ପୁଅକୁ ସଫଳ ଚାଷୀ କରେଇବା ପାଇଁ ମାଆ ଚାଡିଲେ 90 ହଜାର ଟଙ୍କାର ସରକାରୀ ଜବ୍ ।

mother

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ପୁଅକୁ ସଫଳ ଚାଷୀ କରେଇବା ପାଇଁ ମାଆ ଛାଡିଲେ 90 ହଜାର ଟଙ୍କା ର ସରକାରୀ ଜବ୍ । ହଁ ଆଜ୍ଞ୍ୟା ଆପଣ ମାନଙ୍କୁ ଏହି କଥା ଟି ନିଶ୍ଚିତ ଭାବେ ଅଜବ୍ ଲାଗୁ ଥିବ । ଏବଂ ବର୍ତମାନ ସମୟରେ ଏହି ମାଆ ଜଣଙ୍କ ଏହିଥି ପାଇଁ ବେସ୍ ଚର୍ଚ୍ଚା ରେ ରହିଛନ୍ତି । ଏବଂ ଆପଣ ମାନେ ବି ଜାଣିଲେ ଆଶ୍ଚର୍ଯ୍ୟ ହୋଇ ଯିବେ କି ସେ କାହିଁକି ନିଜର 10 ବର୍ଷ ର ପୁଅ ପାଇଁ ଏମିତି ସରକାରୀ ଚାକୀରି ଛାଡଲେ ଏବଂ ତାଙ୍କର ପୁଅ କୁ ଗୋଟିଏ ଡକ୍ଟର ଏବଂ ଇଞୀନିୟର ବନେଇବା କୁ ଛାଡି ସେ କୃଷକ ହେବାକୁ ବାଧ୍ୟ କରେଇ ଥିଲେ । ତେବେ ଆସନ୍ତୁ ଏହାକୁ ଆମେ ଆପଣ ମାନଙ୍କୁ ବିସ୍ତାର ରୂପେ କହିବୁ ।

ଆମେ ଆପଣ ମାନଙ୍କୁ ଦେଖାଉ ଥିବା ଫୋଟ ଗୁଡ଼ିକ ହେଲା ରାଜସ୍ଥାନର ରାଜେନ୍ଦ୍ର ସିହଂ ଏବଂ ପତ୍ନୀ ଚଞ୍ଚଲ କର ସିହଂ ଏବଂ ତାଙ୍କର 10 ବର୍ଷ ର ପିଲା ବର୍ବଗ ସିହଂ । ତେବେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏଠାରେ ସ୍ୱାମୀ ଏବଂ ସ୍ତ୍ରୀ ଦୁହେଁ ଜାକ ସରକାରୀ ଚାକିରୀ କରି ଥିବାର ଦେଖିବା ପାଇଁ ମିଳି ଥାଏ । ସେମାନେ ଏମିତି ସୁଖରେ ରହୁ ଥିବା ବେଳେ ହଠାତ୍ ଦିନେ ନିଜର ପୁଅ କୁ ଚାଷୀ କରେଇବା ପାଇଁ ସହର ଛାଡି ଗ୍ରାମ କୁ ଚାଲି ଆସିଛନ୍ତି । ଏବଂ ଏଠାରେ ଏହି ମାଆ ବାପା ଙ୍କ କହିବା କଥା କି ବାହାରେ ରହି ଯେତେ ପରିମାଣ ରେ ଟଙ୍କା ପଇସା କମାଣୀ କରନ୍ତୁ ନା କାହିଁକି  କିନ୍ତୁ  ଏଥିରେ ଆମ ମାନଙ୍କ ଜିବନ ସ୍ଥର ଭଲ ରହିବ ନାହିଁ । ସେହି କହିଛନ୍ତି କି  ବାହାରେ ପିଇବାର ସ୍ୱଚ୍ଛ ପାଣି ମିଳିବ ନା ଆପଣ ମାନଙ୍କୁ ଖୋଲା ପବନ ଟିକିଏ ମିଳିବ ।

ତେବେ ଏତେ ଟଙ୍କା ରୋଜଗାର କରି ଲାଭ କଣ ସେ ତାଙ୍କର ମତରେ କହିଛନ୍ତି । ଏବଂ ଆମ ପାଖରେ ରହି ଥିବା ସୂଚନା ଅନୁସାରେ ସେ ଯେତେ ବେଳେ ଚାକିରୀ ଛାଡି ଥିଲେ ତେବେ ସେହି ସମୟ ରେ ତାଙ୍କର ସେଲେରୀ ରହି ଥିଲା 90 ହଜାର ଟଙ୍କା । ତେବେ ଚାକିରୀ ଛାଡିବା ବି ତାଙ୍କ ପାଇଁ ସୁବିଧା ନ ଥିଲା । ହେଲେ ସେ ନିଜର ପିଲାର ପ୍ରାଥମିକତା ପାଇଁ ହିଁ ଏମିତି କରି ଥିବା କହିଛନ୍ତି । ଏଠାରେ ସେ କହିଛନ୍ତି କି  ତାଙ୍କର ଏହାର ସେଷ ନିଶ୍ପତି ବୋଲି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *