9 ମାର୍ଚ 2020 ସୋମବାର ରାଶିଫଳ – ଏହି ସବୁ ରାଶି ଉପରେ ମହାଦେବ ହେଲେ ପ୍ରସନ୍ନ

rasi-phala

ମେଷ ରାଶି : ଆଜି ଆପଣଙ୍କ ମୁଡ୍ ରେ ପରିବର୍ତ୍ତନ ଅନୁଭବ କରିବେ , ଏହି କାରଣରୁ କାମରେ ମନ ଲାଗିବ ନାହିଁ , ଶିକ୍ଷା ପ୍ରତିଯୋଗିତାରେ ପାଇଁ ସମୟ ଅନୁକୁଳ ନାହିଁ , ଲୋକଙ୍କର୍ ବିଷୟରେ ଆପଣଙ୍କୁ କିଛି ରୋଚକ କଥା ଜଣାପଡିପାରେ , ଚାକିରି ସ୍ଥାନରେ ପରିବର୍ତ୍ତନର ଯୋଗ ହେଉଛି , ମାତାଙ୍କର ସ୍ୱାସ୍ଥ୍ୟକୁ ଧ୍ୟାନ ରଖନ୍ତୁ , ସୁଖର ସାଧନରେ ଲାଗିପଡିବେ , ସନ୍ତାନର ସୁଖ ପ୍ରାପ୍ତ ହେବ , ଗାଇକୁ ରୁଟି ଖାଇବାକୁ ଦିଅନ୍ତୁ , ବିଜନେସ୍ ରେ ଆପଣଙ୍କ ବଡ ଲାଭ ହେବ ।

ବୃଷ ରାଶି : ଦିନର ଆରମ୍ଭରୁ ଆପଣଙ୍କୁ ବହୁତ ପ୍ରତିକୁଳତା ସାମ୍ନା କରିବାକୁ ପଡିପାରେ , ପାରିବାରିକ ଜୀବନରେ ସମୟ ଅନୁକୁଳ ରହିବ , କିତୁ କିଛି ବି ନିର୍ଣ୍ଣୟ ଆବେଶରେ ନିଅନ୍ତୁ ନାହିଁ , ସାବଧାନତା ସହ ପାଦ ଦେବାର ଅଛି , ଉତ୍ତମ ଦାମ୍ପତ୍ୟ ଜୀବନ ମିଳିବ , ସମସ୍ୟା ଶେଷ କରିବାକୁ ଟିକିଏ ସମୟ ଲାଗିପାରେ , ପରିବାରର ଛୋଟ ସଦସ୍ୟଙ୍କ ଚିନ୍ତା ରହିବ , ଆଜି ଆପଣଙ୍କ ସ୍ୱାସ୍ଥ୍ୟରେ କିଛି ଟା ଅସୁବିଧା ଦେଖାଦେଇପାରେ , ଆପଣଙ୍କ ଖାଦ୍ୟପେୟରେ ବିଶେଷ ଧ୍ୟାନ ଦେବାର ଦରକାର ଅଛି ।

ମିଥୁନ ରାଶି : ପରିବାରରେ କେଉଁ ବି ବ୍ୟକ୍ତିଙ୍କ ସହ ମତଭେଦ ହୋଇପାରେ ,ଆପଣଙ୍କ ମନ ବିଚଳିତ ହୋଇପାରେ , ଆଜି ଆପଣ ଉଚ୍ଚ ଅଧିକାରୀଙ୍କ ସମାଜରେ ଉଚ୍ଚ ବ୍ୟକ୍ତିଙ୍କ ସଂମ୍ପର୍କରେ ଆସିପାରନ୍ତି , ଆସିବା ତିନି ଦିନରୁ ଆପଣଙ୍କୁ କିଛି ଶୁଭ ପରିଣାମ ପ୍ରାପ୍ତି ହେବ , କାରୋବାର କ୍ଷେତ୍ରରେ ଉନ୍ନତି ହେବ , ଘର ବାହାର ପ୍ରସନ୍ନତା ରହିବ , କିଛି ବିପଦପୁର୍ଣ୍ଣ ପଦକ୍ଷେପ ଉଠାନ୍ତୁ ନାହିଁ , କେଉଁ କାମକୁ ପୁରା କରିବାକୁ ଯାଇ ଅଧିକା ପରିଶ୍ରମ କରିପାରନ୍ତି , ଆପଣଙ୍କ ଖର୍ଚ୍ଚକୁ ନେଇକରି ବୁଝିବିଚାରି ରହିପାରନ୍ତି ।

rasi

କର୍କଟ ରାଶି : ଗୋପନୀୟ କଥା ନିଜ ପ୍ରିୟଙ୍କ ସହ ବାଣ୍ଟିବାର୍ ସଠିକ୍ ସମୟ ଅଟେ , ପ୍ରେମ ସଂବନ୍ଧ ପାଇଁ ଭଲ ସମୟ ଅଛି , ବ୍ୟସ୍ତତା ରହିପାରେ , ବିବାହିତ ଲୋକଙ୍କର ଜୀବନସାଥୀ ସହ୍ ଉଚିତ୍ ବ୍ୟବହାର କରନ୍ତୁ , ଓ ସଂବାଦହୀନତା କୁ ଉଠିବାକୁ ଦିଅନ୍ତୁ ନାହିଁ, ନହେଲେ ବୈଚାରିକ ମତଭେଦ ହୋଇପାରେ , ଆଜି ଆପଣଙ୍କ ସଠିକ୍ ମୌକା ଦେଖିକରି ନିଜ ପ୍ରେମର ନିବେଦନ କରିଦେବେ , ଆପଣ କିଛି ଜରୁରୀ କାମ ଅଧୁରା ହୋଇପାରେ , ନିଜ ଗୁରୁଙ୍କୁ କିଛି ବି ଉପହାର ଦିଅନ୍ତୁ , ଆପଣଙ୍କ ସବୁ ଚିନ୍ତା ଦୁର ହୋଇଯିବ ।

ସିଂହ ରାଶି  : ଆଜି ନୁଆ ଜବ୍ କିମ୍ବା ବିଜନେସ୍ କରିପାରନ୍ତି , ପ୍ରେମ ସଂବନ୍ଧ ପାଇଁ ଦିନ ଭଲ ଅଛି , ପରିବାରକୁ ନେଇ ଭାବୁକ ହୋଇପାରନ୍ତି , ଆଜି ସଫଳତାକୁ ଦେଖି ନୁଆ ସଫଳତାର ରାସ୍ତା ତିଆରି କରିବେ , ପାର୍ଟି ଓ ପିକନିକ୍ ରେ ଆନନ୍ଦ ପ୍ରାପ୍ତ ହେବ , ବୌଦ୍ଧିକ କାର୍ଯ୍ୟ ସଫଳ ହେବ , ସଂଙ୍ଗୀତ ଇତ୍ୟାଦି ରୁଚି ବଢିବ ।

ତୁଳା ରାଶି : ପରିବାର୍ ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ , ବ୍ୟବସାୟ ବିସ୍ତାର କରିବାପାଇଁ ଏହା ଭଲ ସମୟ ଅଛି  ବିତ୍ତିୟ ସ୍ଥିତିରେ ସୁଧାର ଆସିବ , କିନ୍ତୁ ଅନ୍ୟାବଶ୍ୟକ ଖର୍ଚ୍ଚର କାରଣରୁ ମନ ଖରାପ ହୋଇପାରେ,  ପରିବାରର ସାହାଯ୍ୟରୁ ଆର୍ଥିକ ଅସୁବିଧା ଦୁର ହୋଇଯିବ , ବେପାରରେ ପ୍ରଗତି ହେବ , ସ୍ୱାୟୀ ସଂମ୍ପତ୍ତି ବଡ ଲାଭ ଦେଇପାରେ  ରୋଜଗାର ପ୍ରତି ପ୍ରୟାସ ସଫଳ ହେବ ।

କନ୍ୟା ରାଶି : ଆଜି ଲାହ କମାଇବାରେ ଅବସର ପାଇବେ , ଆପଣଙ୍କ ପ୍ରତିଧ୍ୱନ୍ଧୀଙ୍କର ନଜର ରଖିବା ଉଚିତ୍ ହେବ ଯେଉଁ ମନୋରଞ୍ଜକ ହେବ ତାହା ଆନନ୍ଦ ପ୍ରଦାନ କରିବ , ଏକ ଶାନ୍ତ ମନରେ ଆପଣଙ୍କ  ଅଧିକାଂଶ କାର୍ଯ୍ୟ ପୁରା କରିବାରେ ସାହାଯ୍ୟ ମିଳିପାରେ , ପରିଶ୍ରମରୁ ଅଧିକା ଲାଭ କମ୍ ହେବ । କଟୁ ଲୋକଙ୍କର ହାନି ହୋଇପାରେ ,

ତୁଳା ରାଶି : ପରିବାର ସଦସ୍ୟଙ୍କ ସହ ଭଲ ସମୟ ଅତିବାହିତ କରିବେ , ବ୍ୟବସାୟ ବିସ୍ତାର କରିବାପାଇଁ ଏହି ସମୟ ଭଲ ଅଛି , ବିର୍ତ୍ତିୟ ସ୍ଥିତିରେ ସୁଧାର ଆସିବ , ଅନାବଶ୍ୟକ ଖର୍ଚ୍ଚରୁ ଦୁରେଇ ରୁହନ୍ତୁ , ପରିବାରର ସାହାଯ୍ୟରୁ ଆପଣଙ୍କ ଆର୍ଥିକ  ଅବସ୍ଥା ଖରାପ ହୋଇପାରେ,  ବେପାରରେ ପ୍ରଗତି ହେବ , ସ୍ୱାୟୀ ସଂମ୍ପତ୍ତି କାର୍ଯ୍ୟ ବଡ ଲାଭ ଦେଇପାରେ , ରୋଜଗାର ପ୍ରତି ପ୍ରୟାସ ସଫଳ ହେବ ।

ବିଛା ରାଶି : ବିଦ୍ୟାର୍ଥି ବର୍ଗ ପରିକ୍ଷା ଓ ସାକ୍ଷାତକାର ପରୀକ୍ଷାରେ ଆଦି ସଫଳତା ପାଇବେ , ବେପାରିକ ଓ ବ୍ୟବସାୟିକ ସଂନ୍ଧର୍ଭରୁ ପରିଶ୍ରମ ଓ ପ୍ରଭାବଶାଳି ବ୍ୟକ୍ତିଙ୍କର ସହାୟତାରେ ନିଜ ସ୍ଥିତିକୁ ସୁଧାର ଆଣିବେ , ନିଦ୍ଧାରିତ କାମରେ ସଫଳତା ପାଇବେ , କାମ ଧନ୍ଦାରେ ନିଜ ମାମଲାରେ ଅଧିକା କ୍ରୋଧି ହୋଇପାରନ୍ତି , ପ୍ରତିସ୍ପଦୀ ଉପରେ ବିଜୟ ହାସିଲ୍ କରିବେ , ଚାକିରିରେ ଉଚ୍ଚଅଧିକାରୀନକ୍ ଦ୍ୱାରା ପ୍ରସନ୍ନତା ପାଇବେ

ଧନୁ ରାଶି : ଆଜି ଆପଣଙ୍କ ଜୀବନରେ ସବୁ ପ୍ରକାରର କୁ ଶକ୍ତିର ନାଶ ହେବ , ଧନର ବାଧା କାରଣରୁ ବିତ୍ତିୟ ସମସ୍ୟାର ସାମ୍ନା କରିବାକୁ ପଡିପାରେ , ପାରିବାରିକ ଜୀବନ ଆନନ୍ଦଦାୟକ ରହିବ , ଆପଣଙ୍କୁ ସଫଳ ହେବାରେ କେହି ଅଟକାଇପାରିବେ ନାହିଁ , କମ୍ କଥାବାର୍ତ୍ତା କରନ୍ତୁ , ଓ ନିଜର ରହସ୍ୟକୁ ପର୍ଦାଫାଶ କରନ୍ତୁ ନାହିଁ ,ଫାଲତୁ ବିବାଦରୁ ଦୁରେଇ ରହିବାକୁ ଚେଷ୍ଟା କରନ୍ତୁ , କାର୍ଯ୍ୟସିଦ୍ଧି ହେବ , ପ୍ରଥମ ପରିଶ୍ରମର ଫଳ ମିଳିବ ।

ମକର ରାଶି : ଆପଣଙ୍କୁ ଆଜି ଭାରି ଧନଲାଭ ହେବାର ସଂମ୍ଭାବନା ଅଛି , ଭାଇ ଭଉଣୀଙ୍କ ବିବାଦ କାରଣରୁ ଅସ୍ଥିରତା ଆସିପାରେ ,ପ୍ରେମ ସଂବନ୍ଧରେ ଯଥାବତ ରହିବେ , ନୁଆ ଘର କିମ୍ବା ଗାଡି କିଣାରେ ମନ ଲାଗିବ , ବ୍ୟସ୍ତତାକୁ ନେଇ ଥକା କିମ୍ବା ଦୂର୍ବଳତ ଅନୁଭବ କରିପାରନ୍ତି , କେଉଁ ଦାୟିତ୍ୱରୁ ପିଛା ଛାଡିବାପାଇଁ ଚେଷ୍ଟା କରିପାରନ୍ତି , କିନ୍ତୁ ଏହା ଠିକ୍ ନୁହେଁ , ବେପାର ବୈବସାୟ ଠିକ୍ ଚାଲିବ , ବିଜନେସ୍ ର କାରଣରୁ ଯାତ୍ରା କରିପାରନ୍ତି , ଆପଣଙ୍କ ଯାତ୍ରା ସଫଳ ଓ ଲାଭଦାୟକ ହୋଇପାରେ ।

କୁମ୍ଭ ରାଶି : ଆପଣଙ୍କୁ ଆଜି ନୁଆ ଶକ୍ତିର ଅନୁଭବ ହେବ , ନୁଆ ପରିଯୋଜନା ଗତିଶୀଳ୍ ହୋଇପାରେ , ନିଜ ପରିଶ୍ରମ ଆର୍ଥିକ ପରିଣାମ ଜାଣିବାରେ ଭୁଲ୍ କରନ୍ତୁ ନାହିଁ , ଭାଇ ବନ୍ଧୁଙ୍କ ସହ ଖୁବ୍ ଭଲ ସଂବନ୍ଧ କରିବେ , ମନ୍ଦିରରେ ଫଳ ଦାନ କରନ୍ତୁ , ଆପଣଙ୍କ ପ୍ରୟାସ ସଫଳ ହେବ , ବେରୋଜଗାରି ପ୍ରୟାସ ସଫଳ ହେବ , ନୁଆ କାମ ମିଳିପାରିବ , ମହତ୍ତ୍ୱକାଂକ୍ଷା ପୁରା ନହେବା ଦ୍ୱାରା ଦୂଃଖି ହୋଇପାରନ୍ତି , ଟେକନିକ୍ କ୍ଷେତ୍ରରେ ଯୋଡି ହୋଇଥିବା ଛାତ୍ରଙ୍କ୍ ପାଇଁ ଦିନ ଭଲ ରହିବ ।

ମୀନ ରାଶି : ଆଜି ପାର୍ଟି କିମ୍ବା ପିକନିକ୍ ର ଯୋଜନା କରିପାରନ୍ତି , ଯଦି ଆପଣ ଆୟରେ ବୃଦ୍ଧି ସ୍ରୋତ ଖୋଜୁଛନ୍ତି , ତେବେ ସୁରକ୍ଷିତ ଆର୍ଥିକ ପରିଯୋଜନାରେ ନିବେଶ କରନ୍ତୁ , କୋର୍ଟକଚେରି ମାମଲାରେ ଆପଣଙ୍କୁ ଖୁସି ଦେଇପାରେ,  ପୁରୁଣା ଶତୁ ବନ୍ଧୁ ହୋଇପାରନ୍ତି , ଲୋକଙ୍କ ଦୁର୍ବଳତ ବାହାର କରିବାରେ ଆପଣ ପ୍ରଥମେ ଜାଣିନିଅନ୍ତୁ , ପ୍ରସନ୍ନତା ରହିବ , ପରିବାର ଲୋକଙ୍କ କିଛି ମାମଲା କାରଣରୁ ଧ୍ୟାନ ହଟିପାରେ ।

Leave a Reply

Your email address will not be published. Required fields are marked *