ଏହି ସମୟରେ ( ଗାଧୋଇଲେ ) – ଆପଣ ଖୁବଶୀଘ୍ର ହୋଇଜିବେ ଭିକାରୀ । ନିଶ୍ଚୟ ପଢନ୍ତୁ

gadhaiba

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆଜି ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ କି । କେଉଁ ସମୟରେ ସ୍ନାନ କରିଲେ ଆପଣ ମାନେ ଜିବନ ରେ କେବେ ବି ଧନୀ ହୋଇ ପାରିବେ ନାହିଁ । ଆଜିର ଦିନରେ ସମୟ ବଦଳିବା ସହିତ ଲୋକ ମାନେ ସକାଳୁ ଉଠିବାର ବି ଅଭ୍ୟାସ କୁ ବି ବଦଳିବାରେ ଲାଗିଛନ୍ତି । ସେହି ପରି କ୍ଷେତ୍ରରେ ଆମ ମାନଙ୍କୁ ସ୍ନାନ କରିବାରେ ବହୁତ ପରିମାଣ ରେ ଡେରୀ ହୋଇ ଥାଏ । କିନ୍ତୁ ଶାସ୍ତ୍ର ଅନୁସାରେ ଯଦି ଆପଣ ମାନେ ବହୁତ ଶିଘ୍ର ସ୍ନାନ କରୁଛନ୍ତି । ଆପଣ ମାନଙ୍କ ଉପରେ ଧନର ଦେବୀ ମାତା ଲକ୍ଷ୍ମୀ ବହୁତ ପରିମାଣ ରେ ପ୍ରଶନ୍ନ ରହିବେ । ତଥା ଏହା ବ୍ୟତିତ ଆପଣ ମାନଙ୍କୁ ବ୍ୟପାର ବାଣିଜ୍ୟ ରେ ଉନ୍ନତି ଏବଂ ଅନେକ କ୍ଷେତ୍ରରେ ଆପଣ ମାନଙ୍କୁ ସଫଳତା ମିଳିବ । ସେହି ପରି ଭାବେ ଶାସ୍ତ୍ର ରେ ସ୍ନାନ କରିବାର ସଠିକ୍ ସମୟ ମଧ୍ୟ କୁହା ଜାଇଛି । ତେବେ ଆସନ୍ତୁ ସ୍ନାନ କରିବାର ସଠିକ୍ ସମୟ ବିଷୟ ରେ ।

ବ୍ରହ୍ମ ସ୍ନାନ ।
ଶାସ୍ତ୍ର ଅନୁସାରେ କୁହା ଜାଇଛି କି ଯେଉଁ ଲୋକ ମାନେ ସକାଳେ ଭୋର ସମୟ ରେ 4 ରୁ 5 ଟା ମଧ୍ୟ ରେ ଭଗବାନ ଙ୍କ ନାମ ନେଇ ସ୍ନାନ କରି ଥାନ୍ତି । ଏହାକୁ ବ୍ରହ୍ମ ସ୍ନାନ ବୋଲି କୁହା ଜାଇ ଥାଏ । ଏବଂ ଏହି ସ୍ନାନ କରିବା ଦ୍ୱାରା । ଜିବନ ରେ ଅନେକ ସୁଖ ଆମ ମାନଙ୍କୁ ପ୍ରାପ୍ତି ହୋଇ ଥାଏ । ଏହି ଲୋକ ଟି ଜିବନ ରେ କେବେ ବି ଦୁଖଃ ରେ ରହି ନ ଥାଏ ।

ଦେବ ସ୍ନାନ ।
ଶାସ୍ତ୍ର ଅନୁସାରେ କୁହା ଜାଇଛି କି ସୂର୍ଯ୍ୟ ଉଦୟ ପରେ ସ୍ନାନ କରିଲେ ତାହାକୁ ଦେବ ସ୍ନାନ ବୋଲି କୁହା ଯାଏ । ଏବଂ ଯଦି ଆପଣ ମାନେ ଏହି ସ୍ନାନ କରୁ ଥାନ୍ତି । ତେବେ ଜିବନ ରେ ଆସୁ ଥିବା ସମସ୍ତ ଅସୁବିଧା ଦୂର ହୋଇ ଥାଏ । ଏବଂ ସବୁ ଠାରେ ଆପଣ ମାନେ ଜିତି ଥାନ୍ତି । ଏବଂ ଘରେ ସୁଖ ଶାନ୍ତ ର ବାତାବରଣ ଲାଗି ଥାଏ ।

ଯୋଗୀ ସ୍ନାନ ।
ଏମିତି କୁହା ଯାଏ କୁ ଯୋଗ ମାଧ୍ୟମ ରେ ନିଜର ଇଷ୍ଟ ଦେବ କୁ ସ୍ମରଣ କରି ଯଦି କେହି ସ୍ନାନ କରି ଥାନ୍ତି । ତେବେ ତାହାକୁ ଯୋଗୀ ସ୍ନାନ ବୋଲି କହିବୁ । ଏହା କରିବା ତିର୍ଥ ଯାତ୍ରା କରିବା ଭଳି ସମାନ ବୋଲି ଜଣା ଯାଏ । ଆପଣ ମାନଙ୍କୁ ଏଥିରେ ବହୁତ ପ୍ରକାରର ପୂର୍ଣ୍ୟ ମିଳି ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *