ମାଛ ଭାଜିବା ସମୟ ରେ ବାହାରିଲା ପୋକ ଏବଂ ତା ପରେ ……।

fish-wormmm

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ମାଛ ଭାଜିବା ବେଳେ ପୋକ ବାହାରିବାରୁ ତୁମୁଳ କାଣ୍ଡ ଏମିତି ଘଟଣା ହୋଇଛି । ଏହି ଘଟଣା ସମ୍ବଲପୁର ଅଇଁଣ୍ଠା ପାଲୀ ରେ ଦେଖିବା ପାଇଁ ମିଳିଛି । ତେବେ ଏଠାରେ ଶଙ୍କର ପ୍ରସାଦ ନାମକ ଜଣେ ବ୍ୟକ୍ତି । କାଲି ସଂନ୍ଧ୍ୟା ରେ ଗୋଟିଏ ମାଛ ବିକାଳୀ ଙ୍କ ଠାରୁ ମାଛ ନେଇ ଘର କୁ ଜାଇ ଥିଲେ । ଏବଂ ଏହି ମାଛଟି ରୋହି ବୋଲି କହିଛନ୍ତି । ତେବେ ସେହି ପରି ବେଳେ ସେ ସେହି ମାଛ କୁ ନେଇ ଘ କୁ ଜାଇ ଥିଲେ ଏବଂ ତାହାକୁ ଭାଜିବା ପରେ ସେହି ଥିରୁ ପୋକ ବାହାରି ଥିଲା । ଏବଂ ଏହା ପରେ ଶଙ୍କର ସମ୍ବଲପୁର ମହାନଗର ନିଗମ କମିଶନର ଙ୍କ ପାଖରେ ପହଁଚି ଅଭିଯୋଗ କରି ଥିଲେ ।

fish

ସେହି ପରି କ୍ଷେତ୍ର ରେ କମିଶନର ଙ୍କ ନିର୍ଦ୍ଧେଶ କ୍ରମେ ସେହି ମାଛ ବିକାଳୀ ଙ୍କ ପାଖରେ ପହଁଚି ପଚରା ଉଚୁରା କରି ଥିଲେ । ଏବଂ ପରେ ସେ ସେହି ଠାରୁ ସେହି ବିକାଳୀ ଙ୍କ ପାଖରୁ ସେହି ମାଛ ର ନମୁନା କୁ ନେଇ ଶଙ୍କର ନେଇ ଥିବା ମାଛ ର ନମୁନା କୁ ନେଇ ପରିକ୍ଷା କରିବା ପାଇଁ ପଠେଇଛନ୍ତି । ସେହି ପରି ବେଳେ ରିପୋର୍ଟ ଆସିବା ପରେ କାର୍ଯ୍ୟଅନୁଷ୍ଠାନ ନିଆ ଯିବ ବୋଲି କୁହା ଜାଇଛି । ହେଲେ ଏଠାରେ ମାଛ ବିକାଳୀ ଜଣଙ୍କ ଏହି ମାଛ ରୁ ପୋକ ବାହାରିବା କଥା କୁ ସଂମ୍ପର୍ଣ୍ଣ ଭାବେ ଅସ୍ୱୀକାର କରିଛନ୍ତି ।

fish2

ତେବେ ଏହି ଘଟଣା ରେ ବର୍ତମାନ ସମୟ ରେ ଲୋକାଲ୍ ଲୋକ ମାନଙ୍କ ମାଛ ଖାଇବା ଉପରେ ବହୁତ ପ୍ରତିବନ୍ଧକ ଲଗାଇଛନ୍ତି । ଏବଂ ବହୁତ ଲୋକ ମାନେ ଏବେ ମାଛ କୁ ନେବା ପୂର୍ବ ରୁ ଥରେ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଏହି ଘଟଣା ରେ ଫୁ଼ଡ ଇନସ୍ପେକ୍ଟର କହିଛନ୍ତି କି । ଏହି ଘଟଣା ର କଣ ରହିଛି ସତ୍ୟାସତ ତାହା ସେହି ସବୁ ମାମ୍ପୋଲ କୁ ଚେକ୍ ଭଲ ଭାବେ କରିବା ପରେ ହିଁ ଜଣା ପଡି ପାରିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *