ନୂଆବର୍ଷ ୨୦୨୦ ରେ – ଏହି ୬ଟି ରାଶିର ବ୍ୟକ୍ତି ବିଶେଷଙ୍କ ହେବ ବାହାଘର ।

new-2020

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନଙ୍କୁ ଆମେ ବର୍ଷ 2020 ରେ ହେବାକୁ ଜାଉ ଥିବା ରାଶି ମାନଙ୍କ ବିବାହ ସଂମ୍ପର୍କ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଏହି ଆସୁଥିବା ବର୍ଷରେ ଏହି 6 ଗୋଟି ରାଶି ମାନଙ୍କ ବିବାହ ହେବା ସୁନିଶ୍ଚିତ ହେବ । ତେବେ ଆସନ୍ତୁ ଏହି ବିଷୟ ରେ ଅଧିକ ଭାବେ ଜାଣି ନେବା । ସେ ପୁଅ ହେଉ ବା ଝିଅ ନୂଆ ବର୍ଷ ହେବା ପୂର୍ବ ରୁ ସେହି ବର୍ଷ ରେ ସେମାନଙ୍କୁ ଯାହା ମିଳି ନ ଥାଏ । ସେହି ବିଷୟ ରେ ସେମାନଙ୍କର ଆଶା ନିଶ୍ଚିତ ଭାବେ ରହି ଥାଏ । ତେବେ ଏମିତି ବେଳେ ସେମାନଙ୍କ ରାଶି ର ଅଧ୍ୟୟନ କରି ସେମାନଙ୍କ ଏହି ଆଶା କେବେ ପୂରଣ ହେବ ନିଶ୍ଚିତ ଭବେ ଜାଣି ହେବ ।

ବୃଷ ରାଶି । ରାଶି ଫଳ 2020 ଅନୁସାରେ ବୃଷ ରାଶି ମାନଙ୍କ ପାଇଁ ବୈବାହିକ ସଂମ୍ପର୍କ ପାଇଁ ବହୁତ ଲକି ରହିବେ । ତେବେ ଏହି ବର୍ଷ ରେ ଆପଣ ମାନଙ୍କ ବିବାହ ହେବାର ର ପ୍ରବଳ ଯୋଗ ରହିଛି । ସେହି ପରି ବେଳେ ଏମିତି ଲୋକ ମାନେ ଯେଉଁ ମାନେ ପ୍ରେମ ବିବାହ କରିବା ପାଇଁ ଚାହୁଁ ଛନ୍ତି । ସେମାନେ ମଧ୍ୟ ବହୁତ ଶୁଭ ଫଳ ପ୍ରାପ୍ତି ହେବେ । ଏବଂ ଏହି ବର୍ଷ ଟି ବହୁତ ଭଲ ରେ କଟିବ । ବିଛା ରାଶି । ରାଶି ଫଳ 2020 ଅନୁସାରେ ବିଛା ରାଶି ମାନଙ୍କ ପାଇଁ ଅତ୍ୟନ୍ତ ଭଲ ରହିବ । ତେବେ ଏହି ବର୍ଷ ରେ ଯଦି ଆପଣ ମାନଙ୍କ ପ୍ରେମ ସଂମ୍ପର୍କ ଏବଂ ବୈବାହିକ ସଂମ୍ପର୍କ ବିଗିଡି ଜାଇ ଥିବ । ତେବେ 2020 ରେ ଆପଣ ମାନଙ୍କୁ ଏହାର ସୁଫଳ ମିଳିବ । ଆପଣ ମାନଙ୍କୁ ଏହି ବର୍ଷ ରେ ନିଜର ମନ ପସନ୍ଦର ଏବଂ ଅତି ସୁନ୍ଦର ଜିବନ ସାଥି ମିଳିବ ।

କନ୍ୟା ରାଶି । ରାଶି ଫଳ 2020 ଅନୁସାରେ କନ୍ୟା ରାଶି ର ଲୋକ ମାନଙ୍କୁ କହିବା ପାଇଁ ଚାହିଁବୁ ବର୍ଷ ଟି ବହୁତ ଭଲରହିବ । ଏବଂ ଆପଣ ମାନଙ୍କ ଜିବନ ରେ ଏହି ବର୍ଷ ରେ ବହୁତ ପରିମାଣ ରେ ପରିବର୍ତନ ହେବ । ତେବେ ଜିବନ ରେ ବୈବାହିକ ସଂମ୍ପର୍କ ରେ ଆସୁଥିବା ଅସୁବିଧା ଏବଂ ଯଦି ବିବାହ ହୋଇ ପାରୁ ନାହିଁ । ତେବେ ଏହି ବର୍ଷ ଟି ଆପଣ ମାନଙ୍କ ପାଇଁ ବହୁତ ଭଲ ରହିବ । କୁମ୍ଭ ରାଶି । ରାଶି ଫଳ 2020 ଅନୁସାରେ କୁମ୍ଭ ରାଶି ଆସୁଥିବା ସମୟ ରେ ଆପଣ ଙ୍କ ପ୍ରେମ ସଂମ୍ପର୍କ ମାମଲା ରେ ଆପଣ ମାନଙ୍କ ପାଇଁ ବରଦାନ ଠାରୁ କମ୍ ହେବ ନାହିଁ । ଏହି ବର୍ଷ ରେ ଆପଣ ମାନଙ୍କ ବୈବାହିକ ଜିବନ ରେ ବହୁତ ଗୁଡ଼ିଏ ଘଟଣା ହେବ । ଆପଣଙ୍କୁ ବିବାହ ହେବାକୁ ବହୁତ ଇଚ୍ଛା ମଧ୍ୟ ହେବ ।

ମୀନ ରାଶି । ରାଶି ଫଳ 2020 ଅନୁସାରେ ମୀନ ରାଶି ର ଲୋକ ମାନଙ୍କ ପାଇଁ ଏହି ବର୍ଷ ଟି ମଧ୍ୟ ବହୁତ ଭଲ ରହିଛି । ଏକା ଥିବା ବ୍ୟକ୍ତି ଙ୍କୁ ଏହି ବର୍ଷ ଟିରେ ବହୁତ କିଛି ହାସଲ ହେବ । ଏବଂ ଏହି ଦି୍ନ ରେ ଆପଣ ମାନଙ୍କୁ ନିଜର ପସନ୍ଦର ର ସାଥି ମିଳିବ । ପ୍ରେମ ଏହି ବର୍ଷ ରେ ଦୁଇ ଗୁଣ ହେବ । ସିହଂ ରାଶି ।ରାଶି ଫଳ 2020 ଅନୁସାରେ ସିହଂ ରାଶି ର ଲୋକ ମାନଙ୍କୁ ଏହି ବର୍ଷ ରେ ବହୁତ ଗୁଡିଏ ସୁଫଳ ମିଳିବ ।ଏବଂ ଆପଣ ମାନଙ୍କ ବିବାହ ରେ ଶୁଭ ସଂଙ୍କେତ ମିଳିବା ସହିତ ଆପଣ ମାନଙ୍କୁ ଏହି ବର୍ଷ ରେ ନିଶ୍ଚିତ ଭାବେ ପ୍ରେମ ର ପୃଷ୍ଟ ଭାଗ ଦେଖା ଦେବ । ଏବଂ ଆପଣ ମାନେ ଚାହିଁଲେ ନିଜର ଜିବନ ସାଥି ଙ୍କୁ ପାଇ ପାରିବେ ।

Leave a Reply

Your email address will not be published. Required fields are marked *