ପ୍ରଥମ ଥର ପାଇଁ ବାସ୍ତବ ରେ ମିଳିଲା ଏଲିଏନ୍ ଥିବାର ପ୍ରମାଣ …..। ଏବେ ହିଁ ଦେଖନ୍ତୁ ପ୍ରମାଣ

egg-alk

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣିଛନ୍ତି କି ନାହିଁ ଆମେ ଜାଣେ ନାହୁଁ କିନ୍ତୁ ଆଜିର ଦିନରେ ଆମ ଦୁନିଆ ରେ ବହୁତ ଏମିତି ଜିନିଷ ମାନ ରହିଛି ଜାହା ସଂମ୍ପର୍ଣ୍ଣ ଭାବେ ଆମ ମାନଙ୍କ ପାଇଁ ରହସ୍ୟ ମୟ ଅଟେ । ଏମିତି ବେଳେ ବୈଜ୍ଞ୍ୟନିକ ମାନେ ବହୁତ ଖୋଜା ଖୋଜି କରିବା ପରେ ବି ଏହି ସବୁ ର କାରଣ କୁ କେବେ ବି ଖୋଜି କରି ପାଇ ନାହାଁନ୍ତି । ସେହି ପରି ବେଳେ ଆମେ ଆଜି ଆପଣ ମାନଙ୍କୁ ଏହି ଦିନରେ କ୍ୟମେରା ରେ କୟେଦ୍ ହୋଇ ଥିବା ଏକ ରହସ୍ୟ ମୟ ଭିଡ଼ିଓ ବିଷୟରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଏବଂ ଏହା ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ବହୁତ ପରିମାଣରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଯେଉଁ ପରି ଭାବେ ଆପଣ ମାନେ ଜାଣିଛନ୍ତି ଏଲିଏନ୍ ବାସ୍ତବରେ ରହି ନାହାନ୍ତି ବୋଲି ବୋଲି ହେଲେ ଏହି ଭିଡ଼ିଓ କୁ ଆପଣ ମାନେ ଦେଖିବା ପରେ ନିଶ୍ଚିତ ଭାବେ କହିବେ କି ଏହି ଦୁନିଆଁ ରେ ସେମିତି ବି କିଛି ଜିନିଷ ରହିଛି ବୋଲି । ତେବେ ଆସନ୍ତିୁ ଏହି ଭିଡ଼ିଓ ବିଷୟ ରେ କିଛି ତଥ୍ୟ ଜାଣି ନେବା ।

ଆମେ ଆପଣ ମାନଙ୍କୁ ଯେଉଁ ଭିଡ଼ିଓ ବିଷୟ ରେ କହୁଛୁ ତାହା ଆମେରିକା ର ଉତ୍ତର କାଲ ରେ ଏଠାରେ ଦେଖିବା ପାଇଁ ମିଳିଛି କି । ସମୁଦ୍ର ଉପରେ କିଛି ଆଲୋକ ଘୁରି ବୁଲୁ ଥିବାର ଏବଂ ଏହି ସବୁକୁ ଦେଖି ଲୋକ ମାନେ ବହୁତ ପରିମାଣ ରେ ଆଶ୍ଚର୍ଯ୍ୟ ହୋଇ ଜାଇ ଥିଲେ । ଏବଂ ଏହି ଘଟଣା ର କିଛି ଲୋକ ମାନେ ଭିଡ଼ିଓ ବି କରି ଥିଲେ । ତେବେ ସେହି ପରି ବେଳେ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି ।

ତେବେ ଏହି ଭିଡ଼ିଓ ରେ ଏମିତି ବି ଦେଖିବା ପାଇଁ ମିଳିଛି କି । ଆମେ ସମୁଦ୍ର ମଧ୍ୟ ରେ ଏକ ଡଙ୍ଗା ରେ ରହିଛୁ ଏବଂ ଏବେ ଏହି ଠାରେ ଏମିତି କଣ ଘଟୁଛି ଆମେ ବୁଝି ପାରୁ ନାହିଁ । ପରେ ଏହି ଘଟଣା ଟି ସାମ୍ନା କୁ ଆସିବା ପରେ ପରେ ଲୋକ ମାନେ ବହୁତ ପରିମାଣ ରେ ଆଶ୍ଚର୍ଯ୍ୟ ହୋଇ ଜାଇ ଥିଲେ । ତେବେ ଆପଣ ମାନେ ଏହି ଭିଡ଼ିଓ କୁ ଦେଖନ୍ତୁ ଏବଂ କଣ ଭାବୁଛନ୍ତି ଏହା କୈଣସି ଏଲିଏନ୍ ଥିବାର ଠୋସ୍ ପ୍ରମାଣ କି ନାହିଁ ଆପଣ ମାନେ କୁହନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *