ବାହା ହୋଇ ସାରି ବର ସାଇକେଲ୍ ରେ ବସେଇ ନିଜ ଘରକୁ ନେଲା କନ୍ୟାକୁ, କାରଣ ଜାଣି ଆପଣ ମାନଙ୍କୁ ବି ଆଶ୍ଚର୍ଯ୍ୟ.ଲାଗିବ ।

groom-brings

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଭାରତୀୟ ବିବାହରେ ଯେତେ ବେଳ ପର୍ଯ୍ୟନ୍ତ କୈଣସି ବି ସୋ ଅଫ୍ ହୋଇ ନ ଥାଏ । ସେହି ପର୍ଯ୍ୟନ୍ତ ସେମାନଙ୍କ ପେଟ ଭରି ନ ଥାଏ ଏହି ବିଷୟ ରେ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । ସେହି ପରି ବେଳେ ସେମାନଙ୍କୁ ସୋ ଅଫ୍ କରିବା ପାଇଁ ସୋସିଆଲ ମିଡ଼ିଆ ଠୁ ଅଧିକ ଚର୍ଚ୍ଚା ର ସ୍ଥାନ ଆଉ କେଉଁ ଠାରେ ବି ମିଳୁ ନାହିଁ । ତେବେ ସେମାନଙ୍କ ଏହି ସବୁ ଫୋଟ ବହୁତ ପରିମାଣ ରେ ଭାଇରଲ ହେବାରେ ଲାଗିଛି । ସେମିତି ରେ ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା କି ଏହି ଦିନ ରେ ଏମିତି ହିଁ କିଛି ଫୋଟ ସୋସିଆଲ ମିଡିଆ ରେ ଭାଇରଲ ହେବାରେ ଲାଗିଛି । ଯେଉଁ ଠାରେ ଦେଖିବା ପାଇଁ ମିଳିଛି କି ବର କନ୍ୟାକୁ ଗାଡିରେ ଘର କୁ ନେବା ବଦଳ ରେ ସାଇକେଲ୍ ରେ ନେବା ପାଇଁ ପସନ୍ଦ କରିଛି । ସେମିତି ରେ ଆଜିର ଦିନର କଥା କହିବା ତେବେ କିଛି ଲୋକ ମାନେ ଏମିତି ବି ରହିଛନ୍ତି । ଯେଉଁ ମାନେ କନ୍ୟାକୁ ନେବା ପାଇଁ ହେଲିକ୍ୱପ୍ଟର ର ବି ବ୍ୟବହାର କରିବାରେ ଲାଗିଛନ୍ତି ।

ସେମିତିରେ ଏହି ଦିନରେ ସୋସିଆଲ ମିଡ଼ିଆ ଏବଂ ଲୋକ ମାନଙ୍କ ଆଗରେ କେବଳ ଭାଇରଲ ହେବା ପାଇଁ ଗୁରୁଦ୍ୱାର ସିହଂ ନାମକ ଏକ ବ୍ୟକ୍ତି ନିଜର ନୂତନ ବୈବାହିତ ପତ୍ନୀ ଙ୍କୁ ସାଇକେଲରେ ଘର କୁ ନେବା ପାଇଁ ପସନ୍ଦ କରିଛନ୍ତି । ସେମିତିରେ ଗୁରୁଦ୍ୱାର ସିହଂ ଙ୍କୁ ପରିବେଶ ସହିତ ବହୁତ ଯୋଡି ହୋଇ ରହି ଥାନ୍ତି । ଏହା ସହିତ ସେ ସବୁ ସମୟ ରେ ସମାଜର କଲ୍ୟାଣ ପାଇଁ କାର୍ଯ୍ୟ ବି କରି ଥାନ୍ତି । କେବଳ ସେହିଥି ପାଇଁ ସେ ସାଇକେଲ ର ବ୍ୟବହାର କରିଛନ୍ତି ବୋଲି କହିଛନ୍ତି । ଏହା ସହିତ ସେ ଏମିତି ବି କହିଛନ୍ତି କି । ବିବାହ ରେ ଖର୍ଚ୍ଚ ହେବାକୁ ଥିବା ସମସ୍ତ ଟଙ୍କା କୁ ଲୋକ ମାନଙ୍କ ଖାଇବା ରେ ଯଦି ସେ କର୍ଚ୍ଚ କରିବେ ତେବେ ବହୁତ ଭଲ ହେବେ ।

କେବଳ ସେହିଥି ପାଇଁ ସେ ଏମିତି କରିଛନ୍ତି ବୋଲି କହିଛନ୍ତି । ଏଠାରେ ଆଶ୍ଚର୍ଯ୍ୟ କରିବା ପରି ଘଟଣା ଏହା ହୋଇଛି କି । ଗୁରୁଦ୍ୱାର ସିହଂ ନିଜ ଗ୍ରାମ ଠାରୁ 40 କିଲୋମିଟର ଦୂର ରେ ବିବାହ କରିଛନ୍ତି । ଏବଂ ସେହି ଠାକୁ ବିବାହ କରିବା ପାଇଁ ସେ ସାଇକେଲ ଚଢି ହିଁ ଜାଇ ଥିବା ବେଳେ ଆସିବା ସମୟ ରେ ବି ସେ ସାଇକେଲ ର ବ୍ୟବହାର କରି ଥିବାର ଦେଖିବା ପାଇଁ ମିଳିଛନ୍ତି । ହେଲେ ସଶୁର ଙ୍କ ଘରୁ କିନ୍ତୁ କନ୍ୟା ର ଜିବା ପାଇଁ ସ୍ପେଶାଲ୍ କାର୍ ର ବ୍ୟବସ୍ଥା ରହି ଥିଲା ବେଳେ ସେ କିନ୍ତୁ ଏମିତି କରି ନ ଥି୍ଲେ । ଏହା ଲୋକ ମାନଙ୍କୁ ବହୁତ ପସନ୍ଦ ଆସିଛି ।

Leave a Reply

Your email address will not be published. Required fields are marked *