୁହନ୍ତୁ , କାହା ସହ ଅଧିକା ଉପଦେଶ ନେଲେ କିଛି ଫାଇଦା ହେବ ନାହିଁ , ଆପଣଙ୍କ ପାରିବାରିକ ଜୀବନରେ ଟିକିଏ ସମସ୍ୟା ଗ୍ରସ୍ତ ହୋଇପାରନ୍ତି , ଆପଣ ଦୁଃଖି ହୋଇପାରନ୍ତି , ନିଜ ଛୁଆଙ୍କ କାରଣରୁ ଚିନ୍ତିତ ହୋଇପାରନ୍ତି । ପରିଶ୍ରମ ଅନୁପାତରେ କମ୍ ସଫଳତା ମିଳିବ , ଜୀବନସାଥୀଙ୍କ ସହ ସଂମ୍ପର୍କ ତାଲମେଳ ରହିବ ।

Leave a Reply

Your email address will not be published. Required fields are marked *