ଏହି ୫ଟି ରାଶିର ଲୋକ ନିଜ ହାତରେ ବାନ୍ଧିଦିଅନ୍ତୁ ଲାଲ୍ ସୁତା, ସବୁ ଜିନିଷ ରହିବ ଆପଣଙ୍କ ପାଦ ତଳେ ।

lal-suta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ କିଛି ଏମିତି ଉପାୟ ମାନ ବିଷୟରେ କହିବା ପାଇଁ ଜାଉଛୁ , ଜାହାକୁ କରିବା ଦ୍ୱାରା ଆପଣ ମାନଙ୍କ ବନ୍ଦ ଭାଗ୍ୟର ତାଲା ଆପଣ ମାନେ ବହୁତ ସହଜରେ ଖୋଲି ପାରିବେ । ତେବେ ଆସନ୍ତୁ ସେହି ଉପାୟ ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଆପଣ ମାନଙ୍କ ଘରେ ତ ସବୁ ସମୟରେ ଲାଲ୍ ସୁତା ରହି ଥିବ । ଯଦି୍ ନାହିଁ ତେବେ ବଜାରରେ ଆପଣ ମାନଙ୍କୁ ସହଜରେ ମିଳି ଯିବ । ତେବେ ଆମେ ଆପଣଙ୍କୁ ଏହି ଲାଲ୍ ସୂତର ଏକ ଉପାୟ ବିଷୟରେ କହିବା ପାଇଁ ଚାହିଁବୁ । ଯାହାକୁ କରିବା ପରେ ଏହି ରାଶିର ବ୍ୟକ୍ତି ମାନଙ୍କ ପାଦ ତଳେ ସବୁ କିଛି ରହିବ । ତେବେ ଆସନ୍ତୁ ଆମେ ସେହି ପାଞ୍ଚଟି ରାଶି ମାନଙ୍କ ବିଷୟ ରେ ଜାଣି ନେବା ।

ଏହି ଉପୟ କୁ ସେହି ମାନେ ବି କରି ପାରିବେ ଯେଉଁ ମାନଙ୍କ ଜାତକରେ ସନି ରାହୁଙ୍କର ଦଶା ଚାଲି ଥିବ । ତେବେ ଆସନ୍ତୁ ଆମେ ଏହି ସବୁ ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଏହି ଉପାୟ କୁ କରିବା ପାଇଁ କୈଣସି ବି ଶନିବାର କୁ ସକାଳୁ ଉଠି କରି ସ୍ନାନ କରି ତିନି ବା ପାଞ୍ଚ ଥର ଗୁରେଇ ହୋଇ ପାରି୍ବ ସେତିକି ମାତ୍ରାରେ ସୂତା ନିଅନ୍ତୁ । ଏବଂ ଏହା ପରେ ନିଜର ଇଷ୍ଟ ଦିଗ ମାନେ ପୂର୍ବ କୁ ମୁହଁ କରି ବସି ଜାଆନ୍ତୁ , ଏବଂ ପରେ ଭଗବାନ ହନୁମାନଙ୍କୁ ସ୍ମରଣ କରି ଆପଣ ମାନଙ୍କୁ ଏହି ସୂତାକୁ ବାନ୍ଧି ଦେବାର ରହିଛି । ଏବଂ ଏହା ସହିତ ଓଁ ହନୁ ହନୁ ମନ୍ତାୟଃ ମନରେ ଜପ କରନ୍ତୁ । ଏହି ମନ୍ତ୍ର ଆପଣ ମାନଙ୍କ ଧାଗା  ବା ଶୁତା କୁ ଅଭିମନ୍ତ୍ରୀତ କରି ଦେବ । ଏବଂ ଏହି ସୂତା ଆପଣ ମାନଙ୍କର ସବୁ ବେଳେ ରକ୍ଷା କବଚ ପରି ରକ୍ଷା କରିବ ।ଏହା କୁ ଜପ କରିବା ପରେ ପରେ ମହିଳା ମାନେ ବାମ ହାତରେ ଏବଂ ପୁରୁଷ ମାନେ ଡାହାଣ ହାତରେ ବାନ୍ଧି ଦିଅନ୍ତୁ ।

ଏହି ସୂତା ପୁରୁଣା ହେବା ପରେ ଆପଣ ମାନେ କୈଣସି ବି ଶନିବାର ଦିନ ଏମିତି ହିଁ ଉପାୟ ରେ ଧାଗା କୁ ମନ୍ତ୍ରାଇ ପାରିବେ । ତେବେ ଦେଖିବେ ଆପଣ ମାନେ ନିଶ୍ଚିତ ଭାବେ ସଫଳ ହେବେ । ତେବେ ଏହି ସବୁ ଆମେ ଯେଉଁ ରାଶି ମାନଙ୍କ ବିଷୟ ରେ କହୁଛୁ । ସେମାନେ ମେଷ ରାଶି ,ସିହଂ ରାଶି ,କନ୍ୟା ରାଶି । କର୍କଟ ରାଶି ଏବଂ ମିଥୁନ ରାଶି ର ବ୍ୟକ୍ତି ମାନଙ୍କୁ ଏହି ଲାଲ୍ ସୂତା ରୁ ଅତ୍ୟନ୍ତ ପରିମାଣ ରେ ଲାଭ ମିଳିବ ।

Leave a Reply

Your email address will not be published. Required fields are marked *