ବୁଲେଟ ପ୍ରୁଫ ଏବଂ ରେପ୍ ରୋକିବ ଚଡ଼ି ଲଞ୍ଚ ହେଲା ଭାରତରେ ..ଦାମ ମାତ୍ର ଏତିକି….।

bullet-proof

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ଦିନରେ ଆପଣ ମାନେ ଦେଖିବା ପାଇଁ ପାଇ ଥିବେ କି ବହୁତ ସମୟରେ ନାରୀ ମାନଙ୍କୁ ଅତ୍ୟାଚାର ଏବଂ ରେପ୍ ଭଳି ଦୁସ୍କର୍ମ କରିବା ଗୋଟିଏ ସାଧାରଣ କଥା ଯେପରି ହୋଇ ଗଲାଣୀ । ଭାରତରେ ଆପଣ ମାନେ ନିଶ୍ଚିତ ଭାବେ ପେପର ମାଧ୍ୟମରେ ଏହାର ସୂଚନା ନିଜ ପାଖରେ ପାଇ ପାରୁଥିବେ । ଏହି ଦିନରେ ଏମିତି ସବୁ ଘଟଣାକୁ ଧ୍ୟନରେ ରଖି ଏବେ ବୁଲେଟ ପ୍ରୁଫ ଏବଂ ରେପ୍ ପ୍ରୁଫ୍ ଅଣ୍ଡର ୱିଆର୍ ଆସିଛି ଭାରତକୁ ଆପଣ ମାନେ ଏହା କୁ ଦେଖିବା ପରେ ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ ହୋଇ ଯିବେ । ଏହି ଅଣ୍ଡର ୱିଆର୍ ଖାସିୟତ୍ ଏହାକି ଏଥିରେ ଜିପିଏସ୍ ଭିଡ଼ିଓ ରେକର୍ଡ ଭଲି ସୁବିଧା ଆପଣ ମାନେ ପାଇ ପାରିବେ । ତେବେ କିଏ ତିଆରି କରିଛନ୍ତି ଏହି ଅଣ୍ଡର ୱିଆର୍ ଏବଂ ଏହାର ଦାମ୍ ଇଣ୍ଡିଆ ମାର୍କେଟ ରେ କେତେ ଦାମ୍ ରହିବ ସେହି ବି୍ଷୟ ରେ ଆସନ୍ତୁ ଜାଣି ନେବା ।

ଆଜିର ସମୟରେ ଘଟୁ ଥିବା ଲଜ୍ୟ ଜନକ ଘଟଣା କୁ ଦେଖିବା ପରେ ଉତ୍ତର ପ୍ରେଦେଶର ଏକ ଯୁବତୀ ଏହି ଦିନରେ ଏହି ଅଣ୍ଡର ୱିଆର୍ ଙ୍କୁ ତିଆରି କରିଛନ୍ତି । ଏହି ଯୁବତୀଙ୍କ ନାମ ସିନୁ କୁମାରୀ ସେ ଏହି ଥିରେ ଏକ ଲକ୍ ରଖିବା ସହିତ ଜିପିଏସ୍ ଏବଂ ଭିଡ଼ିଓ ରେକର୍ଡ ର ସିଷ୍ଟମ୍ ରଖିଛନ୍ତି । ଫରୁଖା ବାଦ୍ ଠାରେ ରହୁ ଥିବା ଏହି ଯୁବତୀ ଏପରି ଏକ ଭିନ୍ନ ଧରଣର କାର୍ଯ୍ୟ କରି ଦେଖେଇବା ପରେ ଲୋକ ମାନେ ଆଶ୍ଚର୍ଯ୍ୟ ହୋଇ ଛନ୍ତି । ସେ ଆଜିର ସମୟରେ ବଢୁ ଥିବା ଅପରାଧ କୁ ରୋକିବା ପାଇଁ ଏପରି ଗୋଟିଏ ଅଣ୍ଡର ୱିଆର୍ ର କୁ ପ୍ରସ୍ତୁତ କରିଛନ୍ତି  ବୋଲି କହିଛନ୍ତି । ଏବଂ ଜାହା ସେ ରେପ୍ ପ୍ରୁଫ୍ ବୋଲି କହିଛନ୍ତି ।

ଏହା ସହିତ ସେ ଏହି ବିଷୟ ରେ କହିଛନ୍ତି କି , ଏହା ବୁଲେଟ ପ୍ରୁଫ୍ ହୋଇ ଥିବା ବେଳେ ଏହାକୁ କାଟିବା ବା ଛିଣ୍ଡେଇ ହେବ ନାହିଁ । ଏଥି୍ରେ ଲାଗି ଥିବା ଜିପିଏସ୍ ମହିଳା ଙ୍କ ଲୋକେସନ୍ କୁ ନିଜର ପରିବାର ଲୋକ ମାନଙ୍କ ପାଖକୁ ପଠାଇବ । ଏଥିରେ ଲାଗି ଥିବା ଭିଡ଼ିଓ ରେକର୍ଡର ଆକ୍ରମଣ କାରୀ ଙ୍କ କାର୍ଯ୍ୟ କୁ ରେକର୍ଡ କରିବ । ତେବେ ଏହି କାର୍ଯ୍ୟ ଉପରେ ଆଗାମୀ ସମୟ ରେ ଏହା ଉପରେ ସେ ବୁହୁତ ପ୍ରକାରର ସିକୁରିଟି କାର୍ଯ୍ୟ କରବେ ଯେଉଁ ଥି୍ରେ ଏହାର ପାସୱାର୍ଡ ବହୁତ ଷ୍ଟ୍ରଙ୍ଗ ହେବ । ଏବଂ ଏହା ବିନା ପାସୱାର୍ଡ ରେ ଖୋଲି ହେବ ନାହିଁ । ଏହାର ଦାମ୍ ରହିଛି 4 ହଜାର୍ 300 ଶହ ଟଙ୍କା । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *