ଦେଖନ୍ତୁ ଭିଡିଓ : ହେଲା ଚମତ୍କାର । ପାଣି ପିଉଛି ତୁଳସୀ ଗଛ ….। ଭକ୍ତିରେ ଗୋଟିଏ ସେୟାର କରି ଦିଅନ୍ତୁ

tulasi-tree

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ତେବେ ଆପଣ ମାନେ ଏହାକୁ ଅଲୈକିକ କୁହନ୍ତୁ ବା ଚମତ୍କାର କୁହନ୍ତୁ । ହେଲେ ଗତ କାର୍ତ୍ତିକ ମାସରେ ଏମିତି ଗୋଟିଏ ଭିଡ଼ିଓ ବହୁତ ପରିମାଣରେ ଭାଇରଲ ହେବାରେ ଲାଗିଛି ଜାହା ଦେଖିବା ପରେ ଆପଣ ମାନଙ୍କୁ ବି ବିସ୍ୱାସ ହେବ ନାହିଁ । ତେବେ ଆପଣ ମାନଙ୍କୁ କହିବୁ କି ଏଠାରେ ମାଆ ତୁଳସୀ ଙ୍କର ଏକ ଅଦ୍ଭୁତ ଭିଡ଼ିଓ ଦେଖିବା ପାଇଁ ମିଳିଛି । ଏବଂ ଏଠାରେ ଆପଣ ମାନେ ଏହି ଭିଡ଼ି୍ଓ କୁ ନ ଦେଖିଲେ ମଧ୍ୟ ବିସ୍ୱାସ କରି ପାରିବେ ନାହିଁ କି କେଉଁ ପରି ଭାବେ ଗୋଟିଏ ତୁଳସୀ ଗଛ ଟି ବୁଡି ବୁଡି ପାଣି ପିଇବାରେ ଲାଗିଛି । ହଁ ଆଜ୍ଞ୍ୟା ଆପଣ ମାନଙ୍କୁ କଥା ଟି ସଂମ୍ପର୍ଣ୍ଣ ଭାବେ ଆଶ୍ଚର୍ଯ୍ୟ ଲାଗୁ ଥାଇ ପାରେ ହେଲେ ଏହା ସଂମ୍ପର୍ଣ୍ଣ ଭାବେ ସତ୍ୟ ଘଟଣା ଅଟେ ।

ତେବେ ଏହା କେମିତି ଭାବେ ସମ୍ଭବ ହେଲା ଆସନ୍ତୁ ଜାଣି ନେବା । ଆପଣ ମାନେ ଏହା ପୂର୍ବ ଭଗବାନ ଙ୍କ ମୃତି କ୍ଷୀର ପିଉ ଥିବାର ଏବଂ ନିମ୍ବ ଗଛ ରୁ କ୍ଷୀର ବାହାରୁ ଥିବାର ଏମିତି ବହୁତ ଘଟଣା ମାନ ଦେଖିବା ପାଇଁ ପାଇ ଥିବେ । ହେଲେ ଏହି ଘଟଣା ରେ ଦେଖିବା ପାଇଁ ମିଳିଛି କି ଗୋଟିଏ ବ୍ୟକ୍ତି ଜଣଙ୍କ ତୁଳସୀ ଗଛ ମୂଳେ ଦୀପ ଟିଏ ଜାଳିବା ସହିତ ଗୋଟିଏ ଗ୍ଲାସ୍ ପାଣି କୁ ତୁଳସୀ ଗଛ ର ପତ୍ର ପାଖରେ ଦେଖାଉଛନ୍ତି । ତେବେ ପରେ ପରେ ହଠାତ୍ ମାତ୍ରେ ସେହି ତୁଳସୀ ଗଛ ର ପତ୍ର ଟି ଗ୍ଲାସ୍ ମଧ୍ୟ କୁ ପସି ଜାଉଛି । ଏବଂ ଏଠାରେ ଲାଗୁଛି କି । ତୁଳସୀ ଗଛ ଟି ଯେପରି ପାଣି ପିଉ ଥିବାର ।

ପ୍ରଥମେ ଭିଡିଓ ଦେଖି ନିଅନ୍ତୁ : 

ତେବେ ଏହା କିପରି ସମ୍ଭବ ହେଲା ଏହାର ରହସ୍ୟ ବର୍ତମାନ ସୁଧା ସାମ୍ନା କୁ ଆସି ନାହିଁ । ହେଲେ ଆପଣ ମାନଙ୍କୁ କହିବୁ କି । ବର୍ତମାନ ସମୟ ରେ ବି ଏହା ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ଆପଣ ମାନେ ଯଦି ଏହି ଭିଡ଼ିଓ କୁ ଦେଖିବା ପାଇଁ ଚାହାଁନ୍ତି । ତେବେ ଉପରେ ଦେଖି ପାରିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *