କୈଣସି ବରଦାନ ଠାରୁ କମ୍ ନୁହେଁ ଏହି ଗଛ କେବେ ଦେଖିଲେ ତୁରନ୍ତ ଘରକୁ ନେଇ ଆସନ୍ତୁ ।

gachhha

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଏହି କଥାତ ଆପଣ ମାନେ ନିଶ୍ଚିଚ ଭାବେ ଜାଣି ଥିବେ କି ପୃଥିବୀ ର ବାତାବରଣ ଧିରେ ଧିରେ ବିଗିଡିବାରେ ଲାଗିଛି । ଆଜିର ଦିନରେ ଯେଉଁ ପରି ଭାବେ ପ୍ରଦ୍ୟୁଷଣ ହେବାରେ ଲାଗିଛି ତେବେ ସେମିତି ବେଳେ ଏହି ବାତା ବରଣ ରେ ବହୁତ କିଛି ବୃକ୍ଷ ଏବଂ ପଶୁ ପକ୍ଷୀ ମାନେ ବି ଲୋପ୍ ପାଇ ଜାଉ ଥିବାର ଆପଣ ମାନେ ଦେଖିବା ପାଇଁ ପାଉ ଥିବେ । ସେମିତି ରେ ମନୁଷ୍ୟ ଯଦି ଆଉ କିଛି ବର୍ଷ ମଧ୍ୟରେ ଏହି ସବୁ ଉପରେ ପଦକ୍ଷେପ ନେବ ନାହିଁ । ତେବେ ସେହି ପରି ବେଳେ ନିଶ୍ଚିତ ଭାବେ ଏହି ପୃଥିବୀର ବିନାସ୍ ସୁନିଶ୍ଚିତ ଅଟେ । ଏମିତିରେ ଆମେ ଆଜି ଆପଣ ମାନଙ୍କୁ ଗୋଟିଏ ଘାସ ବିଷୟରେ କହିବା ପାଇଁ ଆସିଛୁ । ଯାହା ବର୍ତମାନ ସମୟରେ ଲୁପ୍ତ ହେବାର ଶେଷ ପର୍ଯ୍ୟାୟ ରେ ରହିଛି । ଏବଂ ଏହା ସହିତ ଆମେ ଆଜି ଆପଣ ମାନଙ୍କୁ ସେହି ଘାଶର ଉପକାରୀତା ବିଷୟ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ଏହି ଘାସ ବା ଏହି ଗଛ କୁ ଆମେ ମାନେ ସାଧାରଣ ଭାବେ 10 ଟା ଫୁଲ ଭାବେ ଜାଣି ଥାନ୍ତି । ଏଥିରେ ଆପଣ ମାନେ ନିଶ୍ଚିତ ଭାବେ ଚକିତ ହୋଇ ଜାଉ ଥିବେ କି ଏମିତି ବି ଗୋଟିୁଏ ଘାସ ରହିଛି ବୋଲି । ଏହି ଗଛର ଏମିତି ନାମ ହେବା ପଛରେ କାରଣ ହେଲା ଏହି ଗଛରେ ହେଉ ଥିବା ଫୁଲ ଗୁଡିଏ କେବଳ 9 ଟା ରୁ 10 ମଧ୍ୟ ରେ ହିଁ ଫୁଟି ଥାଏ । କେବଳ ସେହିଥି ପାଇଁ ଏହି ଘାସ ର ନାମ ଏମିତି । ତେବେ ଯଦି ଏହି ଘାସ ର ଉପକାରୀତା ବିଷୟରେ ଆପଣଙ୍କୁ କହିବୁ । ତେବେ ଏହି ଗଛ ରେ ହେଉ ଥିବା ଫୁଲ ର ବହୁତ ପରିମାଣ ରେ ଭିଟାବିନ୍ ଡି ପାଇ ଥାନ୍ତି । ସେହି ପରି ବେଳେ ଯଦି ଆପଣ ମାନେ କୁଣ୍ଡିଆ ରୋଗ ଦ୍ୱାରା ବହୁତ ଅସୁବିଧା ରେ ରହି ଥାନ୍ତି । ତେବେ ଏହି ଗଛ ର ବ୍ୟବହାର କରନ୍ତୁ ।

ତେବେ ଦେଖିବେ ନିଶ୍ଚିତ ଭାବେ ଆପଣ ମାନେ ଏହାର ଉପକାରୀତା ପାଇବେ । ଏହି ଗଛ ର ଆଜିର ଦିନ ରେ ଏତେ ପରିମାଣ ରେ ଉଫାକରୀତା ରହି ଥିବା ବେଳେ ହେଲେ ଦୁଖଃ ର କଥା କି ଆଜି୍ର ଦିନ ରେ ଏହା ସବୁ ସ୍ଥାନ ରେ ଦେଖିବା ପାଇଁ ମିଳେ ନାହିଁ । ତେବେ ଯଦି ଆପଣ ମାନଙ୍କୁ କେବେ ଏହି ଘାସ ଦେଖା ଦିଏ ତେବେ ନିଶ୍ଚିତ ଭାବେ ଏହାକୁ ଘରକୁ ଆଣି ଲଗାନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *