ନିଜର ପତିଙ୍କୁ ଆକର୍ଶିତ କରିବା ପାଇଁ ପୁରୁଣା ଯୁଗରେ ମହିଳା ମାନେ ବ୍ୟବହାର କରୁ ଥିଲେ ଏହି ଉପାୟ ।

costmatic

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରିୁଛୁ । ଯେକୈଣସି ବି ମହିଳା ନିଜର ପତିକୁ ଖୁସି କରିବା ପାଇଁ କିଛି ବି କରି ପାରନ୍ତି । ତେବେ ସେହି ପରି କ୍ଷେତ୍ରେ ଆମେ ଆଜି ଆପଣ ମାନଙ୍କୁ ପୁରୁଣା ଜମାନାରେ କରା ଜାଉ ଥିବା ଉପାୟ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ସେମିତିରେ ଯଦି ମହିଳା ମାନଙ୍କ କଥା କହିବା । ବିବାହର କିଛି ଦିନ ପରେ ସେମାନେ ଚାହାଁନ୍ତି , ସେମାନ ପତି କେମିତି ସେମାନଙ୍କୁ ଆହୁରୀ ବି ଅଧିକ ଭାବେ ପ୍ରେମ କରୁ ତେବେ ସେହି ପରି କ୍ଷେତ୍ରରେ ସେମାନେ ଏହି ପରି ଉପାୟ ମାନଙ୍କୁ ବ୍ୟବହାର କରୁ ଥିଲେ । ଆଜିର ସମୟ ଯଦି ଆମେ କଥା କହିବା ତେବେ ଆଜି୍ର ଦିନରେ ମହିଳା ମାନେ ନିଜକୁ ସୁନ୍ଦର ଦେଖାଇବା ପାଇଁ କସ୍ମେଟିକ୍ସ ର ବ୍ୟବହାର କରୁଛନ୍ତି । ହେଲେ ସେହି ପରି ବେଳ ସେହି ସମୟ ରେ ମହିଳା ମାନେ କେଉଁ ପରି ଭାବେ ନିଜକୁ ସଜାଇବା ପାଇଁ କେଉଁ କେଉଁ କସ୍ମେଟିକ୍ସ ର ବ୍ୟବହାର କରୁ ଥିଲେ ଆସନ୍ତୁ ଜାଣି ନେବା ।

1. ବିୟର ଫେସପ୍ୟକ୍ । ପୁରୁଣା ଯୁଗରେ ମହିଳା ମାନେ ନିଜକୁ ସୁନ୍ଦର ବନେଇବା ପାଇଁ ଦୁଧର ପାଉଡର ସହିତ ଅଣ୍ଡା କୁ ମିଷେଇ କରି ସେମାନେ ସେହି ଥିରେ ଲେମ୍ବୁ ର ରସ କୁ ଦେଇ ମୁହଁ ରେ ସଂମ୍ପର୍ଣ୍ଣ ଭାବେ ଲେପନ କରୁ ଥିଲେ ସେହି ଥିରେ ସେମାନଙ୍କ ଚେହେରା ସଂମ୍ପର୍ଣ୍ଣ ଭାବେ ଚମକ ଦେଉ ଥିଲା । ଏବଂ ଏହା ପ୍ରତ୍ୟେକ ରାଣୀ ମାନଙ୍କ ଭଲ କସ୍ମେଟିକ୍ସ ମଧ୍ୟ ରୁ ଗୋଟିଏ ଅଟେ ।

2. ଗୁଲାବ୍ ଜଲ୍ । ରାଣୀ ମାନେ ସେହି ସମୟ ରେ ନିଜର ଗାଧୋଇବା ପାଣି ରେ ଗୋଲାପ ର ଫୁଲ କୁ ବ୍ୟବହାର କରୁ ଥିଲେ । ସେହି ଥିଲେ ଯେଉଁ ଥିରେ ସେମାନଙ୍କ ଶରୀର ସଂମ୍ପର୍ଣ୍ଣ ଭାବେ ମନମୁଗ୍ଧ ଭାବେ ବାସ୍ନା ହେଉ ଥିଲା । ଏବଂ ପରେ ସେମାମନଙ୍କ ପତୀ ସେମାନଙ୍କ ଆଡକୁ ଆକର୍ଶିତ ହେଉ ଥିଲେ ।

3. ଯଅ ତୀଳ ରେ ତେଲ । ଆଜିର ସମୟ ରେ ମହିଳା ମାନଙ୍କୁ କେଶ କୁ ନେଇ ବହୁତ ପ୍ରକାରର ରୋଗ ଦେଖିବା ପାଇଁ ମିଳୁ ଥିବା ବେଳେ ସେହି ସମୟ ରେ ରାଣୀ ମାନେ ନିଜ କେଶ ରେ ଯଅ ତୀଳ ର ତେଲ କୁ ବ୍ୟବହାର କରିବା ପାଇଁ ବହୁତ ପରିମାଣ ରେ ପସନ୍ଦଗ କରୁ ଥିଲେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *