କେବେ ଧଳା ହାତୀ କିମ୍ବା ଧଳା କାଉ ଦେଖିଛ । ଆପଣ ମାନେ ଏହାକୁ ଦେଖିବା ପରେ ଜାଣି ପାରିବେ ସବୁ ।

crow2

ଆପଣ ମାନଙ୍କୁ ଆଣର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଧଳା କାଉ ହଁ ଆଜ୍ଞ୍ୟା ଆପଣ ମାନଙ୍କୁ ଏହି କଥା ଟି ବହୁତ ଆଶ୍ଚର୍ଯ୍ୟ ଲାଗୁ ଥିବ । କିନ୍ତୁ ଏହା ଆପଣ ମାନଙ୍କୁ ଏହି ସବୁ ଫୋଟକୁ ଦେଖିବା ପରେ ପରେ ସତ୍ୟତା ତଥା ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଭାଇରଲ ହେଉ ଥିବା ଭିଡ଼ିଓ କୁ ଦେଖିବା ପରେ ନିଶ୍ଚିତ ଭାବେ ବିସ୍ୱାଶ ହୋଇ ଯିବ । ତେବେ ଆସନ୍ତୁ ଜାଣି ନେବା ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ । ତେବେ ଆପଣ ମାନଙ୍କୁ ଯଦି ପ୍ରଥମେ ଧଳା କାଉର କଥା କହିବୁ ତେବେ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଏମିତି ହିଁ ଗୋଟିଏ ଭିଡ଼ିଓ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଏହି କାଉଟି ମଧ୍ୟ ପ୍ରଦେଶ ର ବଡମାଣୀ ଜିଲ୍ଲା ରେ ଦେଖିବା ପାଇଁ ମିଳିଛି । ଏହା ନର୍ମଦା ନଦୀ ତଟରେ ଏହି କାଉ ଟି ପ୍ରାୟ 4 ଦିନ ହେବେ ଏହି କାଉ ଟି ବସି ରହିଛି । ଏବଂ ଏହି ଧଳା କାଉ କୁ ଦେଖିବା ପାଇଁ ଲୋକ ମାନଙ୍କ ଭିଡ ମଧ୍ୟ ବହୁତ ପରିମାଣ ରେ ଲାଗି ରହିଛି ।

ସେହି ଗାଁ ଲୋକ ମାନଙ୍କ କହିବା ଅନୁସାରେ ଏମିତି ନିଆରା ପକ୍ଷୀ ଆଗରୁ କେବେ ବି ଦେଖିବା ପାଇଁ ମିଳି ନାହିଁ । ଏବଂ ଏହି ପକ୍ଷୀ ଚାରୀ ଦିନ ହେବ ଏକା ବସି ରହିଛି । ଯଦି ଆମେ ଏଠାରେ ପୈରାଣିକ ତଥ୍ୟ କୁ ଜାଣିବା ତେବେ କିହାଯାଏ କି । କାଉ ର ରଙ୍ଗ ପୂର୍ବ ହିଁ ଧଳା ଥିଲା ହେଲେ ଦିନେ ଜଣେ ଋଷି କାଉ କୁ ଅମୃତ ଆଣିବା ପାଇଁ ପଠେଇଲେ ଏବଂ କହିଲେ କି ସେ କେବଳ ଅମୃତ ର ଖବର ଆଣି କରି ହିଁ ଦେବ । ସେହି ପରି ଭାବେ ଦିର୍ଘଦିନ ପରେ କାଉ ଟି ଅମୃତ ଖୋଜି କରି ବାହାର କଲା ପରେ ସେ ଏତେ କଷ୍ଟ କରି ଖୋଜି ଥିବାରୁ ସେହି ଅମୃତ କୁ ତାକୁ ବି ମଧ୍ୟ ପିଇବା ପାଇଁ ଇଚ୍ଛା ହେଲା ।

crow

ତେବେ ସେ ସେହି ଠାରେ ଅମୃତ ରୁ କିଛି ପିଇଦେଲା ପରେ ସେହି ଋଷିଙ୍କୁ ସେ ଖବର ଦେଲା ଏହି କଥା ଜାଣିବା ପରେ ସେହି ଋଷି କାଉ କୁ ଅଭିଷାପ ଦେଲେ କି ତାର ଅପବିତ୍ର ମୁହଁରେ ଅମୃତ ର ସେବନ କରି ତୁ ଅମୃତ କୁ ମଧ୍ୟ ଅପବିତ୍ର କରିଛୁ । ତେବେ ସେ ଅଭିଷାପ ଦେଲେ କି ଆଜିଠୁ ତୋର ରଙ୍ଗ ସଂମ୍ପର୍ଣ୍ଣ ଭାବେ କଳା ହେବ । ଏବଂ ଲୋକ ମାନେ ତତେ ଅଶୁଭ ଭାବି ଘୃଣା ମଧ୍ୟ କରିବେ । ଏହା ଥିଲା ପୈରାଣିକ ତଥ୍ୟ ।ହେଲେ ବୈଜ୍ଞ୍ୟାନିକ ତଥ୍ୟ ଅନୁସାରେ ଦେଖିବା ପାଇଁ ଗଲେ କାଉ ର ଧଳା ରଙ୍ଗ କେବଳ ଆଲବେଜିନମ୍ ଯୋଗୁଁ ହୋଇଛି ଏହା ଖାସ୍ କରି କାଉ ଙ୍କ ମଧ୍ୟ ରେ ଅଧିକ ପରିମାଣ ରେ ଦେଖିବା ପାଇଁ ମିଳେ । ତେବେ ସେମିତି ବହୁତ ସମୟ ରେ ଏହି କାଉ ମାନେ ଧଳା ରଙ୍ଗର ହୋଇ ଜାଇ ଥାନ୍ତି ।

Leave a Reply

Your email address will not be published. Required fields are marked *