ଏହି ସ୍ଥାନରେ କେବଳ 71 ଟଙ୍କା ରେ ମିଳୁଛି ଘର । ଜାଣନ୍ତୁ କେମିତି କିଣିବେ ।

room-71

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଆଜିର ଦିନ ରେ ଘର କିଣିବା ଯେପରି କି ଗୋଟିଏ ସ୍ୱପ୍ନ ହୋଇ ଗଲାଣୀ । ଏହି କଥା ରେ କୈଣସି ବି ସନ୍ଧେହ ନାହିଁ ଆଜିର ମହଙ୍ଗା ଦୁନିଆଁ ରେ ଲୋକ ମାନେ ଗୋଟିଏ ଓଳି ରେ ଖଆଦ୍ୟ ଖାଇବା ପାଇଁ ପାଉ ନ ଥିବା ବେଳେ ଲୋକ ମାନେ ଘର କିଣିବା ତ ଗୋଟିଏ ବହୁତ ବଡ କଥା ଅଟେ । ହେଲେ ଆପଣ ମାନଙ୍କୁ ଚିନ୍ତା କରିବାର ନାହିଁ । ଆମେ ଆପଣ ମାନଙ୍କ ପାଇଁ ଏହାର ଉପାୟ ବି ସଂମ୍ପର୍ଣ୍ଣ ଭାବେ ନେଇ କରି ଆସିଛୁ । ଆମେ ଆଜି ଆପଣ ମାନଙ୍କୁ ଏମିତି ସ୍ଥନ ର ବିଷୟ ରେ କହିବା ପାଇଁ ଚାହିଁବୁ । ଯେଉଁ ଠାରେ ଆପଣ ମାନଙ୍କୁ ବହୁତ କମ୍ ଦାମ୍ ରେ ଘର କିଣିବା ପାଇଁ ମିଳି ଯିବ । ତେବେ ଆସନ୍ତୁ ଏହି ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଆମେ ଆପଣ ମାନଙ୍କୁ ଦୁନିଆର ସବୁଠୁ ସୁନ୍ଧର ଦେଶ ବିଷୟ ରେ କହିବା ପାଇଁ ଚାହୁଁଛୁ । ଯେଉଁ ଠାରେ ଆପଣ ମାନଙ୍କୁ କେବଳ 71 ଟଙ୍କା ରେ ଘର କିଣିବା ପାଇଁ ମିଳି ଯିବ ।

ଆପଣ ମାନଙ୍କୁ ସ୍ଥାନ ବିଷୟରେ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ । ଏହି ସ୍ଥାନଟି ଏମିତି ସୁନ୍ଦରତାରେ ଭରି ରହିଛି କି ଆପଣ ମାନେ ସ୍ଥାନକୁ ଦେଖିବା କ୍ଷେଣି ହିଁ ପସନ୍ଦ ଆସି ଯିବ । ଏହି ଦେଶରେ ବର୍ତମାନ ସମୟରେ 3800 ଲୋକ ମାନେ ବଞ୍ଚି ରହିଛନ୍ତି । ଏବଂ ସେବି ସମସ୍ତs ବୃଦ୍ଧ ଅବସ୍ଥା ରେ ତେବେ ସେହି ପରି ବେଳେ ଦେଶ ରେ ବର୍ତମାନ ସମୟ ରେ ଏମିତି ବହୁତ ଡର୍ଜନ ଡର୍ଜନ ଘର ଗୁଡିକ ସେମିତି ହିଁ ଖାଲି ପଡି ରହିଛି । ଏବଂ ଦୁନିଆରେ ଏହି ସ୍ଥାନରେ ହିଁ ଆପଣ ମାନଙ୍କୁ ଅତି ସସ୍ତାରେ ମିଳୁ ଥିବା ଘର ଆପଣ ମାନେ କିଣି ପାରିବେ । ଆମେ ଆପଣ ମାନଙ୍କୁ ଯେଉଁ ସହର ବିଷୟ ରେ କହୁଛୁ ତାହା ବିର୍ବେନା ନାମ ରେ ନାମିତ ରହିଛି । ଏବଂ ଏହା ଇଟାଲୀ ର ସୈସିଲୀ ରେ ରହିଛି ।

ଆପଣ ମାନେ ଚାହିଁଲେ ଏହି ସ୍ଥାନକୁ ଗୋଟିଏ ପର୍ଯ୍ୟଟନ ସ୍ଥଳ ଭାବେ ବୁଲିବା ପାଇଁ ଜାଇ ପାରିବେ । ଏଠାରେ ଆପଣ ମାନଙ୍କୁ ଏତେ ସସ୍ତାରେ ମିଳୁ ଥିବା ଘର ଏଥି ପାଇଁ ମିଳୁଛି କି  ଲଗାତାର୍ ଏଠାରୁ ଲୋକ ସଂଖ୍ୟା ର ପତନ ଘଟିବା ସହିତ ଅଉ ଜମସଂକ୍ୟ ବୃଦ୍ଧି ପାଉ ନାହିଁ । ତେବେ ରିପୋର୍ଟ ଅନୁସାରେ ଆଗାମୀ ସମୟରେ ଏହି ସ୍ଥାନ ର ଦାମ୍ ବହୁତ ପରିମାଣ ରେ କମ୍ ହୋଇ ଯିବ । ଏଠାରେ ଘର ମାନଙ୍କୁ ଆପଣ ମାନେ ପାହାଡ ମଧ୍ୟରେ ତିଆରୀ ହୋଇ ଥିବାର ଦେଖି ପାରିବେ । ଏବଂ ଏହି ସ୍ଥାନ ରେ ଏମିତି ବହୁତ ଗୁଡ଼ିଏ ଘର ରାଜ ପରିବାରର ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *