ଓଡିଶାର ଗରିବ ଚାଷୀ ଙ୍କ ଖାତା ଙ୍କୁ ଆସିଲା ମୋଦି ଙ୍କ ପଠେଇ ଥିବା 2000 ଟଙ୍କା , ଏଠାରେ ଦେଖନ୍ତୁ ପ୍ରମାଣ ।

pm-kisan-youjana

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଏଥିରେ କୈଣସି ବି ସନ୍ଧେହ ନାହିଁ କି ଭାରତର ଜିବନ ହେଉଛି ପ୍ରତ୍ୟେକ କୃଷକ ଏମିତିରେ ଆପଣ ମାନେ ବି ନିଶ୍ଚିତ ଭାବେ ଜାଣି ଥିବେ କି ଆମେ ମାନେ ସବୁ ସମୟ ରେ ଘରେ ଆରାମ୍ ଭାବେ ଏଥି ପାଇଁ ଖାଇ ପାରି ଥାଉ କି କାରଣ ଆମର କୃଷକ ଭାଇ ମାନେ ଆମ ମାନଙ୍କ ପାଇଁ କ୍ଷେତରେ ଖଟି କରି ଫସଲ ବଢେଇ ଥାନ୍ତି । ତେବେ ସେମିତି ବେଳେ ଆମ ଦେଶ ବାସୀ ମାନଙ୍କୁ ସେମାନଙ୍କ ବିଷୟରେ ଚିନ୍ତା କରିବା କଥା । ସେମିତି ସବୁକୁ ଅଖି ଆଗରେ ରଖି କରି ଏହି ଦିନରେ PM ମୋଦି ଗୋରଖ ପୁର ଠାରେ କିସାନ୍ ସମ୍ମାନ୍ ନିଧି ସ୍କିମ୍ ର ଲଞ୍ଚ କରିଥିଲେ , କୃଷକ ମାନଙ୍କ ସୁବିଧା ପାଇଁ ମଧ୍ୟ ଆମ ରାଜ୍ୟ ସରକାର କାଳିଆ ଯୋଜନା ମଧ୍ୟ ଲାଗୁ କରିଥିଲେ ,  ହେଲେ ଆମେ ଏଠାରେ ପି.ଏମ କିଷାନ ସମୃଦ୍ଧି ଯୋଜନା କଥା କଥା ହେବା । ଏହି ସ୍କିମ୍ ର ଅନ୍ତର୍ଗତ ପ୍ରତ୍ୟେକ କୃଷକ ଭାଇ ମାନେ ମାତ୍ର କିଛି ଘଣ୍ଟା ମଧ୍ୟ ରେ ହିଁ ତାଙ୍କ ଏକାଉଣ୍ଟ କୁ 2000 ଟଙ୍କା ପାଇ ପାରିବେ ।

ସେହି ପରି ଭାବେ ଏହି ସ୍କିମ୍ର ବି କିଛି ନିୟମା ବଳୀ ରହିଛି ଜାହା ଦ୍ୱାରା ଏହି ଥିରେ ପ୍ରତ୍ୟେକ ଭାଇ ମାନଙ୍କୁ ବର୍ଷରେ ତିନି ଥର ମନେ ପ୍ରତ୍ୟେକ ଚାରି ମାସକୁ ଗୋଟିଏ ଲେଖାଏଁ କିସ୍ତି ମିଳିବ ବୋଲି କହି ଛନ୍ତି  ମୋଦି । ସେହି ପରି ଭାବେ ଏହି ସ୍କମ୍ କୁ ଲଞ୍ଚ କରିବା ପରେ ପରେ ପ୍ରଧାନ ମନ୍ତ୍ରୀ ଏହାର ସୂଚନା ନିଜର ଟୁଇଟର ଏକାଉଣ୍ଟ ଦ୍ୱାରା ଦେଇ ଥିଲେ । ଏବଂ ସେ ସେହି ଥିରେ କହି ଥିଲେ କି ଏହି ସ୍କିମ୍ ଦ୍ୱାରା 1 କୋଟି 1 ଲକ୍ଷ ପରିବାର କୁ ସୁବିଧା ମିଳି ପାରିବ । ସେହି ପରି ବେଳେ ଆମ ର କୃଷକ ଭାଇ ମାନଙ୍କ ବିଷୟ ରେ କିଛି ନୂଆ କଥା କହିଛନ୍ତି । କି ସେମାନେ ଯେକୈଣସି ଅସୁବିଧା ର ସାମ୍ନା ହେଲେ ମଧ୍ୟ ସେଠାରେ ସେମାନେ ସରକାର ଙ୍କ ଠାରୁ 6 ଲକ୍ଷ ପର୍ଯ୍ୟନ୍ତ ସହାୟତା ରାଶି ମଧ୍ୟ ପାଇବେ । ଏବଂ ସେମିତି ବେଳେ ଏହି କଥା ର ସେ ଘୋଷଣା କରି ଥିବା ଦେଖିବା ପାଇଁ ମିଳିଛି ।

ଯେଉଁ ଠାରେ 10 ଜଣ ଏମିତି କୃଷକ ମାନେ ରହିବେ ଯେଉଁ ମାନଙ୍କୁ ପଦ୍ମଶ୍ରୀ ର ପୁରସ୍କାର ପ୍ରଦାନ କରା ଯିବ ।ସେହି ପରି ବେଳେ ଯେଉଁ ରାଜ୍ୟ ରେ ମାନେ ବର୍ତମାନ ସମୟ ରେ ଏହାର ବିରୋଧ ପାଇଁ ଲାଗି ଛନ୍ତି ସେମାନଙ୍କୁ ଗତ ବର୍ଷ ଠାରୁ ଏହାର ଲାଭ ମିଳିବ ବୋଲି ସେ କହିଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *