ଏହି ଗ୍ରାମରେ ମନୁଷ୍ୟ ସହିତ ବନ୍ଧୁ ଭଳି ରହି ଥାଏ ନାଗ ସାପ । ନା ସେମାନେ କାହାକୁ କାମୁଡନ୍ତୁ ନା ସେମାନଙ୍କୁ ମାରା ଯାଏ । କାରଣ..

snake

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଭାରତ ଗୋଟିଏ ଏମିତି ଦେଶ ଅଟେ ଯେଉଁ ଠାରେ କି ସର୍ପ ଦେବତା ରହିଛନ୍ତି ବୋଲି ବି ବିସ୍ୱାସ କରା ଯାଏ । ହିନ୍ଦୁ ଧର୍ମରେ ଖାସ୍ କରି ନାଗ ପଞ୍ଚମୀରେ ନାଗ ସାପ ମାନଙ୍କର ପୂଜା ଅର୍ଚ୍ଚାନା କରା ଜାଇ ଥାଏ । ଏଠାରେ ଆମେ ଯଦି ନାଗ ସାପ ମାନଙ୍କ କଥା କହିବା ତେବେ ସେମାନେ ଜାହାକୁ ବି କାମୁଡି ଦେଇ ଥାନ୍ତି ତେବେ ସେହି ବ୍ୟକ୍ତି ର ତୁରନ୍ତ ହିଁ ମୃତ୍ୟୁ ହୋଇ ଥାଏ । ହେଲେ ଆମେ ଆଜି ଆପଣ ମାନଙ୍କୁ ଭାରତ ର ଗୋଟିଏ ଏମିତି ଗ୍ରାମ ବିଷୟରେ କହିବା ପାଇଁ ଚାହିଁବୁ , ଯେଉଁ ଠାରେ ସେହି ନାଗ ସର୍ପ ମାନଙ୍କ ସହିତ ଗ୍ରାମରେ ଲୋକମାନେ ବାସ କରା ଜାଇ ଥାଏ । ଏବଂ ସୂଚନା ଦେବୁ କି ଏହି ସାପ ମାନଙ୍କ ସହିତ ଗ୍ରାମ ର ଛୋଟ ଛୋଟ ପିଲା ମାନେ ମଧ୍ୟ ଖେଳିଥାନ୍ତି ।

ତେବେ ଆପଣ ମାନଙ୍କୁ ବିସ୍ୱାସ ବି ହେବ ନାହିଁ କି ଏଠାରେ ଗ୍ରାମ ରେ ଏତେ ପରିମାଣ ରେ ଏହି ସବୁ ସର୍ପ ରହିବା ପରେ ବି ସେମାନେ କେବେ ବି କୈଣସି ମାନବ ଙ୍କୁ ଦଶଂନ କରିବା ପାଇଁ ଚିନ୍ତା କରନ୍ତି ନାହିଁ । ଆମେ ଆପଣ ମାନଙ୍କୁ ଯେଉଁ ସ୍ଥାନ ବିଷୟ ରେ କହୁଛୁ ତାହା ହରିୟାଣା ର ରହୋତକ୍ ଗ୍ରାମ୍ ର ଚତ୍ର ଅଟେ । ସେମାନଙ୍କ ମତ ଅନୁସାରେ 300 ବର୍ଷ ପୂର୍ବ ରୁ ପୂର୍ବ ପୁରୁଷ ମାନଙ୍କ ଦ୍ୱାରା ଏହି ସର୍ପ ମାନଙ୍କ ସହିତ ଗ୍ରାମବାସୀ ମାନେ ରହି ଆସୁ ଥିବା ବେଳେ ସେମାନେ କେବେ ବି ଦଶଂନ କରି ନାହାଁନ୍ତି । ଏବଂ ଗ୍ରାମ ର ନିୟମ ଅୁସାରେ ସେମାନଙ୍କ ପାଇଁ ପ୍ରତ୍ୟେକ ନାଗ ପଞ୍ଚମୀ ରେ ଅଭିଶେକ ସହିତ ବିଶେଷ ଭାବେ ପୂଜା ଅର୍ଚ୍ଚନା କରିବାର ଯୋଜନା ରହି ଥାଏ ।

ଏଠାରେ ଘର ର ମହିଳା ମାନେ ଏହି ସାପ ମାନଙ୍କ ଲାଳନ ପାଳନ କରି ଥାନ୍ତି । ଏବଂ ସେମାନେ ଯେଉଁ ସମୟ ରେ ଗ୍ରାମ ବାହାରକୁ କାର୍ଯ୍ୟ କରିବା ପାଇଁ ଜାଇ ଥାନ୍ତି । ତେବେ ସେହି ସମୟ ରେ ସେମାନେ ପିଲା ମାନଙ୍କ ସହିତ ଖେଳିବା ପାଇଁ ସାପ ମାନଙ୍କୁ ବ୍ୟବହାର କରି ଥାନ୍ତି । ତେବେ ଆପଣ ମାନଙ୍କୁ କହି ରଖୁଛୁ କି ଏଠାରେ ବନ୍ୟ ବିଭାଗ ମାନେ ବି ଆଶ୍ଚର୍ଯ୍ୟ ହୋଇ ରହିଛନ୍ତି କି ଏମିତି କେମିତି ହେଉଛି ଏହି ସାପ ମାନଙ୍କ ବିଷ ଦାନ୍ତ ରହିକି ମଧ୍ୟ ସେମାନେ କାମୁଡୁ ନାହାଁନ୍ତି । ଏହା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟ କରିବା ଭଳି କା ଅଟେ ।

Leave a Reply

Your email address will not be published. Required fields are marked *