କାହିଁକି କିନ୍ନର ମାନଙ୍କୁ ରାତିରେ ହିଁ କରା ଜାଇଥାଏ ଅନ୍ତିମ ସଂସ୍କାର …..। କାରଣ ଅତିବ ବିଚିତ୍ର

cremation-of

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମ ମାନଙ୍କ ସମାଜରେ ସ୍ତ୍ରୀ ଏବଂ ପୁରୁଷଙ୍କ ବ୍ୟତିତ କିନ୍ନର ମାନଙ୍କ ସ୍ଥାନ ରହିଛି ଆପଣ ମାନେ ଏହି ବିଷୟରେ ନିଶ୍ଚିତ ଭାବେ ଜାଣି ଥିବେ । ଏବଂ ସେମାନେ ଆମ ମାନଙ୍କ ସାଧାରଣ ଜିବନ ଅପେକ୍ଷା ବହୁତ ହିଁ ଅଲଗା ପ୍ରକାରର ଜିବନ ବିତେଇ ଥାନ୍ତି । ତେବେ ସେମିତି ବେଳେ ଏହି କିନ୍ନର ମାନଙ୍କ ବିଷୟରେ ଏମିତି କିଛି ରହସ୍ୟ ରହିଛି ଜାହା ବିଷୟରେ ଲୋକ ମାନେ ଅନ୍ୟ ସହିତ କେବେ ବି ଖୋଲି କରି କଥା ହୁଅନ୍ତି ନାହିଁ । କେବେ ଆପଣ ମାନେ ଭାବିଛନ୍ତି କି , ଗୋଟିଏ କିନ୍ନରର ମୃତ୍ୟୁ ପରେ ପରେ ତାର ଅନ୍ତିମ ସଂସ୍କାର କେମିତି ଭାବେ କରା ଜାଇ ଥାଏ । ଯଦି ନାହିଁ , ତେବେ ଆମେ ଆପଣ ମାନଙ୍କୁ ସେହି ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଏବଂ କହିବୁ କି କେମିତି ଭାବେ ସେମାନଙ୍କ ସଂସ୍କାର କରା ଯାଏ ।

ସବୁଠୁ ପ୍ରଥମେ ଆପଣ ମାନଙ୍କୁ କହି ରଖୁଛୁ କି ସେମାନଙ୍କ ମୃତ୍ୟୁ ପରେ ପରେ ସେମାନଙ୍କ ଅନ୍ତିମ ସଂସ୍କାର ବହୁତ ହିଁ ଗୁପ୍ତ ରୂପେ କରା ଯାଏ । ଏବଂ ଗୋଟିଏ କିନ୍ନର ମରିବା ପରେ କେବେ ବି ତାଙ୍କୁ କୈଣସି ଅନ୍ୟ କିନ୍ନର ଭାବେ ଦେଖା ଯାଏ ନାହିଁ ବରଂ ନିଜ ମଧ୍ୟ ଦେଖନ୍ତି । ଏବଂ ସେମାନେ ବହୁତ ସମୟ ରେ ହିନ୍ଦୁ ଧର୍ମ କୁ ହିଁ ମାନ୍ୟତା ଦିଅନ୍ତି । ସେହି ପରି ଭାବେ ଅନ୍ୟ ଏକ ସୂଚନା ଅନୁସାରେ ସେମାନଙ୍କୁ କେବେ ବି ପୋଡା ଜାଇ ନ ଥାଏ । ଏବଂ ସେମାନଙ୍କୁ ସବୁ ବେଳେ ମାଟି ତଳେ ପୋତା ଜାଇ ଥାଏ । ସେବି ପୁଣି ଗୁପ୍ତ ରୂପେ । ସେହି ପରି ଭାବେ ସେହି ଠାରେ ରହି ଥିବା ସବୁ ପ୍ରକାରର କିନ୍ନର ମାନେ ସେହି ମୃତ୍ୟୁ ବରଣ କରି ଥିବା କିନ୍ନର ଆତ୍ମ ର ଶାନ୍ତୀ ନିମନ୍ତେ ସେହି ଠାରେ ହିଁ ବସି କରି ପ୍ରଥନା କରନ୍ତି ।

ସେମାନଙ୍କ 5 ଦିନ ପର୍ଯ୍ୟନ୍ତ ସେହି ସ୍ମସାନ ରେ ହିଁ ରହିବାର ବିଧି ରହି ଥାଏ । ତେବେ ଜାଇ ସେମାନଙ୍କ କ୍ରିୟା କର୍ମ କରି ଥାନ୍ତି । ତେବେ ସେମିତି ବେଳେ କିନ୍ତୁ ଯେଉଁ ମାନେ ହିନ୍ଦୁ ଧର୍ମ କୁ ମାନ୍ୟତା ଦିଅନ୍ତି ନାହିଁ ସେମାନଙ୍କ ନିୟମ ଟିକିଏ ଅଲଗା ହୋଇ ଥାଏ । ସେମାନେ କେବଳ ସେହି କିନ୍ନର ମାନଙ୍କୁ ପୋତି ଦେଇ ଥାନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *