04 ଅପ୍ରେଲ ରାଶିଫଳ – ମା ଲକ୍ଷ୍ମୀଙ୍କ କୃପାରେ ରହିବେ ଏହି ସବୁ ରାଶି

rasi-phala

ମେଷ ରାଶି :ଆପଣଙ୍କୁ ବଡ ଫଇସଲା ନେବାରୁ ବଞ୍ଚିବାକୁ ହେବ , ଦିନର ଆରମ୍ଭରୁ ଶୁଭ ସମାଚାର ମିଳିବ , ପାରିବାରିକ ପରିବେଶରେ ବହୁତ ସମୟରୁ ଅଟକିଥିବା କାର୍ଯ୍ୟ ପୁରା ହୋଇପାରେ , ଖର୍ଚ୍ଚ ଓ ଫାଲତୁ ଦୌଡାଦୌଡି ହୋଇପାରେ । ମହତ୍ତ୍ୱପୁର୍ଣ୍ଣ କାମ ଉପରେ ଧ୍ୟାନ ଦିଅନ୍ତୁ , ସମାଜରେ କିଛି ବିଶେଷ ପଦ ମିଳିପାରେ , ମନରେ ଚିନ୍ତା ରହିବ , ଏବଂ ଅନାବଶ୍ୟକ ରୁପରେ କ୍ରୋଧ ଆସିବ , ଆପଣ କେଉଁ କାମକୁ ପୁରା କରିବା ପାଇଁ ଯେତେ ଚେଷ୍ଟା କରିବେ , ସେତେ ସଫଳ ହୋଇପାରିବେ ।

ବୃଷ ରାଶି : ଶାରରୀକ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଆପଣ ନିଜ୍ ଶତ୍ରୁଙ୍କୁ ବିଜୟ ପ୍ରାପ୍ତି କରିବେ , ଆପଣଙ୍କ ସାମାଜିକ ପ୍ରତିଷ୍ଠାରେ ବୃଦ୍ଧି ହେବ  ,ବ୍ୟବସାୟରେ କର୍ମଚାରୀଙ୍କୁ ସହକାର ବି ଆପଣଙ୍କୁ ମିଳିବ , ପ୍ରେମ ସୁଖରେ କମି ଆସିବ , ସାବଧାନ ରୁହନ୍ତୁ , ଗୁପ୍ତ ଶତ୍ରୁଙ୍କ ଦ୍ୱାରା କ୍ଷତି ପହଞ୍ଚିପାରେ ,ଜୀବନସାଥୀ ଙ୍କ ପୁର୍ଣ୍ଣ ସହଯୋଗ ପ୍ରାପ୍ତି ହେବ , ଜରୁରୀ ମୁତାବିକ ପଇସା ବ୍ୟବସ୍ଥା ହୋଇପାରେ ।

ମିଥୁନ ରାଶି : ଆଜି ସାବଧାନତାର ଅଭାବ ଯୋଗୁଁ କ୍ଷତି ହୋଇପାରେ । ଭାଇ ଭଉଣୀ ଓ ବଡଙ୍କ ସଂବନ୍ଧ ସୌହାର୍ଦପୁର୍ଣ୍ଣ ଓ ପ୍ରେମପୁର୍ଣ୍ଣ ରହିବ , କରଜ ନେବାରୁ ବଞ୍ଚନ୍ତୁ , ମୌସୁମ ଅନୁସାରେ ଖାଦ୍ୟପେୟ ଉପରେ ଧ୍ୟାନ ଦିଅନ୍ତୁ , କାର୍ଯ୍ୟ କରିବାରେ ଉର୍ଜାର କମି ଅନୁଭବ କରିବେ , ମନରେ ଅସମଞ୍ଜସ ରହିବ , ଆପଣ କେଉଁ ମାମଲାରେ ବ୍ୟସ୍ତତାପୁର୍ଣ୍ଣ ରୁହନ୍ତୁ ନାହିଁ , ଯୋଗ କରିବାରେ ଧ୍ୟାନ ଲଗାଇଲେ ମନ ରମ୍ୟ ରହିବ , ଏଥିରେ ଶାରରୀକ ଓ ମାନସିକ ଶାନ୍ତି ଯୋଗୁଁ ଅନୁକୁଳ ପ୍ରଭାବ ପଡିବ ।

କର୍କଟ ରାଶି : ଆଜି ବିଶ୍ୱାସଘାତ କେଉଁଠୁ ପାଇବେ । ଏଥିପାଇଁ ସାବଧନତା ରଖନ୍ତୁ  ପ୍ରେମ ବିଷୟରେ ସୁଖ ଶାନ୍ତି ଉତ୍ତମ ଯୋଗ ଅଛି , ମାତାଙ୍କ ସ୍ୱାସ୍ଥ୍ୟ ଚିନ୍ତା ବିଷୟ ହୋଇପାରେ । ବ୍ୟବସାୟୀଙ୍କୁ କାରୋବାରରେ ଲାଭ ହେବ । ଆର୍ଥିକ ଲାଭ ହେବ , ଆତ୍ମବିଶ୍ୱାସ ଅଧିକା ବଢିବା କାରଣରୁ କାର୍ଯ୍ୟ ପୁର୍ଣ୍ଣ ଢଙ୍ଗରେ କରିପାରିବେ , କେଉଁ ପ୍ରକାରର ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ । ମନକୁ ଶାନ୍ତ ରଖନ୍ତୁ , ଆପଣ କେଉଁ ମାମଲାରେ ଭାବୁକ ହୁଅନ୍ତୁ ନାହିଁ ।

ସିଂହ ରାଶି : ନୁଆ ଦାୟିତ୍ୱ ସହ କାମ କରିବାର ଅଧିକା ପ୍ରେସର ରହିବ , ଉଦ୍ୟୋଗରେ ନିବେଶ କରିଲେ ବହୁତ ଲାଭକାରୀ ହେବ , ନିଜ ଜୀବନରେ କିଛି ଚିନ୍ତା ଆସିପାରେ , ଭଲ ହେବ କି ନିଜ ଜୀବନସାଥୀଙ୍କ ସହ ବୁଝାମଣାକୁ ପ୍ରୟାସ୍ କରିବେ , ରୋଗା ଗ୍ରସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବାରୁ ଆଶ୍ୱସ୍ତି ଲାଭ କରିବେ , ଆଜି ଓଭର କନଫିଡେନ୍ସ ପରି ସ୍ଥିତି ହୋଇପାରେ , ଏହାଠାରୁ ଦୂରେଇ ରହିବାକୁ ହେବ ।

କନ୍ୟା ରାଶି : ଆଜି ଆପଣଙ୍କ ଘରୋଇ କାମକୁ ନିପଟାଇବାକୁ ସଫଳ ହେବେ , ଆଜି ସଠିକ୍ ଯୋଜନା ଦ୍ୱାରା କ୍ୟାରିୟରରେ ପରିବର୍ତ୍ତନ ଆସିବ , ଯେଉଁ ଲୋକ ବ୍ୟବସାୟ କରୁଛନ୍ତି  ତାଙ୍କୁ ଲାଭ ମିଳିବାର ଆଶଙ୍କା ଅଛି , ଖର୍ଚ୍ଚ ଉପରେ ଅଙ୍କୁଶ ଲଗାନ୍ତୁ , ନିଜ ସ୍ୱାସ୍ଥ୍ୟ ଉପରେ ଯତ୍ନ ନିଅନ୍ତୁ , ଘରୋଇ ମାମଲାରେ କିଛି ପରିମାଣରେ ଚିନ୍ତା ଆସିପାରେ , ଅଧିକା ଦେଖେଇହେବା ଠାରୁ ଦୁରେଇ ରହିବା ଉଚିତ୍ , ଆଖି ବନ୍ଧ କରି କାହା ଉପରେ ଅଧିକା ବିଶ୍ୱାସ କରିବାଠାରୁ ବଞ୍ଚନ୍ତୁ ।

ତୁଳା ରାଶି : ସ୍ୱାସ୍ଥ୍ୟ ଉପରେ ଧ୍ୟାନ ଦେବାର ଆବଶ୍ୟକତା ଅଛି , କାରଣ ଛୋଟ ମୋଟ ରୋଗର ସାମ୍ନା କରିପାରନ୍ତି , କାର୍ଯ୍ୟସ୍ଥଳରେ କାହା ପ୍ରତି ଆକର୍ଷଣ ବଢିପାରେ , ଯାହା ଦ୍ୱାରା କାମ କାର୍ଯ୍ୟରେ ବାଧା ଆସିବ , ଏଥିରୁ ବଞ୍ଚନ୍ତୁ , ଗାୟତ୍ରୀ ମନ୍ତ୍ର ଜପ କରନ୍ତୁ , ଆପଣଙ୍କ ସବୁ ଚିନ୍ତା ଦୂର ହୋଇଯିବ , ଏହି ସମୟରେ କାମ କାର୍ଯ୍ୟରେ ବିଳମ୍ବତା ଭାରି ପଡିପାରେ , ଅଜଣା ଲୋକଙ୍କୁ ସାହାଯ୍ୟ ମାଗନ୍ତୁ ନାହିଁ , ନା ରାସ୍ତା ବିଷୟରେ ପଚାରନ୍ତୁ ନା ହିଁ ଉପଦେଶ ନିଅନ୍ତୁ ।

ବିଛା ରାଶି : ଆଜି ବିଷମ ପରିସ୍ଥିତିରେ ନିଜ ସାହାସ ହରାନ୍ତୁ ନାହିଁ , ଅଧିକାରୀ ବର୍ଗଙ୍କ ସହଯୋଗ ମିଳିବ , ପ୍ରେମରେ ରହୁଥିବା ଲୋକଙ୍କ ପାଇଁ ଏହି ଦିନ ଭଲ ଅଛି , ବିବାହିତ ଲୋକଙ୍କର ଜାତକରେ ଆବେଗ କାରଣରୁ ଜୀବନସାଥୀ ସହ ଚିନ୍ତା ବଢିପାରେ , ଆପଣ ନିଜ ଛୁଆଙ୍କ ସହ ପ୍ରେମ ଭରା ସମୟ ବିତାଇବେ , ଆପଣଙ୍କୁ ବହୁତ କିଛି ସିଖିବାଉ ମିଳିବ , ଆଜି ଆପଣଙ୍କ ସ୍ୱାସ୍ଥ୍ୟର ପ୍ରତି ଟିକିଏ ସାବଧନତା ରଖିବାକୁ ହେବ , ଘରୋଇ ମାହୋଲ୍ ରୁ ଟିକିଏ ଅଶାନ୍ତି ବାଲା ସ୍ଥିତି ଆସିପାରେ

ଧନୁ ରାଶି : ଆଜି ଆପଣଙ୍କୁ ନକରାତ୍ମକ ପରିଣାମ ସାମ୍ନା କରିବାକୁ ପଡିପାରେ , ଭାଇଙ୍କ ସାମଞ୍ଜସ୍ୟ ବନାଇକରି ରଖନ୍ତୁ , ମାତାଙ୍କ ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ଆଜି ଆପଣଙ୍କ ଆତ୍ମବିଶ୍ୱାସ ଓ ସାହାସ ଚରମରେ ରହିବ , ସଠିକ୍ ନିର୍ଣ୍ଣୟ ନେବାପରେ ବି କିଛି ଜିନିଷ ଆପଣଙ୍କ ପକ୍ଷରେ ନଥିବ , ଆପଣ ଯେଉଁ ସମସ୍ୟାର ସାମ୍ନା କରୁଛନ୍ତି , ସେ ଜଲଦି ବୁଝାମଣା ହୋଇଯିବ , ଆଜି ଆପଣଙ୍କୁନିଜ ସଂମ୍ପର୍କକୁ ଭବିଷ୍ୟରେ ବିଚାର କରିବାକୁ ହେବ , ରାଜନୈତିକ ମହତ୍ତ୍ୱକାଂକ୍ଷା ପୁର୍ତ୍ତି ହେବ ।

ମକର ରାଶି : ଆପଣ ଜଟିଳ ସମସ୍ୟାଗୁଡିକ ସମାଧାନ ପାଇବେ , ମନରେ କିଛି ଚିନ୍ତା ରହିବ , ସନ୍ତାନଙ୍କ ଇଚ୍ଛାରେ ଚିନ୍ତିତ ରହିବେ , ପ୍ରିୟଜନ ଓ ସଂମ୍ପର୍କୀୟଙ୍କ ସହ ଯୁକ୍ତିରେ ପଡନ୍ତୁ ନାହିଁ , ଆତ୍ମବିଶ୍ୱାସ କମ୍ ହେବାକୁ ଦିଅନ୍ତୁ ନାହିଁ , ସ୍ୱାସ୍ଥ୍ୟର ମାମଲାରେ ଆଜିର ଦିନ ଭଲ ରହିବ , ଆଜି ଆପଣଙ୍କୁ କରାଯାଇଥିବା ବାଦା ପୁରା କରିପାରିବେ , ଆପଣଙ୍କ ଦ୍ୱାରାପ୍ରେମ ସଂବନ୍ଧ ଆରମ୍ଭ ହୋଇପାରେ,  ମନରେ ଚିନ୍ତା ରହିବ , କାର୍ଯ୍ୟ କରିବା ଦ୍ୱାରା ଉଦାସିନତା ଅନୁଭବ କରିବେ ।

କୁମ୍ଭ ରାଶି : ଆଜି ଆପଣ ନିଜ ଆଶା ଓ ମହତ୍ତ୍ୱକାଂକ୍ଷା କୁ ନେଇ ଯଥାର୍ଥବାଦୀ ରହିବେ , ବାଣୀରେ ସଂୟମତା ରଖିଲେ ପରିସ୍ଥିତି ଅନୁକୁଳ ରହିବ , ଆପଣ ଭୌତିକ ବସ୍ତୁରେ ଖର୍ଚ୍ଚ କରିପାରନ୍ତି , ଆଗକୁ ବଢିବାପାଇଁ ନିଜ ଜୀବନରେ କିଛି ପରିବର୍ତ୍ତନ କରନ୍ତୁ , ଭାଗ୍ୟ ଆପଣଙ୍କ ସାଥିରେ ଅଛି , ଆପଣଙ୍କୁ ଆର୍ଥିକ ରୁପରେ ଆଗକୁ ବଢିବାପାଇଁ ନୁଆ ମଉକା ମିଳିପାରେ , ଶଶୁରଘର୍ ପକ୍ଷରୁ ସ୍ୱାସ୍ଥ୍ୟ ଖରାପ ହୋଇପାରେ ।

ମୀନ ରାଶି : ଆଜି ଆପଣଙ୍କୁ କିଛି ଅପ୍ରତ୍ୟାଶିତ ଖୁସିଖବର ଲାଭ ପ୍ରାପ୍ତ ହୋଇପାରେ , ବିବାହିତ ଲୋକଙ୍କୁ ନିଜ ଜୀବନସାଥୀଙ୍କ ସହ ଉଚିତ୍ ବ୍ୟବହାର ରଖନ୍ତୁ  ଓ ସଂବାଦହିନତା କୁ ଆରମ୍ଭ କରିବାକୁ ଦିଅନ୍ତୁ ନାହିଁ , ଅନ୍ୟଥା ବୈଚାରିକ ମତଭେଦ ହୋଇପାରେ,  ଅଟକିଥିବା କାର୍ଯ୍ୟ ପୁରା ହେବ , ପରିବାର ସଦସ୍ୟଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ଘରକୁ ବ୍ୟବସ୍ଥିତ ରଖିବା କଷ୍ଟଦାୟକ ହୋଇପାରେ, ଭାଇଙ୍କ ସହଯୋଗ ପ୍ରାପ୍ତି ହେବ , କିନ୍ତୁ କେଉଁ କଥାକୁ ନେଇକରି ଛୋଟ ଭାଇଙ୍କ ସହ ବିବାଦ ହୋଇପାରେ ।

Leave a Reply

Your email address will not be published. Required fields are marked *