ସ୍ଵପ୍ନରେ ସାପ ଦେଖିବାର ଅର୍ଥ କଣ , ନିଶ୍ଚିତ ଭାବେ ଏହାକୁ ଜାଣି ରଖନ୍ତୁ ।

snake-in-dream

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣି ଥିବେ ଆମ ମାନଙ୍କୁ ଶୋଇବା ପାଇଁ ବହୁତ ପସନ୍ଦ ଆସି ଥାଏ ଏମିତି କେହି ଦୁନିଆଁ ରେ ରହି ନାହାଁନ୍ତି , ଯେଉଁ ମାନଙ୍କୁ ଶୋଇବା ଏବଂ ସ୍ୱପ୍ନ ଦେଖିବା ପସନ୍ଦ ହୋଇ ନଥିବ । ହେଲେ ଏହି ଦୁନିଆରେ ଏମିତି ବି କିଛି ସ୍ୱପ୍ନ  ରହିଛି ଜାହାର ଅର୍ଥ ଆପଣ ମାନଙ୍କ ପାଇଁ ଗୋଟିଏ ପ୍ରକାରର ସଂଙ୍କେତ ହୋଇ ଥାଇ ପାରେ । ଏବଂ ଆପଣ ମାନେ ଏହାକୁ ନିଶ୍ଚିତ ଭାବେ ସଂମ୍ପର୍ଣ୍ଣ ଭାବେ ବୁଝିବା ଦାରକାର । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ପରି ଗୋଟିଏ ସ୍ୱପ୍ନ ବିଷୟରେ କହିବା ପାଇଁ ଚାହିଁବୁ । ସାପ ବା ସର୍ପ । ବହୁତ ସମୟରେ ଆପଣ ମାନେ ସ୍ୱପ୍ନରେ ସର୍ପ ଦଂଶନ ଏବଂ ଏମିତି ସର୍ପ କୁ ନେଇ ବହୁତ ପ୍ରକାରର ସ୍ୱପ୍ନ ଦେଖି ଥାନ୍ତି । ତେବେ କଣ ଆପଣ ମାନେ କେବେ ଜାଣିବା ପାଇଁ ଚେଷ୍ଟା କରିଛନ୍ତି କି । ଏହି ସବୁ ର ଅର୍ଥ କଣ ଅଟେ । ତେବେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା ।

ଆପଣ ମାନେ ଯଦି ବାରମ୍ବାର ସର୍ପ ବା ସାପ ର ସ୍ୱପ୍ନ ଦେଖନ୍ତି ତେବେ ସାବଧାନ ରୁହନ୍ତୁ । କିଛି ଲୋକ ମାନେ ଏମିତି ଥିବେ ଯେଉଁ ମାନେ ସାପ କୁକେବେ ମଧ୍ୟ ଦେଖି ନଥିବେ , ହେଲେ ସେମାନଙ୍କ ସ୍ୱପ୍ନରେ ବାରମ୍ବାର ସାପର ସ୍ୱପ୍ନ ଆସେ । ଯଦି ଆପଣ ଦେଖନ୍ତି ତେବେ ସେ ଆପଣଙ୍କ ସହିତ କଣ କରୁଛି ତାହାର ଧ୍ୟାନ ଦିଅନ୍ତୁ । ଯଦି ଆପଣଙ୍କ ସାମ୍ନାରେ ରହିଛି ସାପ ତେବେ ଏହା ଆପଣ ଙ୍କ ପାଇଁ ବହୁତ ଶୁଭ । ଯଦି ଆପଣ ମାନଙ୍କୁ ସାପ ଗୋଡାଇ ଚାଲିଛି । ଏବଂ କାମୁଡି ଦେଉଛି। ତେବେ ସେହି ପରି ବେଳେ ଆପଣ ମାନେ କିଛି ଭୁଲ କରୁଛନ୍ତି ର ସଂଙ୍କେତ ଏହା ଅଟେ । ଆପଣ ମାନେ ଏପରି କିଛି କରୁଛନ୍ତି ଜାହା ଆପଣଙ୍କୁ ଭବିଷ୍ୟରେ ଅସୁବିଧା ରେ ପକେଇ ଦେବ ।

ଯଦି ଆପଣ ମାନଙ୍କୁ ବହୁତ ଗୁଡିଏ ସାପ କାମୁଡି କ୍ଷେତ ବିକ୍ଷେତ କରୁଛନ୍ତି । ତେବେ ଏହାର ସଂଙ୍କେତ ହେଲା ଆପଣ ମାନଙ୍କ ସତୃ ବହୁତ ବଡ ଯୋଜନା କରିଛି ଆପଣଙ୍କୁ ଫସେଇବା ପାଇଁ ତେବେ ସାବଧାନ ରୁହନ୍ତୁ । ଏବଂ ଶନିବାର ବା ସୋମବାର ରେ ଏମିତି ସ୍ୱପ୍ନ ଦେଖିଲେ ଆପଣ ମାନେ ଶିବ ମନ୍ଦିର ର କ୍ଷୀର ଢାଳନ୍ତୁ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *