20 ମାର୍ଚ 2020 ଶୁକ୍ରବାର ରାଶିଫଳ – ଏହି ସବୁ ରାଶି ରୁହନ୍ତୁ ସର୍ତକ

rasi-phala

ମେଷ ରାଶି : ଆଜି ଆପଣ ବୁଝାମଣାର ଗତିବିଧିଗୁଡିକରେ ନଜର ରଖିବେ , ବିବାହିତଙ୍କ ପାଇଁ ଆଜିର ଦିନ ସ୍ମରଣୀୟ ରହିବ , ଆପଣଙ୍କ ପାଇଁ ଆଜିର ଦିନ କର୍ମବ୍ୟସ୍ତ ହୋଇପାରେ , ଯାହା ଦ୍ୱାରା ଆପଣ ଥକା ଅନୁଭବ କରିବେ , ଆପଣଙ୍କ ଅଧିକାଂଶ ସମୟ ନିଜ ଜୀବନସାଥୀ ସହ କଟିବ , କିଛି ନୁଆ ଶିଖିବାପାଇଁ ଉତ୍ସାହିତ ରହିବେ , ଛୁଆଙ୍କ ଉନ୍ନତିରୁ ମନ ପ୍ରସନ୍ନ ରହିବ , ଆପଣଙ୍କ ପାଇଁ କାର୍ଯ୍ୟରେ ପ୍ରଶଂସା ହେବ , ହୋଲିର ଖୁସିରେ ସବୁ ଦୁଃଖ ଦୂର ହୋଇପାରେ ।

ବୃଷ ରାଶି : ହୋଲିର ଉତ୍ସବରେ ବୃଷ ରାଶିର ସଂମ୍ପର୍କରେ ମଧୁରତା ଆସିଯିବ,  ବାହାନ ପ୍ରୟୋଗରେ ସାବଧନତା ରୁହନ୍ତୁ , କାମର ବୋଝ ରହିବ , ଚିନ୍ତା ଆଣିବାକୁ ଦେବେ ନାହିଁ , ଭବିଷ୍ୟ ବିଷୟରେ ଚିନ୍ତା କରି ଚିନ୍ତିତ ହୋଇପାରନ୍ତି , ସ୍ୱାସ୍ଥ୍ୟ ସଂବନ୍ଧି ମାମଲାରେ ଚିନ୍ତା କମ୍ ହୋଇଯିବ , ସ୍ତ୍ରୀଙ୍କ ଉପଦେଶରେ ମହତ୍ତ୍ୱପୁର୍ଣ୍ଣତା ରହିବ । ସମାଜର କାର୍ଯ୍ୟରେ ଆଗୁଆ ରହିବେ , ମିତ୍ର ଓ ସହକର୍ମୀଙ୍କ ସହଯୋଗ ମିଳିବ , ଧାର୍ମିକ ଗତିବିଧିଗୁଡିକ ସାମିଲ୍ ହେବ ।

ମିଥୁନ ରାଶି : ଆଜି ହୋଲିର ଦିନ ମିଥୁନ ରାଶିର ଲୋକଙ୍କ ଜୀବନରେ ସକରାତ୍ମକ ଉର୍ଜା ସଂଚାର ହେବ , ଆପଣଙ୍କ କିଛି ବାଧାଗୁଡିକ ସାମ୍ନା କରିବାକୁ ପଡିପାରେ , ଆପଣଙ୍କ କାର୍ଯ୍ୟସ୍ଥଳରେ ଆପଣଙ୍କ ବରିଷ୍ଠଙ୍କ ସମର୍ଥନ ହାସିଲ୍ କରିବେ , ଧର୍ମର ପ୍ରତି ଶ୍ରଦ୍ଧା ରହିବ , ଆଜି ଆପଣ କେଉଁ ବିବାଦରେ ପଡନ୍ତୁ ନାହିଁ , ପୁରୁଣା କାମ ନିପଟାଇବା ପାଇଁ ଅଧିକା ଧ୍ୟାନ ଦିଅନ୍ତୁ , ଯେଉଁ ଲୋକ ଅବିବାହିତ ଅଛନ୍ତି , ତାଙ୍କ ପାଇଁ ଦିନ ଶୁଭ ରହିବ ।

କର୍କଟ ରାଶି : କର୍କଟ ରାଶିର ଲୋକଙ୍କୁ ଆଜି ଲଢେଇ ଝଗଡାରୁ ଦୁରେଇ ରହିବାର ଆବଶ୍ୟକତା ଅଛି , ଦିନର ପ୍ରାରମ୍ଭ ଶାରରିକ ଓ ମାନସିକ ରୁପରେ ଅସ୍ୱସ୍ଥତା ଓ ବ୍ୟସ୍ତତା ଅନୁଭବ ହେବ , କ୍ରୋଧ ମାତ୍ରା ଅଧିକା ରହିଲେ କାହା ସହ ମତଭେଦ ହୋଇପାରେ , କେଉଁ ପ୍ରକାରର ଖର୍ଚ୍ଚ ଅଧିକା କାମ ହାତରେ ଦେଲେ ପ୍ରଥମରୁ ଠିକ୍ ଭାବରେ ବୁଝିବିଚାରି କରିବା ଠିକ୍ ରହିବ , ଆପଣ ଦୁର କିମ୍ବା ବିଦେଶ ସ୍ଥାନରେ ଲୋକଙ୍କ ସହ ବେପାରରେ କ୍ଷତି ଉଠାଇପାରନ୍ତି , ଛାତ୍ରଙ୍କୁ ଶିକ୍ଷାରେ ଲାଭ ପ୍ରାପ୍ତି ହେବ

ସିଂହ ରାଶି : ଆଜି ଆପଣଙ୍କ ନିର୍ଦ୍ଧାରିତ କରାଯାଇଥିବା କାର୍ଯ୍ୟ ପ୍ରେରଣା ଦେବ,  କିନ୍ତୁ ପ୍ରୟାସ କରିଲେ ଏମିତି ଅନୁଭବ ହେବ କି ଯେତେ ଚେଷ୍ଟା କରୁଛନ୍ତି , ତାହାର ଓଲଟା ଦିଗରେ ଯାଉଛନ୍ତି , ଆପଣ ଚାହିଁଲେ ଚିନ୍ତାରୁ ହଟି ହସିକରି ଏହାର ସମାଧାନ କରିପାରିବେ , ସେଥିରେ ଫସିଲେ ଚିନ୍ତାଗ୍ରସ୍ତ ହୋଇପାରନ୍ତି । ଫାଲତୁ କାମ ସମୟ ଖରାପ ହେବାରୁ ଚିଡଚିଡାପଣ ଆସିପାରେ । ଜୀବନ ସାଥୀଙ୍କ ବିବାଦ ହେବାର ଯୋଗ ହେଉଛି ।

କନ୍ୟା ରାଶି : ମିତ୍ରଙ୍କ ସହ ଭେଟହେବାରୁ ଆନନ୍ଦ ମିଳିବ , ତାଙ୍କ ସହ ପର୍ଯ୍ୟଟନ ସ୍ଥାନରେ ଯିବାର ଆୟୋଜନ ବି ହେବ , ଯେଉଁ ଲୋକଙ୍କର ସହ ସାକ୍ଷାତ କେବେ କେବେ ହେଉଛି , ତାଙ୍କ ସହ କଥାବାର୍ତ୍ତା ଓ ସଂମ୍ପର୍କ କରିଲେ ଅବସର ମିଳିପାରିବ , ସାମାଜିକ କାର୍ଯ୍ୟରେ ଆପଣଙ୍କ ଯୋଗଦାନ ରହିବ , କେଉଁ ପାରିବାରିକ ସଦସ୍ୟଙ୍କ ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ହୋଇପାରନ୍ତି , ସମୟର ସଦୁପଯୋଗ କରନ୍ତୁ , ଆଲସ୍ୟରେ ନିଜ ସମୟ ନଷ୍ଟ କରନ୍ତୁ ନାହିଁ , ଧାର୍ମିକ ପ୍ରସଙ୍ଗରେ ଉପସ୍ଥିତ ରହିପାରିବେ ।

ତୁଳା ରାଶି : ଆଜି ଆପଣଙ୍କ ଜୀବନରେ ପରିବର୍ତ୍ତନ ଦେଖାଦେଉଛି , ଆପଣଙ୍କୁ ନିଜ ବରିଷ୍ଟ ଙ୍କର ଉପେକ୍ଷାର ସାମ୍ନା କରିବାକୁ ପଡିପାରେ,  ଧର୍ମ ଆସ୍ଥା ଓ ଆପସି ବିଶ୍ୱାସ ବଳ ମିଳିବ , ଆର୍ଥିକ ସ୍ତିତି ପୂର୍ବରୁ ମଜବୁତ୍ ହେବ , ଆଜି କିଛି ଚ୍ୟାଲେଞ୍ଜ ବ୍ୟବହାରିକ ସମାଧାନ କରିପାରିବେ , ବେପାରି ବର୍ଗ ଙ୍କୁ ଧନ ଲାଭର ଯୋଗ ରହୁଛି ,

ବିଛା ରାଶି : ଆଜି ଆପଣଙ୍କ ସାସ୍ଥ୍ୟ ଚିନ୍ତା ହୋଇପାରେ, ବହୁତ ସମୟରୁ ପ୍ରମୋଶନ ଆପଣଙ୍କୁ ଅଟକିଥିବା କାମ ଆଜି ପୁରା ହେବ,  ଯେଉଁଥିରେ ଆପଣଙ୍କୁ ବହୁତ ଖୁସି ହେବ , ପ୍ରେମ ସଂମ୍ପର୍କରେ କିଚି ଖରାପ ମୋଡ୍ ଆସିପାର୍,ଏ ଅଫିସ୍ ରେ ନିଜ ବୁଝାମଣାରେ ନଜର ପକାଇବେ , ଭଲ ଖବର ମିଳିବ ।

ଧନୁ ରାଶି : ଇଚ୍ଛାଗୁଡିକ ପୁରା ହେବାର ସମୟ ଚାଲୁଛି , ବିର୍ତ୍ତିୟ ମାମଲାରେ ଭଲ ସ୍ଥିତି ଆସିବ , କେଉଁ ପୁରୁଣା କଥାକୁ ନେଇକରି ସହଯୋଗୀଙ୍କ ସହ ଯୁକ୍ତି ହୋଇପାରେ , ସାବଧାନୀ ସହ ବିବାଦକୁ ଏଡାନ୍ତୁ , ଆପଣଙ୍କ ମା ବାପାଙ୍କ ତରଫରୁ ଉପହାରରେ ଘର କିମ୍ବା ଗାଡି ମିଳିବ , ମିଠା ଖାଇବା ପ୍ରତି ସଜାଗ ରୁହନ୍ତୁ  କଥାବାର୍ତ୍ତାରେ ସଂୟମତା ରଖନ୍ତୁ ।

ମକର – ଆଜି କିଛି ନୂଆ କରିବାକୁ ଚେଷ୍ଟା କରିବେ । ଅନୁକୂଳ ଗ୍ରହ ପ୍ରଭାବରୁ ଯେମିତି ଯାହା ଚାହିଁବେ ସବୁଥିରେ ସଫଳତା ହାସଲ କରି ଖୁସୀ ହେବେ । ବନ୍ଧୁଙ୍କ ସାହାଯ୍ୟ ଓ ପାରସ୍ପରିକ ସହଯୋଗ ପାରିବାରିକ ଜୀବନକୁ ସରସ ସୁନ୍ଦର କରିବ । ବ୍ୟବ୍ୟବସାୟରେ ସଫଳତା ଅର୍ଜନ ଓ ଆତ୍ମବିଶ୍ୱାସ ବୃଦ୍ଧି ପାଇବ । କାର୍ଯ୍ୟ କ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । ସଭାସମିତିରେ ଅପ୍ରିୟ ସତ୍ୟକଥା କହି ବିବାଦ ଘେରରେ ପଡ଼ିପାରନ୍ତି । ସାହିତ୍ୟ,ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହୋଇପାରନ୍ତି । ପ୍ରତିବନ୍ଧକ ହେତୁ ନୂତନ କର୍ମାରମ୍ଭ କିମ୍ବା ଯାତ୍ରା ପାଇଁ ପ୍ରସ୍ତୁତି କ୍ଷେତ୍ରରେ ସମସ୍ୟା ଗ୍ରସ୍ତ ହୋଇପାରନ୍ତି । ଦାମ୍ପତ୍ୟ ଜୀବନରେ ମଧୁରତା ବଢ଼ିବ । ମହିଳାମାନଙ୍କର ଚାକିରୀକ୍ଷେତ୍ରରେ ପରିବର୍ତ୍ତନ ହେବାର ସମ୍ଭାବନା । ଆରାଧନା: ମାଆ ଦୁର୍ଗା ।

କୁମ୍ଭ – ନୂଆ କାମଧନ୍ଦା ସମ୍ବନ୍ଧରେ ବିଚାର କରିବା ଲାଗି ଦିନଟି ଭଲ । କିଛି ଲୋକଙ୍କ ସହଯୋଗରେ କାମ ପୂରା ହେବ । ଭାଗିଦାରୀ ସହିତ ସମ୍ବନ୍ଧ ଭଲ ରହିବ କିନ୍ତୁ ମଧ୍ୟାହ୍ନ ପରେ ଆପଣଙ୍କୁ ପ୍ରତିକୂଳତାର ସାମନା କରିବାକୁ ପଡ଼ିପାରେ । ବ୍ୟବସାୟର ଆର୍ଥିକ ସ୍ଥିତି ମାଧ୍ୟମ ଧାରଣର ରହିବ । ସଭାସମିତିରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା ଫଳରେ ଆଲୋଚନା ଅମୀମାଂସିତ ରହିବ । ଆନୁଷ୍ଠାନିକ କ୍ଷେତ୍ରରେ, ରାଜନୈତିକ ସ୍ତରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ । ଯାତ୍ରା ସମୟରେ ନିର୍ଦ୍ଦିଷ୍ଟ ସ୍ଥାନରେ ଅପେକ୍ଷା କରିବାକୁ କହିଥିବା ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହୋଇପଡ଼ିବେ । ପରିବାରରେ ପୂର୍ବ ସମସ୍ୟା ସମାଧାନ ହେବାରେ କୌଣସି ନୀଚ ଜାତିର ବ୍ୟକ୍ତି ମୁଖ୍ୟ ଭୂମିକା ଗ୍ରହଣ କରିପାରନ୍ତି । ଶୁଭରଙ୍ଗ: ଧଳା । ଆରାଧନା: ପ୍ରଭୁ ଶ୍ରୀଜଗନ୍ନାଥ ।

ମୀନ – ବିଶେଷ କାର୍ଯ୍ୟ ପୂରା କରିବାରେ ଟିକେ ବିଳମ୍ବ ହୋଇପାରେ । କର୍ମକ୍ଷେତ୍ରରେ ନିଜ ବନ୍ଧୁମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବ୍ୟବସାୟୀମାନେ ନୂତନ ବାଣିଜ୍ୟର ପରିକଳ୍ପନା କରିବେ । ଅଫିସରେ ଗୁରୁତ୍ବ ପୂର୍ଣ୍ଣ ନିଷ୍ପତ୍ତି ନେଇ ପାରନ୍ତି । ବିଭିନ୍ନ ଯୋଜନା, ସାଙ୍ଗଠନିକ କାର୍ଯ୍ୟ କ୍ଷେତ୍ରରେ ଅନୁକୂଳ ବାତାବରଣ ସୃଷ୍ଟି ହେବ । ସଭାସମିତିରେ ପ୍ରଶଂସିତ ହେବେ । ଭୁଲ୍‌ ବୁଝାମଣା କାରଣରୁ ପରିବାର ଭିତରେ ସମ୍ପର୍କ ହାନି ଫଳରେ ଚିନ୍ତ ପ୍ରକଟ କରି ପାରନ୍ତି । ପ୍ରତ୍ୟେକ କ୍ଷେତ୍ରରେ ସଂଯମର ଅଭାବ ରହିବ । ଯାତ୍ରାରେ ଧନହାନି ଦୁଶ୍ଚିନ୍ତାର କାରଣ ହୋଇପାରେ । ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହୋଇପାରେ । ଶୁଭରଙ୍ଗ: ବାଦାମୀ । ଆରାଧନା: ମାଆ ସମଲେଶ୍ୱରୀ ।

Leave a Reply

Your email address will not be published. Required fields are marked *