ଝଗଡା କରି ରାସ୍ତା ମଝିରେ ପୋଷାକ ବାହାର କରିଦେଲେ ମହିଳା । ଆଉ ତା ପରେ…

ab222

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ରାଗ ଯିଏ କେତେ ବେଳେ ମଣିଷ କୁ କଣ କରିବା ପାଇଁ ବାଧ୍ୟ କରି ଥାଏ ତାହା ଆପଣ ମାନେ ବି କହି ପାରିବେ ନାହିଁ । ଏବଂ ଆଜିର ଦିନର କଥା ଯଦି ଆମେ କହିବା ତେବେ ଏମିତି ବହୁତ ସମୟରେ ରାଗରେ ହତ୍ୟା ବା ଦୁସ୍କର୍ମ କରିବା ପରି ଘଟଣା ଆପଣ ମାନେ ଦେଖିବା ପାଇଁ ପାଇ ଥିବେ । ହେଲେ ଏବେ ଜଣେ ମିହିଳା ରାଗରେ ଯେଉଁ କାର୍ଯ୍ୟ କରିଛନ୍ତି । ଆପଣ ମାନେ ଏଠାରେ ଦେଖିଲେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହେବେ । ଏବଂ ତାଙ୍କର ଏହି ପରି ଗୋଟିଏ କାର୍ନାମା ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବହୁତ ପରିମାଣ ରେ ଭାଇରାଲ ହେବାରେ ଲାଗିଛି ।

ତେବେ ଏଠାରେ ଯଦି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ତ ଏହି ମହିଳା ଜଣଙ୍କ ଟେକ୍ସି ଚାଳକ ଙ୍କ ସହିତ ଝଗଡା କରି କି ରାଜ ରାସ୍ତା ଉପରେ ଏମିତି ନିଜ ଦେହର କପଡା କୁ ବାହାର କରି ଦେଉ ଛନ୍ତି । ତେବେ ଏହି ଘଟଣାର ଭିଡ଼ିଓ ଏବେ ଲୋକ ମାନଙ୍କ ମଧ୍ୟ ରେ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ଏହି ଭାଇରଲ ହେଉ ଥିବା ଭିଡ଼ିଓ ରେ ଦେଖିବା ପାଇଁ ମିଳିଛି କି , ମହିଳା ଜଣଙ୍କ କଳା ରଙ୍ଗର ପୋଷାକ ପିନ୍ଧି କରି ଟେକ୍ସି ଚାଳକ ଙ୍କ ପିଛା କରୁିଛନ୍ତି । ଏବଂ ଟେକ୍ସି ଚାଳକ ଙ୍କୁ ଗାଳି ଦେଇ ଦେଇ ସେ ନିଜର ପୋଷାକ କୁ ଖୋଲି ଦେଉଛନ୍ତି ।

ତେବେ ସେହି ପରି ଭାବେ ଆପଣ ମାନେ ଏହି ଭି଼ିଡିଓ କୁ ତଳେ ଦେଖି ପାରିବେ କି । ସେ କେମିତି ଭାବେ କିଛି ସମୟ ପରେ ତାଙ୍କର ଅନ୍ତ ବସ୍ତ୍ର କୁ ମଧ୍ୟ ଖୋଲିବା ପାଇଁ ପଛାଉ ନାହାଁନ୍ତି । ତେବେ ସେହି ପରି କ୍ଷେତ୍ର ରେ ଆଉ ଜଣେ ଯୁବକ ଜଣଙ୍କ ମହିଳା ଙ୍କ ବସ୍ତ୍ର କୁ ନେଇ ତାଙ୍କୁ ଘୋଡାଇ ଦେଉଛନ୍ତି । ତେବେ ସେହି ପରି କ୍ଷେତ୍ର ରେ ବର୍ତମାନ ସମୟ ରେ ବି ଜଣା ପଡି ନାହିଁ କି ସେ କେଉଁ କାରଣ ପାଇଁ ଏମିତି ନିଜର ବସ୍ତ୍ର କୁ ଖୋଲିବାରେ ଲାଗି ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *