ଏତେ କମ୍ ବୟସରୁ ଲତା ମଙ୍ଗେଶକରଙ୍କ ଭଳି ଗାଉଛି ଗୀତ । ଥରୁଟେ ଶୁଣିଲେ ଚମକି ପଡିବେ

LATA-MAN

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ତ ଜାଣି ଥିବେ ଲତାମଙ୍ଗସ୍କର ଙ୍କ ଗୀତ ଗାଈ କେଉଁ ପରି ଭାବେ ରାନୁ ମଣ୍ଡଳ ସଂମ୍ପର୍ଣ୍ଣ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିଲେ । ସେହି ପରି ବେଳେ ଏହି ଦିନ ରେ ସେମିତି ହିଁ ଲତାମଙ୍ଗେସ୍କରଙ୍କର ଆଉ ଗୋଟିଏ ଗୀତକୁ ଗୋଟିଏ କୁନି ପିଲା ଟିଏ ଗାଈ କରି ବର୍ତମାନ ସମୟ ରେ ସୋସିଆଲ ମିଡ଼ିଆ ରେ ବହୁତ ପରିମାଣ ରେ ଭାଇଲର ହୋଇଛି । ତେବେ ଆସନ୍ତୁ ସେହି ଛୋଟ ଏବଂ କୁନି ପିଲା ବିଷୟ ରେ ଅଧିକ ଭାବେ ଜାଣି ନେବା । ତା ସହିତ ଏହି ପିଲାଟି ଅନେକ ବେଙ୍ଗଲୀ ଗୀତ ବି ଗାଇବାରେ ଲାଗିଛି ।

ଦେଖନ୍ତୁ ଭିଡିଓ –

ସେମିତି ରେ ଏହି ପିଲା ଟା ସବୁ ସମୟରେ ତାଙ୍କ ମାଆ ଙ୍କ ସହିତ ତାଳରେ ତାଳ ମିଷେଇ କରି ସବୁ ବେଳେ ଏହି ସବୁ ଗୀତ କୁ ଗାଈବା ପାଇଁ ପସନ୍ଦ କରୁଛନ୍ତି । ତେବେ ଏହି ଭିଡ଼ିଓ ଟି ସୋସିଆଲ ମିଡ଼ିଆ ରେ ବର୍ତମାନ ସମୟ ରେ ଭାଇରଲ ହେବାରେ ପରେ ପରେ ଲୋକ ମାନେ ଏହି ପିଲା ଟିକୁ ବହୁତ ପ୍ରସଂଶା କରିବା ସହିତ ଏମିତି କହୁଛନ୍ତି କି । ପିଲାଟି ପାଖକୁ ତାର ଏପରି କଳା ତାର ପିତା ମାତା ଙ୍କ ପାଖରୁ ଆସିଛି ବୋଲି । ସେହି ପରି ବେଲେ ଏହି ପିଲା ଟି ର ବୟସ ବର୍ତମାନ ସମୟ ରେ ଦୁଇ ବର୍ଷ ଏବଂ ସେମିତି ବେଳେ ୱେଷ୍ଟବେଙ୍ଗାଲ ରେ ବହୁତ ପରିମାଣ ରେ ଭାଇରଲ ହୋଇ ଥଇବା ବେଳେ ଆଗକୁ ଦେଖିବାର ରହିଛି ଆଉ କଣ କଣ ଏମିତି ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗୁଛି । ତେବେ ସେତେ ପର୍ଯନ୍ତ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *