ମହିଳାଙ୍କ ରାଜ୍ ଖୋଲେ ସେମାନଙ୍କ ନାଭି । ଜାଣନ୍ତୁ କଣ ରହିଛି ରହସ୍ୟ

samudra-sasta

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ସ୍ୱାଗତ କରୁଛୁ । ମଣିଷ ନିଜର ଭାଗ୍ୟ ଭବିଷ୍ୟକୁ ନେଇ ଚିନ୍ତା ରେ ଥାଏ । ଘର ହେବ କି ନାହିଁ । ନିଜର ପିଲା ମାନେ ଚାକିରୀ କରିବେ କି ନାହିଁ । ତା ଭାଗ୍ୟ ରୁ ଦୁଖଃ ହଟିବ କି ନାହିଁ । ସେହି ବିଷୟ ରେ ସବୁ ବେଳେ ଚିନ୍ତା ରେ ରହି ଥାଏ । ଏହି ସବୁ କୁ ଆଧାର କରି ଆମେ ମାନେ ବାବା ଙ୍କ ଠୁ ଆରମ୍ଭ କରି ଗୁଣି ଏବଂ ଜାତକ ଠୁ ହାତ ପର୍ଯ୍ୟନ୍ତ ଆମେ ମାନେ ଦେଖେଇ ଥାଉ । ପରେ ସେମାନଙ୍କ କଥା ଯଦି ଆଣ ଜିବନ ସମୟରେ ମେଚ୍ କରୁ ଥାଏ , ତେବେ ଆପଣ ମାନେ ଖୁସି ହୋଇ ଥାନ୍ତି । ହେଲେ ପରେ ଏହି ସମସ୍ୟା ର ସମାଧାନ ଆମେ ମାନେ ପାଇ ନ ଥାଉ । ହେଲେ ଆମେ ଆଜି ନାଭି ଦେଖି କେମିତି ଲୋକ ର ରାଜ୍ ଏବଂ ଭବିଷ୍ୟ ବିଷୟ ରେ ଜାଣିବେ କହିବୁ ।

ସେହି ବ୍ୟକ୍ତି କେମିତି ଲକ୍ଷ୍ୟଣ ଏବଂ ବ୍ୟକ୍ତିତ୍ୱ ହୋଇ ଥିବ । ଆମେ ଖାସ୍ କରି ନାରୀ ବିଷୟ ରେ ଏଠାରେ ଆଲୋଚନା କରିବୁ। ସମୁଦ୍ର ସାସ୍ତ୍ର ରେ କୁହା ଜାଇ ଥିବା କଥା ଅନୁସାରେ ଯେଉଁ ମହିଳା ମାନଙ୍କ ଗଭୀର ନାଭି ହୋଇ ଥାଏ ସେମାନେ ଭାବୁକ ସ୍ୱଭାବ ର ହୋଇ ଥାନ୍ତି । ସେମାନଙ୍କୁ ବହୁତ ସହଜ ରେ ମନା ଜାଇ ପାରେ । ଏମାନଙ୍କ ହୃଦୟ ମଧ୍ୟ ପୂରା ନିର୍ମଳ ।ଏମାନେ ଦେଖିବା ପାଇଁ ବହୁତ ସୁନ୍ଦର ମଧ୍ୟ ହୋଇ ଥାନ୍ତି । ସେହି ପରି ବେଳେ ଯେଉଁ ମହିଳାଙ୍କର ନାଭି ଟିକିଏ ଲମ୍ବା ଥାଏ । ସେମାନ ଙ୍କ ଆତ୍ମ ବିସ୍ୱାସ ବହୁତ ଥାଏ । ସେମାନେ କେବେ ପୁରୁଷ ଉପରେ ନିର୍ଭର କରିବା ପାଇଁ ପସନ୍ଦ କରନ୍ତି ନାହିଁ । ନିଜ ଗୋଡ ରେ ସେମାନେ ଛିଡା ହୁଅନ୍ତି ।

ଯେଉଁ ମହିଳା ମାନଙ୍କର ନାଭି ଗହିରା ଏବଂ ଉପର କୁ ରହି ଥାଏ । ସେମାନେ ସଂମ୍ପର୍ଣ୍ଣ ସନ୍ଦର୍ଯ୍ୟ ପ୍ରେମୀ ହୋଇ ଥାନ୍ତି । ଏମାନେ ବହୁତ ରଂମାଣ୍ଟିକ୍ ଏବଂ ମିଳନ ସ୍ୱଭାବ ର ହୋଇ ଥାନ୍ତି । ଏମାନଙ୍କୁ ଭଲ ଜିବନ ସାଥି ମିଳନ୍ତି । ସେହି ପରି ଭାବେ ଗୋଲ ନାଭି ଥିବା ମହିଳା ମାନେ ବୁଦ୍ଧିମତୀ ଏବଂ ପ୍ରସଂଶା ର ଯୈଗ୍ୟ । ଏମାନଙ୍କ ସ୍ୱାସ୍ଥ ଟିକିଏ ସମସ୍ୟା ରୁହେ । ଏମାନଙ୍କ ହୃଦୟ ରେ ଦୟା ଭରି ରହି ଥାଏ । ସେମାନେ ଜାହାକୁ ବିବାହ କରନ୍ତି ସେମାନଙ୍କ ଭାଗ୍ୟ ପୂରା ବଦଳି ଯାଏ ।

Leave a Reply

Your email address will not be published. Required fields are marked *