ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ କହିବା ପାଇଁ ଚାହିଁବୁ କି । କେଉଁ ପରି ଭାବେ ଗୋଟିଏ ପାନ ପତ୍ର ଆପଣ ମାନଙ୍କ ଭାଗ୍ୟକୁ ବଦଳି ଦେଇ ପାରିବ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଦେଖନ୍ତୁ ଆମେ ମାନେ ସଫଳତା ପାଇବା ପାଇଁ ଜିବନରେ କର୍ମତ ନିଶ୍ଚିତ ଭାବେ କରି ଥାଉ ହେଲେ ବେଳେ ବେଳେ ସେହି କର୍ମ ଅନୁସାରେ ଆମ ମାନଙ୍କୁ ଫଳ ପ୍ରାପ୍ତି ହେବାରେ ବହୁତ ସମୟ ଲାଗି ଥାଏ । ତେବେ ସେହି ସମୟରେ ଆମେ ଯଦି କୈଣସି ବି କାର୍ଯ୍ୟ କୁ ଆଗେଇ ଥାଏ ତେବେ ତାହା ବାଧା ପ୍ରାପ୍ତ ହୋଇ ଥାଏ ।ତେବେ ଏହି ସବୁ ଯଦି ବାଧା ଉପୁଜୁଛି ତେବେ ଏହାକୁ ରୋକିବାରେ ଉପାୟ କଣ କଣ ସବୁ ରହିଛି ଜାଣି ନେବା ।
କାହାର ମଙ୍ଗଳ ପାଇଁ ଯଦି ଆପଣ ମାନେ କୈଣସି କାର୍ଯ୍ୟ କରୁଛନ୍ତି ତେବେ ସେହି କାମ ରେ ବାଧା ଉପୁଜୁ ଥାଏ ତେବେ ଏହି ଉପାୟ ଟି କୁ ଅବଶ୍ୟ କରନ୍ତୁ । ମଙ୍ଗଳ ବାର ଦିନ ବା ଶନିବାର ଦିନ ଗାଧୋଇ ସାରୀ ଗୋଟିଏ ପାନ ପତ୍ର କୁ ନିଅନ୍ତୁ । ତାହାକୁ ହନୁମାନ ଙ୍କ ପାଦ ପାଖରେ ରଖନ୍ତୁ । ଏବଂ ପରେ ନିଜର ମନ ର ଇଚ୍ଛା କୁ ଭଗବାନ ଙ୍କ ପାଖରେ କହି ଦିଅନ୍ତୁ । ତେବେ ଦେଖିବେ ଆପଣ ମାନଙ୍କ ହେଉ ନ ଥିବା କାର୍ଯ୍ୟ ଏବଂ ନିଜ ମନରେ ଥିବା ମନସ୍କାମନା ସଂମ୍ପର୍ଣ୍ଣ ଭାବେ ପୂରଣ ହେବ ।
ଦ୍ୱୀତୀୟ ଉପାୟ ଟି ହେଉଛି ଯେତେ ବେଳେ ଆପଣ ମାନେ ଘର କୁ ପୋଛୁ ଛନ୍ତି । ଆଜିର ସମୟ ରେ ମାଆ ମାନେ ପିନାଇନ୍ ର ବ୍ୟବହାର କରୁଛନ୍ତି ଘୋର କୁ ପୋଛିବା ପାଇଁ ହେଲେ ଆପଣ ମାନେ ଏଥିରେ ପୋଛିଲେ କିଛି ବି ଅସୁବିଧା ନାହିଁ ହେଲେ ମନେ ରଖନ୍ତୁ ଘର ପୋଛୁ ଥିବା ବେଳେ ଆପଣ ମାନେ ସେହି ପାଣି ରେ ଗୋଟିଏ ବା ଦୁଇଟି ନିମ୍ବ ପତ୍ର କୁ ମିଶ୍ରଣ କରନ୍ତୁ । ଏବଂ ଆଉ ଗୋଟିଏ କଥା ମନେ ରଖନ୍ତୁ କି ଦିନ ର 12 ଟା ପରେ କେବେ ବି ଘର କୁ ପୋଛିବେ ନାହିଁ । ଏବଂ ଗୁରୁବାର ଦିନ କେବେ ବି ଘର କୁ ପୋଛା ପୋଛି କରନ୍ତୁ ନାହିଁ । ପୂର୍ବ ଦିନ ରାତ୍ରୀ ରୁ ହିଁ ଯେଉଁ ପରି ଭାବେ ଘର ର ପୋଛା କାମ ସରି ଥିବ ତେବେ ଏହି କାର୍ଯ୍ୟ କରିବେ । ତେବେ ଦେଖିବେ ଆପଣ ମାନେ ନିଶ୍ଚିତ ଭାବେ ଏହି ସବୁ ସମସ୍ୟା ରୁ ଦୂର ରେ ରହିବେ ।