04 ଅପ୍ରେଲ 2020 ରାଶିଫଳ – କେମିତି କଟିବ ଆପଣଙ୍କର ଦୀନ , ଜାଣି ନିଅନ୍ତୁ

rasi-phala

ମେଷ ରାଶି : ଆଜି ଆପଣଙ୍କ ଦାୟିତ୍ୱବୋଧ ଉପରେ ପୁରା ଧ୍ୟାନ ଦେବାକୁ ହେବ । ଅଧିକାରୀ ବର୍ଗଙ୍କ ସହଯୋଗ ମିଳିବ , ମନମୁତାବିକ ଇଚ୍ଛା ପୁରା ହେବ , ଜୀବନସାଥୀ ଓ ସନ୍ତାନଙ୍କ ଠାରୁ ଲାଭ ପ୍ରାପ୍ତି କରିବେ । ଆକସ୍ମିକ ଧନ ପ୍ରାପ୍ତିର ସଂମ୍ଭାବନା ଅଛି , ଶୈକ୍ଷଣିକ ସ୍ତରରେ ଆଜି ସବୁ କିଛି ସୁଚାରୁ ଢଙ୍ଗରେ ଚାଲିବ , ମହତ୍ତ୍ୱପୁର୍ଣ୍ଣ କଥା ବାର୍ତ୍ତା ଲୋକଙ୍କ ସହ ହେବ , ଆପଣଙ୍କୁ କିଛି ନୁଆ କଥା ଜଣାପଡିବ ।

ବୃଷ ରାଶି : ଆଜି ଆପଣ ଆର୍ଥିକ ଅସୁବିଧାରୁ ମୁକ୍ତି ପାଇବେ , ପାରିବାରିକ ସଦସ୍ୟଙ୍କ ସହ ଭୁଲ୍ ବୁଝାମଣା ହେବାରୁ ମତଭେଦ ହୋଇପାରେ , ଆଜି କିଛି ମହତ୍ତ୍ୱପୁର୍ଣ୍ଣ ନିର୍ଣ୍ଣୟ ନେବାରୁ ବଞ୍ଚନ୍ତୁ , ସମୟରେ ଭୋଜନ ନ ମିଳିବାରୁ କ୍ରୋଧିତ ହୋଇପାରନ୍ତି , ଆଇନଗତ ମାମଲାରୁ ନେଇକରି କଠିନତା ବୃଦ୍ଧିହେବ , ସ୍ଥାୟୀ ସଂମ୍ପତ୍ତିକୁ ନେଇକରି ବିବାଦ ହୋଇପାରେ , ଯଦି ଆପଣ ଚାକିରି ପେଶା ହୋଇଥିବେ ତେବେ ପଦୋନ୍ନତି ମିଳିପାରେ , ପରିବାର ସହ ଯୋଡି ହୋଇଥିବା ମାମଲା ଆପଣଙ୍କୁ ଚିନ୍ତା ଦେଇପାରେ  ।

ମିଥୁନ ରାଶି : ଆଜି ବାପାଙ୍କର ସ୍ୱାସ୍ଥ୍ୟ ଉପରେ ନେଇ ଚିନ୍ତିତ ହୋଇପାରନ୍ତି , ସାଥିରେ କାମ କରୁଥିବା ଲୋକଙ୍କର ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ମିତ୍ରବର୍ଗଙ୍କ ପାଈଁ ଯାହା ବ୍ୟୟ ହେବ , ସେ ଲାଭପ୍ରଦ ହେବ , ପ୍ରବାସ ଓ ପର୍ଯ୍ୟଟନ ବି ହେବ , ମଧ୍ୟାହ୍ନ ପରେ ମନରେ ଚିନ୍ତା ଆସିବ , ଆପଣଙ୍କ ପାଇଁ ମହତ୍ତ୍ୱପୁର୍ଣ୍ଣ ଦେଖାଶୁଣା କରିବାକୁ ହେବ , ଓ ନିଜ ସବୁ ପାରିବାରିକ ଦାୟିତ୍ୱ ପୁରା କରିବା ମହତ୍ତପୁର୍ଣ୍ଣ ଅଟେ ।

କର୍କଟ ରାଶି : ଆଜିର ଦିନଟି ଶୁଭ ଅଛି , କାର୍ଯ୍ୟସ୍ଥଳରେ ଯାଞ୍ଚ କରିବା ମହତ୍ତ୍ୱପୁର୍ଣ୍ଣ ଅଟେ, କାରଣ ଆପଣଙ୍କସହଯୋଗୀ ଆପଣଙ୍କ ଧୈର୍ଯ୍ୟ ଓ ବୁଝାମଣାକୁ ପରୀକ୍ଷଣ କରିପାରନ୍ତି , ନୁଆ ସାଜସଜ୍ଜାରୁ ଘରରେ ଶୋଭା ବୃଦ୍ଧି ହେବ , ଧନ ପ୍ରତିଷ୍ଠାରେ ବୃଦ୍ଧି ହେବ  କେଉଁ ନୁଆ ଉଦ୍ଧୟମରୁ ଆମଦାନୀ ଆସିବା ଆରମ୍ଭ ହେବ , ଆଜି ହେବାକୁ ଥିବା ଅଧିକାଂଶ କଥାବାର୍ତ୍ତାଓ ସଉଦାବାଜି ଆପଣଙ୍କୁ ସାବଧାନ ରହିବାକୁ ହେବ ।

ସିଂହ ରାଶି : ଆପଣଙ୍କ ପାଇଁ ଦିନ ଉତ୍ସାହବର୍ଦ୍ଧକ ରହିବ,  ମନୋରଞ୍ଜନ ବି ହେବ , ଉଦାସୀନ ପ୍ରେମ ସଂବନ୍ଧରେ ମଜାଦାର୍ କରାଇବାପାଇଁ ପ୍ରୟାସ କରିବେ , ନିଜ କାମ ଓ ପାରିବାରିକ ମତଭେଦରୁ ଦୁରେଇ ରୁହନ୍ତୁ , ଅପରିଚିତ ଲୋକଙ୍କ ଉପରେ ବିଶ୍ୱାସ କରନ୍ତୁ ନାହିଁ , କାହାକୁ ବିନା କାରଣରେ ଲାଗିବା ଠାରୁ ଦୁରେଇ ରହିବା ଉଚିତ୍ , ନିଜକୁ ପରିସ୍ଥିତି ଅନୁସାରେ ମିଶାଇବାରେ ପ୍ରୟାସ କରନ୍ତୁ , ପରିବର୍ତ୍ତନ ଜୀବନର ଏକ ମୁଖ୍ୟ ଭାଗ ଅଟେ ।

କନ୍ୟା ରାଶି : ଆପଣଙ୍କ ବ୍ୟବହାର ଆପଣଙ୍କ ଜୀବନସାଥୀଙ୍କ ମୁଡ୍ ଖରାପ କରିଦେଇପାରେ , ଆପଣ ନିଜ ଭବିଷ୍ୟ ବିଷୟରେ କେଉଁ ବିଚାର ବିମର୍ଷ କରିପାରନ୍ତି , ସାମାଜିକ ଗତିବିଧିଗୁଡିକର ଉପରେ ରୁଚି ବଢିବ , ପରିବାର ଲୋକଙ୍କ ସହ ଆପଣଙ୍କୁ ଖାଇବାକୁ ମିଳିପାରେ , ନିଜ ଉର୍ଜାର କମି ହେବ ନାହିଁ , ଏହାକୁ ଉଚିତ୍ ଦିଗରେ ଲଗାନ୍ତୁ , ଲାଭ ହେବ , କିଛି ଜରୁରୀ ଜିନିଷ ଆପଣଙ୍କୁ ଫାଇଦା ଦେଇପାରେ ।

ତୁଳା ରାଶି : କେଉଁ ବି କାମରେ ସଫଳତା ନ ମିଳିବା ନିରାଶାର୍ କାରଣ ହୋଇପାରେ , କଷ୍ଟ , ଭୟ ଚିନ୍ତାର କାରଣରୁ ମନ ଖରାପ ହୋଇପାରେ , ପ୍ରେମ ସଂବନ୍ଧ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ , ବିବାହିତ ଜାତକ ପାଇଁ ଆବେଗ କାରଣରୁ ଜୀବନସାଥୀ ସହ ଭୁଲ୍ ବୁଝାମଣା ହେବ , ସାହିତ୍ୟ କିମ୍ବା ସୃଜନାତ୍ମକ କଳା ପ୍ରତି ରୁଚି ବଢିବ , କେଉଁ କଥାକୁ ନେଇକରି ଚିନ୍ତା ରହିବ , ତାହାର ଜଲଦି ହିଁ ସମାଧାନ ହୋଇଯିବ ।

ବିଛା ରାଶି : ଶୁକ୍ରବାର ଦିନ ଭଲ ରହିବ । ଜୀବନସାଥୀଙ୍କ ସହ ମଧୁର ସଂମ୍ପର୍କ ବନାଇ ରଖନ୍ତୁ , ଭଲ ସମୟକୁ ମନେ ପକାଇ ଖୁସି ହୋଇପାରନ୍ତି, ଆପଣ କିଛି ମହତ୍ତ୍ୱପୁର୍ଣ୍ଣ ଲୋକଙ୍କ ସହ ସଂମ୍ପର୍କ ସ୍ଥାପନ କରି ଅଧିକା ପ୍ରଭାବଶାଳୀ ହୋଇଯିବେ , ଆପଣଙ୍କ ଆମଦାନୀରେ ଜବରଦସ୍ତ ଲାଭ ହେବ , ପ୍ରେମ ପ୍ରସଙ୍ଗରେ ଅନୁକୁଳତା ରହିବ , ଦାମିକା ବସ୍ତୁକୁ ସମ୍ଭାଳିକରି ରଖନ୍ତୁ , କିଛି ଦାୟିତ୍ୱ ନେଇପାରନ୍ତି । ଯାହାକୁ ସଫଳତା ପୁର୍ବକ ନିଭାଇବେ , ଆପଣଙ୍କ ସ୍ୱାସ୍ଥ୍ୟ ଭଲ ରହିବ ।

ଧନୁ ରାଶି : ଆଜି ପଇସାର ନିବେଶ କରନ୍ତୁ ନାହିଁ , ସୁଖ ସମୃଦ୍ଧିରେ ବୃଦ୍ଧି ଘଟିବ , ଓ ପ୍ରେମ ସଂବନ୍ଧରେ ମଧୁରତା ଆସିବ , ଆପଣ କାହା ସହ ଲାଗନ୍ତୁ ନାହିଁ , ଅଧିକା ବୁଝାମଣାବାଦୀ ରବୈୟା ଆପଣାଇବାକୁ ଚେଷ୍ଟା କରିବାକୁ ହେବ , ଆପଣଙ୍କ ପରିଜନ ମିତ୍ରଙ୍କ ସହ ଆନନ୍ଦପୁର୍ବକ ସମୟ ବିତାଇବେ , ଆଜି ଅଜଣାରେ ଆପଣଙ୍କ କିଛି ଭୁଲ୍ ହୋଇପାରେ , ଯାହା ଦ୍ୱାରା ଆପଣଙ୍କୁ କିଛି ଅସୁବିଧାର ସାମ୍ନା କରିବାକୁ ପଡିପାରେ,  ଆପଣ ନିଜ କାମକାର୍ଯ୍ୟକୁ ନଜର୍ ରଖନ୍ତୁ ।

ମକର ରାଶି : ଆଜି ଆପଣ ଅପରିଚିତ ଲୋକଙ୍କ ସହ ସାବଧାନ ରୁହନ୍ତୁ , ଆସ୍ଥା ଓ ବିଶ୍ୱାସରେ କାମ କରନ୍ତୁ , ପ୍ରେମ ସଂବନ୍ଧ ମାମଲାରେ ଆପଣ ଭାଗ୍ୟଶାଳୀ ରହିବେ , ଆପଣଙ୍କ ଜୀବନସାଥୀଙ୍କ ମନୋଦଶା ବହୁତ ଭଲ ହେବ , ଆପଣଙ୍କ ଏକାଗ୍ରତା ଭଙ୍ଗ ହୋଇପାଏ , କାମ କାର୍ଯ୍ୟରେ ଆପଣଙ୍କ ମନ ହୋଇପାରେ ନ ଲାଗିବ , ଆଧ୍ୟାମ ପ୍ରତି ଆପଣଙ୍କ ରୁଚି ବଢିବ , ମସ୍ତକରେ କେଶରର ତିଲକ ଲଗାନ୍ତୁ , ଆପସି ସଂମ୍ପର୍କରେ ମଜବୁତ୍ ହେବ ।

କୁମ୍ଭ ରାଶି : ଆଜି ଆପଣଙ୍କ ପଇସାରୁ ସଞ୍ଚିବାକୁ ଧ୍ୟାନ ଦିଅନ୍ତୁ , ପରିବାରରେ ସମସ୍ତଙ୍କ ଭରପୁର୍ ସହଯୋଗ ମିଳିବ , ପ୍ରେମୀ ଯୁଗଳଙ୍କ ପାଇଁ ଆଜିର ଦିନ ଭଲ ନାହିଁ , କିଛି ଅନିଷ୍ଟ ଘଟୀପାରେ , ବେପାର କ୍ଷେତ୍ରରେ ଅପାର ଲାଭ ମିଳିବ , ଆଜି କିଛି ନୁଆ କରିବାରେ ଭାବିପାରନ୍ତି , ଏଥିରେ ଆପଣଙ୍କୁ ସଫଳତା ମିଳିବ , ରଚନାତ୍ମକ କାମରେ ଲାଗିଥିବା ଲୋକଙ୍କୁ ଫାଈଦା ମିଳିପାରେ , କେଉଁ କଥାକୁ ନେଇକରି ସ୍ୱୟଂ ନିଜକୁ ଦାୟୀ ମାନିପାରନ୍ତି ।

ମୀନ ରାଶି : ଆଜି ପ୍ରିୟଜନଙ୍କ ସହ ସମୟ ବିତାଇବା ଆନନ୍ଦଦାୟକ ରହିବ , ଆଜି ଆପଣ କିଛି ଏପରି କାମ କରିବେ ଯାହା ସମାଜରେ ଆପଣଙ୍କୁ ସଫଳତା ଦେବ , ଆପଣଙ୍କୁ ସମ୍ମାନିତ କରାଯାଇପାରେ,  ମାତା ପିତାଙ୍କ ଉପଦେଶରେ ଲାଭଦାୟକ ହେବ , ଭାଇ ଭଉଣୀଙ୍କ ସହ ସଂବନ୍ଧ ମଜବୁତ୍ ହେବ , ଆପଣଙ୍କୁ ହିଂସା କରୁଥିବା ଲୋକ ପଦ ପ୍ରତିଷ୍ଠାରେ ବାଧା ସୃଷ୍ଟି କରିପାରନ୍ତି , ଯାତ୍ରା ପାଇଁ ଆଜିର ଦିନ ଠିକ୍ ନାହିଁ ।

Leave a Reply

Your email address will not be published. Required fields are marked *