18 ମାର୍ଚ 2020 ଓଡିଆ ରାଶିଫଳ – କେମିତି କଟିବ ଆପଣଙ୍କ ଭାଗ୍ୟ

rasi-phala

ମେଷ – ବନ୍ଧୁଙ୍କ ଠାରୁ ପୂର୍ଣ୍ଣ ସହଯୋଗ ପାଇବେ ଓ ଆତ୍ମ ବିଶ୍ୱାସ ଅତୁଟ ରହିବ । ଆଜି ବୃହସ୍ପତି ରବିଙ୍କ ନକ୍ଷତ୍ରରେ ରହିଥିବାରୁ ଆପଣଙ୍କ ଚେଷ୍ଟା ନିଶ୍ଚିତ ଫଳବତୀ ହୋଇପାରିବ । ଆପଣଙ୍କ ସକାରାତ୍ମକ ମନ୍ତବ୍ୟ ଅନ୍ୟମାନଙ୍କୁ ପ୍ରଭାବିତ କରିବ । ବ୍ୟବସାୟୀମାନଙ୍କୁ ଉତ୍ତମ ଲାଭ ପ୍ରାପ୍ତି ହେବ । ସରକାରୀ କର୍ମଚାରୀମାନଙ୍କର ପଦୋନ୍ନତି ହେବ । ଶତୃମାନେ ମିତ୍ରଭାବ ଆଚରଣ କରିବେ । ଆଜି ଆପଣଙ୍କ ଅତି ପ୍ରିୟ ବନ୍ଧୁ ଆପଣଙ୍କ ଘରକୁ ଆସି ଭେଟି ପାରନ୍ତି । ବକ୍ତବ୍ୟ ଉପରେ ନିୟନ୍ତ୍ରଣ ବଜାୟ ରଖନ୍ତୁ, ନଚେତ୍ କ୍ଷତିରେ ପଡ଼ିପାରନ୍ତି । କେତେକ କ୍ଷେତ୍ରରେ ନୀରବତା ରହିବା ଶ୍ରେୟସ୍କର ହେବ । ବାଦବିବାଦ, ଯୁକ୍ତିତର୍କ ଠାରୁ ଦୂରେଇ ରୁହନ୍ତୁ । ଆପଣଙ୍କ ଦାମ୍ପତ୍ୟ ଜୀବନ ପ୍ରୀତିମୟ ରହିବ । ଶୁଭରଙ୍ଗ: ଗୋଲାପି । ଆରାଧନା: ନାରାୟଣ ।

ବୃଷ – ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଭାଗ୍ୟକର୍ମାଧିପ ଚତୁର୍ଥାଧିପଙ୍କ ନକ୍ଷତ୍ରସ୍ଥ ଯୋଗୁଁ ଆପଣଙ୍କ ଉଦ୍ୟମରେ ସିଦ୍ଧିଲାଭ ହୋଇପାରେ । ଆଜି ଆପଣ ନୂଆ ଲକ୍ଷ୍ୟ ହାସଲ କରିବେ । ବ୍ୟବସାୟରେ ପ୍ରତିଦ୍ୱନ୍ଦ୍ୱିତା ଲାଗିରହିଲେ ମଧ୍ୟ ଦୃଢ ମନୋବଳ ଉଚ୍ଚତର ଚରମ ଶିଖରକୁ ନେଇଯିବ । ଚାକିରି କ୍ଷେତ୍ରରେ ଉପରିସ୍ଥ ଅଧିକାରୀଙ୍କ ସାହାଯ୍ୟ ସହଯୋଗ ପାଇବେ ଏବଂ ଅଧିକାରୀଙ୍କ ଅନୁକମ୍ପାରୁ ପଦୋନ୍ନତି ପାଇବାର ସମ୍ଭାବନା ମଧ୍ୟ ରହିଛି । ବେରୋଜଗାର ଯୁବକମାନଙ୍କୁ ଘରୋଇ କମ୍ପାନୀରେ ଚାକିରି ପାଇବାର ସୂଚନା ମିଳିବ । କୌଣସି ଧାର୍ମିକ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି । ବନ୍ଧୁ କିମ୍ବା ସମ୍ପର୍କୀୟଙ୍କଠାରୁ ଉପହାର ପାଇବା ସମ୍ଭାବନା ଅଛି । ସ୍ୱାସ୍ଥ୍ୟରେ ପରିବର୍ତ୍ତନ ଦେଖାଦେବ । ନିଜ ପିଲାମାନଙ୍କ ସହିତ ଖୁସିରେ ଦିନଟି ଅତିବାହିତ କରିବେ ଏବଂ ଜୀବନ ସାଥୀଙ୍କ ସହିତ ଏକ ସନ୍ତୋଷଜନକ ଜୀବନ ଉପଭୋଗ କରିବେ । ଶୁଭରଙ୍ଗ: ହଳଦିଆ । ଆରାଧନା: ମାଆ ଗାୟତ୍ରୀ ।

ମିଥୁନ – ଆପଣଙ୍କ ପାଇଁ ଦିନଟି କୌତୂହଳପୂର୍ଣ୍ଣ ରହିବ ଓ ଲୋକପ୍ରିୟତା ବୃଦ୍ଧି ପାଇବ । ଧନାଧିପ ଚନ୍ଦ୍ର କେନ୍ଦ୍ରସ୍ଥାନରେ ରହିଥିବାରୁ ପ୍ରତ୍ୟେକ କାର୍ଯ୍ୟ ପାଇଁ ପ୍ରତିକୂଳ ନ ହେଲେ ମଧ୍ୟ ବ୍ୟୟବୃଦ୍ଧି ନିମନ୍ତେ ମନରେ ବିରକ୍ତି ଭାବନା ଜାତ ହୋଇପାରେ । ବ୍ୟବସାୟ ହେବା କାରଣରୁ ମନ ଖୁସି ରହିବେ । ସରକାରୀ କର୍ମଚାରୀଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଟେ । ଅଫିସରେ ସମସ୍ତଙ୍କ ସହ ମିଳିମିଶି କାମ କରିବେ ଓ ପରସ୍ପରକୁ ସାହାଯ୍ୟ ସହଯୋଗ କରିବେ । ଦୂରଯାତ୍ରାର ସୁଯୋଗ ପାଇବେ । ଘରୋଇ ଜିନିଷ କିଣିବାରେ ପଇସା ଅଧିକ ଖର୍ଚ୍ଚ ହେବ । ସାମାଜିକ ପ୍ରତିଷ୍ଠା, ମାନ-ସମ୍ମାନ ବୃଦ୍ଧି ହେବ । ଅଧିକ ପରିଶ୍ରମ ଯୋଗୁଁ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିବ । ହିତୈଷୀମାନଙ୍କ ପରାମର୍ଶରୁ ପାରିବାରିକ ସମସ୍ୟାର ସମାଧାନ ଘଟିବ । ନିଜର ବୁଦ୍ଧି ଖଟାଇ ଅସମ୍ପୂର୍ଣ୍ଣ କାର୍ଯ୍ୟକୁ ସମ୍ପୂର୍ଣ୍ଣ କରିବାରେ ସମର୍ଥ ହୋଇପାରନ୍ତି । ଶୁଭରଙ୍ଗ: ବାଦାମୀ ।

କର୍କଟ – ଆଜି ଆପଣ ଏମିତିହିଁ ଗପିବା ସମୟରେ ନିଜର ଶବ୍ଦଗୁଡ଼ିକୁ ବୁଝି ବିଚ଼ାରକରି କହିବେ । ଆପଣ କାହାକୁ କ`ଣ କହୁଛନ୍ତି ଏଥି ପ୍ରତି ଧ୍ୟାନ ଦିଅନ୍ତୁ । ଆପଣଙ୍କର ଶବ୍ଦଗୁଡ଼ିକୁ ବୁଲେଇ ଆପଣଙ୍କ ବିରୋଧରେ ବ୍ୟବହାର କରାଯାଇପାରେ । ଆଜି ଆପଣ ଜାଣିପାରିବେ ଯେ ଆପଣ ନିଜ ବନ୍ଧୁମାନଙ୍କୁ ବହୁତ ଭଲପାଆନ୍ତି ଏବଂ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହାନ୍ତି । ଆଜିର ଦିନ ନିଜ ପରିବାର ଲୋକଙ୍କ ସହିତ କଟାଇଲେ ଶୁଭ ହେବ ।ସ୍ଵାସ୍ଥ୍ୟ ଦୃଷ୍ଟିରୁ ଆଜି ଆପଣ ଆନନ୍ଦିତ ରହିବେ। ମିତ୍ର ତଥା ସମ୍ବନ୍ଧିମାନଙ୍କ ସହିତ ବୁଲିବାକୁ ଯିବାକୁ ଯୋଜନା ବନାଇବେ ଏବଂ ଆନନ୍ଦପ୍ରଦ ଯାତ୍ରା ମଧ୍ୟ କରି ପାରିବେ। ସାମାଜିକ ରୂପରେ ସମ୍ମାନ ପ୍ରାପ୍ତି ହେବ। ଭାଗିଦାରୀଙ୍କ ସହିତ ଚର୍ଚ୍ଚା ସକାରାତ୍ମକ ହେବ,ପ୍ରତିକାର– କୁକୁରକୁ ଖାଇବାକୁ ଦିଅନ୍ତୁ।

ସିଂହ- ଆପଣ ଓ ଆପଣଙ୍କ ପରିବାର ଲୋକଙ୍କ ଚ଼ିନ୍ତାଧାରା ନ ମିଶିଲେ ମଧ୍ୟ ଆପଣ ଏହା ଅନୁଭବ କରିବେ ଯେ ଆପଣଙ୍କ ପରିବାରର ଲୋକ ଆପଣଙ୍କ କଥା ବୁଝନ୍ତି । ଆପଣ ମଧ୍ୟ ଏହା ଦେଖାନ୍ତୁ ଯେ ଆପଣ ସେମାନଙ୍କୁ ମଧ୍ୟ ବହୁତ ଭଲ ପାଆନ୍ତି । ଆଜି ଆପଣ ସେମାନଙ୍କ ସାଙ୍ଗରେ ସମୟ କଟାଇବାକୁ ଚ଼ାହିଁବେ ।ନିଜର ବୌଦ୍ଧିକ ଶକ୍ତିରେ ଲେଖନ କାର୍ଯ୍ୟ ଏବଂ ସୃଜନାତ୍ମକ କାର୍ଯ୍ୟ କରିବାରେ ଆଗକୁ ବଢ଼ିବେ। ଆକସ୍ମିକ ଖର୍ଚ୍ଚର ଯୋଗ ଅଛି। ମଧ୍ୟାହ୍ନ ପରେ କାର୍ଯ୍ୟରେ ସଫଳତା ମିଳିବାରୁ ମାନସିକ ରୂପରେ ଆପଣ ପ୍ରସନ୍ନ ରହିବେ। ଆଜି ଯଶ ଏବଂ କୀର୍ତ୍ତି ମଧ୍ୟ ପ୍ରାପ୍ତ ହେବ,ପ୍ରତିକାର– ଅସହାୟକୁ ନିରାଶ କରିବେ ନାହିଁ।ପ୍ରତିକାର– ହଳଦୀଚନ୍ଦନ ମୁଣ୍ଡରେ ଲଗାନ୍ତୁ।

କନ୍ୟା – ଆଜି ଆପଣଙ୍କୁ ନିଜର ପାଖାପଖି କିଛି ଲୋକଙ୍କ ଠାରୁ ସାବଧାନ ରହିବା ଆବଶ୍ୟକ ଅଟେ ,କାରଣ ସେମାନେ ଆପଣଙ୍କ ପ୍ରତିଇର୍ଷାଭାବ ରଖନ୍ତି । ଏଭଳି କଲେ ସବୁ କିଛି ଠିକ୍ ରହିବ । ଅନୈତିକ କାର୍ଯ୍ୟ ଏବଂ ନକାରାତ୍ମକ ବିଚାରୁ ଦୂରରେ ରୁହନ୍ତୁ। ବାଣୀ ଉପରେ ନିୟନ୍ତ୍ରଣ ରଖିବେ। ପରିବାରରେ ମନମାଳିନ୍ୟ ହେବାରୁ ଶାରୀରିକ ଏବଂ ମାନସିକ ଅସୁସ୍ଥତା ହୋଇପାରେ, ଧ୍ୟାନ ରଖିବେ। ମଧ୍ୟାହ୍ନ ପରେ ବିଦେଶରୁ ଭଲ ସମାଚାର ପ୍ରାପ୍ତ ହେବ, ପ୍ରତିକାର– ବେଲକାଠରେ ଚନ୍ଦନ ଘୋରି ଧାରଣ କରନ୍ତୁ , ଆରାଧନା: ମାଆ ଶାରଳା ।

ତୁଳା ରାଶି : ଆଜି ଆପଣଙ୍କ ପରିବାର ସହ ମଧୁର ସଂମ୍ପର୍କ ସ୍ଥାପନ ହେବ , ଆପଣଙ୍କ ଆତ୍ମବିଶ୍ୱାସ ବି ବୃଦ୍ଧି ଦେଖାଦେବ , ମାନସିକ ଚିନ୍ତା ଉପରେ ଅଧିକା ହାବି ହେବାକୁ ଦିଅନ୍ତୁ ନାହିଁ , ବିପରୀତ୍ ପରିସ୍ଥିତିରେ ନିଜ ପକ୍ଷ ରଖିବାପାଇଁ ଅଦଭୁତ କ୍ଷମତାର ପ୍ରୟୋଗ କରନ୍ତୁ , କେଉଁ ମାମଲାରେ ଆପଣ ଚିନ୍ତାରେ ଆସିପାରନ୍ତି , ଯେଉଁ ସ୍ଥିତି ସଫା ନାହିଁ , ତାହାକୁ ନେଇ ଚିନ୍ତା କରିବା ଦରକାର ନାହିଁ , ସବୁ କାର୍ଯ୍ୟରେ ଭରପୁର୍ ପ୍ରୟାସ କରନ୍ତୁ , ସଫଳତା ମିଳିବ , ଆପଣଙ୍କୁ ଯାତ୍ର୍ କରିବାକୁ ପଡିପାରେ ।

ବିଛା ରାଶି : ଆଜି ଆପଣଙ୍କ ଜୀବନଶୈଳୀରେ ପରିବର୍ତ୍ତନ ଦେଖାଦେବ , ପାଠପଢା ଲେଖାରେ କମ୍ ରୁଚି ରହିବା ଦ୍ୱାରା ଛୁଆ ଆପଣଙ୍କୁ ଟିକିଏ ନିରାଶ କରିବେ , ଭାଇ ଭଉଣୀ ସାମାଜିକ ସ୍ଥିତିରେ ଅପ୍ରୟାସିତ ଓ ଅଚାନକ ବୃଦ୍ଧି ହେବ , ଆପଣଙ୍କ ଜୀବନରେ ଆସୁଥିବା ସବୁ ପ୍ରକାରର କଷ୍ଟର ନିବାରଣ ହେବ ,

ଧନୁ ରାଶି : ଆଜି ବିବାହିତ ଲୋକଙ୍କ ପାଇଁ ଦିନ ବଢିଆ ଅଛି , ବେପାର କ୍ଷେତ୍ରରେ ଅଚାନକ ଭାରି ଧନ ଲାଭ ହେବାର ଦ୍ୱାରା ମନ ପ୍ରସନ୍ନ ରହିବ , ଘରେ ଅତିଥିଙ୍କ ଆଗମନ ହେବ , ଦୁରରୁ ଶୁଭ ସମାଚାର୍ର ପ୍ରାପ୍ତ ହେବ , ଆତ୍ମବିଶ୍ୱାସରେ ବୃଦ୍ଧି ହେବ , ସାଂସରିକ କଥା ଭୁଲିକରି ଆଧ୍ୟାତ୍ମିକ ପ୍ରବୃତିରେ ଲୀନ ରହିବେ , ମାନସିକ ଶାନ୍ତି ମିଳିବ , କିନ୍ତୁ କଥାବାର୍ତ୍ତାରେ ସଂୟତ ରଖନ୍ତୁ । ଅଫିସ୍ ରେ କିଛି ଲୋକଙ୍କ କଥା ସୁଚନା ଲୁଚାଇବାରେ ଚେଷ୍ଟା କରିପାରନ୍ତି । ବିଜନେସ୍ ରେ ଲାଭ ହିଁ ହେବ ।

ମକର ରାଶି : ଆଜି ଆପଣ ବଡରୁ ବଡ ସମସ୍ୟା ସମାଧାନ କରିବାପାଇଁ ସକ୍ଷମ ହେବେ , ଆର୍ଥିକ ସଂନ୍ଧର୍ଭ ଅତିତର ପ୍ରୟାସରେ ଏବେ ଫଳ ମିଳିବ । ଆପଣଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସିବ , ନିଜ ଲୋକଙ୍କର ମଧ୍ୟରେ ବିବାଦ ହୋଇପାଏ , କେଉଁ ଖାସ୍ ମାମଲାରେ ଅନୁଭବି ଲୋକଙ୍କର କିଛି ଭଲ ରାୟ ମିଳିବ , କିଛି ବି ବିପଦପୁର୍ଣ୍ଣ କାର୍ଯ୍ୟ କରନ୍ତୁ ନାହିଁ , ଯଦି ଆପଣ ସଙ୍ଗୀତ କ୍ଷେତ୍ରରୁ ଅଛନ୍ତି , ତେବେ ବାଦ୍ୟ ଯନ୍ତ୍ରକୁ ପୁଜା କରନ୍ତୁ ।

କୁମ୍ଭ ରାଶି :ଆଜି ଆପଣଙ୍କ ରାଗ ପାଇଁ କିଛି ବଡ କ୍ଷତି ହୋଇପାରେ,  ସନ୍ତାନର କାରଣରୁ କିଛି ମାନସିକ ଚିନ୍ତା ବୃଦ୍ଧି ହୋଇପାରେ , ସେମିତି ଅଚାନକ ଧନ ଆସିବାର ସଙ୍କେତ ମିଳୁଛି , ମନ ଟିକିଏ ଅସ୍ତିରତା ରହିବ , କେଉଁ ଅଫର ପାଇଁ ତୁରନ୍ତ ଫଇସଲା ନିଅନ୍ତୁ ନାହିଁ , ଆଜି ଧୈର୍ଯ୍ୟ ପୁର୍ବକ କରାଯାଇଥିବା ବିଚାର ବହୁତ ଫଳଦାୟୀ ରହିବ , ବିଦେଶ କାରୋବାରରେ ଯୋଡି ହୋଇଥିବା ଲୋକଙ୍କୁ ଭଲ ଲାଭ ମିଳିବାର ଯୋଗ ରହୁଚି , ଆଜି ନିଜ ସ୍ୱାସ୍ଥ୍ୟକୁ ନେଇ ବାକ୍ୟ ଚତୁରତାରେ ବଡ କାର୍ଯ୍ୟ କରିନେବେ ।

ମୀନ ରାଶି :  ଆଜି ଆପଣଙ୍କ ନିର୍ଣ୍ଣୟ ନେବାର କ୍ଷମତାରେ ବୃଦ୍ଧି ହେବ , କିଛି ଦରକାର କାମକୁ ସାରିବାରେ ପ୍ରୀ ପ୍ଲାନିଙ୍ଗ୍ କରିପାରନ୍ତି । ଯାହା ପାଇଁ ଆପଣଙ୍କୁ ପରିସ୍ଥିତି ଖରାପ ହୋଇପାରେ , ସାବଧାନ ରୁହନ୍ତୁ , ମନରେ କେଉଁ ପ୍ରକାରର କନଫ୍ୟୁଜନ୍ ଆଣିବାକୁ ଦିଅନ୍ତୁ ନାହୀଁ , କଳାର ଛାତ୍ରଙ୍କ ପାଇଁ ଦିନ ଭଲ ରହିବ , ମା ସରସ୍ୱତୀଙ୍କୁ ପୁଜା କରି ସିନ୍ଦୁର ଅର୍ପଣ କରନ୍ତୁ ।

Leave a Reply

Your email address will not be published. Required fields are marked *