ନିଜ ପତିଙ୍କୁ ଛାଡି ଏହି ବ୍ୟକ୍ତିଙ୍କ ସହିତ ଜନ୍ମ ଦିନ ପାଳନ କରୁ ଥିବାର ଦେଖିବା ପାଇଁ ମିଳିଲେ ରାକ୍ଷୀ । ଭିଡ଼ିଓ ହେଲା ଭାଇରଲ ।

Rakhi-Saw

ବଲିଉଡ ର ସବୁଠୁ ବଡ ଡ୍ରାମେବାଜ୍ ଅଭିନେତ୍ରୀ ଙ୍କୁ ଆପଣ ମାନେ ନିଶ୍ଚିତ ଜାଣି ଥିବେ , ଯଦି ଜାଣି ନାହାଁନ୍ତି ତେବେ ଆମେ କହି ଦେଉଛୁ କି , ସେ ହେଲେ ରାକ୍ଷୀ ସାବଂନ୍ତ । ଏହି ଦିନ ରେ ନିଜର 41 ତମ ଜନ୍ମ ଦିନ କୁ ପାଳନ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ । ସେହି ପରି ବେଳେ ଯଦି ଆମେ ରାକ୍ଷୀ ସାବଂନ୍ତ ଙ୍କ ବିଷୟ ରେ ଅଧିକ ଭାବେ କହିବା । ତେବେ ବିଗତ ଦିନରେ ସେ ତାଙ୍କର ବିବାହ ଏବଂ ନିଜର ସ୍ୱୀମୀଙ୍କୁ ନେଇ ବହୁତ ଚର୍ଚ୍ଚାରେ ରହି ଥିବାର ଦେଖିବା ପାଇଁ ମିଳିଛନ୍ତି । ଏତେ ପରେ ବି ଏହି ଦିନରେ ସେ ପାଳନ କରି ଥିବା ନିଜର ଜନ୍ମ ଦିନ ପାର୍ଟି ରେ କେଉଁ ଠାରେ ବି ନିଜର ପତି ଙ୍କୁ ଦେଖବା ପାଇଁ ମିଳିଲା ନାହିଁ । ହଁ ଏମିତି ରେ ସେ ତାଙ୍କର ଜନ୍ମ ଦିନରେ ଏମିତି ଗୋଟିଏ କଥା କୁ କହି ଦେଲେ କି ପୁଣି ଥରେ ସେ ଚର୍ଚ୍ଚା ରେ ଆସି ଥିବାର ଦେଖବା ପାଇଁ ମିଳିଛନ୍ତି ।

ଏମିତି ରେ ରାକ୍ଷୀ ସାବଂନ୍ତ ପ୍ରତ୍ୟେକ ସଂମ୍ପର୍କ ମଧ୍ୟରେ ନିଜର ପତି ଙ୍କ କଥାନକୁ ପୁରେଇ ଆଣନ୍ତି । ସ୍ୱାମୀଙ୍କ ପାଇଁ ଏତେ ପରିମାଣ ରେ ଭଲପାଇଭା ଲୋକ ମାନଙ୍କୁ ତାଙ୍କର ସଂମ୍ପର୍କ ଉପରେ ସଂନ୍ଧେହ ଘେର କୁ ଆଣି ଦେଇ ଥାଏ । ସେହି ପରି ବେଳେ ଏହି ଦିନ ରେ ପାଳନ କରି ଥିବା ଜନ୍ମ ଦିନ ର ପାର୍ଟି ରେ ସେ ଆଇଲଭ୍ ୟୁ ରିତେସ୍ ବୋଲି କହି ଥିବାର ପୁଣି ଥରେ ଦେଖିବା ପାଇଁ ମିଳି ଥିଲେ । ଯଦି ଆମେ ତାଙ୍କର ଫିଲ୍ମ ଇଣ୍ଡଷ୍ଟ୍ରୀ ର ବିଷୟ ରେ ସୂଚନା ଦେବୁ ତେବେ ନିଶ୍ଚିତ ଭାବେ ସେ ସବୁ ସମୟ ରେ ନିଜର ବୋଲ୍ଡ ସିନ୍ ପାଇଁ ଚର୍ଚ୍ଚା ରେ ରହି ଥାନ୍ତି । ସେମିତି ରେ ଏହି ଦିନ ରେ ଜନ୍ମ ଦିନ ପାଳନ କରୁ ଥିବା ବେଳେ କିଛି ଭିଡ଼ିଓ ସେ ଇନଷ୍ଟାଗ୍ରାମ୍ ରେ ପୋଷ୍ଟ କରି ଥିଲେ ।

ଯେଉଁ ଥିରେ କି ସେ କେକ୍ କାଟୁ ଥିବା ବେଳେ ଅନ୍ୟ ଜଣେ ତାଙ୍କର ଆରତୀ ଉହ୍ଲେଇବାରେ ଲାଗି ଥିଲେ । ଏବଂ ସେହି ପରି ଅନ୍ୟ ଗୋଟିଏ ଭିଡ଼ିଓ ସେ ଅନ୍ୟ କୈଣସି ଏକ ଯୁବକ ସହିତ ରହି ଥିଲେ । ଏବଂ ନିଜର ଫେନ୍ ମାନଙ୍କୁ ନିଜର ମୁହଁ ଡକା ପତି ଙ୍କ ବିଷୟ ରେ ପ୍ରସଂଶା କରୁ ଥିବାର ଦେଖିବା ପାଇଁ ମିଳି ଥିଲେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *