ଅନ୍ଧ ହୋଇଗଲା ପ୍ରେମ , ପତିଙ୍କ ସାମ୍ନାରେ ଘରେ ପସିଲା ପ୍ରେମିକ ଏବଂ ପତ୍ନୀ ଧରି ଆରମ୍ଭ କରି ଦେଲା ଏମିତି କାର୍ଯ୍ୟ ।

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଛତିସଗଡ ର ଦୁର୍ଗ୍ ଜେଲ୍ ରେ ଗୋଟିଏ ବ୍ୟକ୍ତି ନିଜର ପତ୍ନୀର ପ୍ରେମୀ ର ମର୍ଡର କରି ଆସିଥିବାରଦେଖିବା ପାଇଁ ମିଳିଛି । ସେମିତିରେ ଆପଣ ମାନେ ଜାଣି ଥିବେ ଆଜିର ସମୟରେ ପ୍ରେମ ସଂମ୍ପର୍କକୁ ନେଇ କେତେ ପରିମାଣ ରେ ବିଦ୍ରୋହ ମାନ ସୃଷ୍ଟି ହେଉଛି । ତେବେ ସେମିତି ବେଳେ ବର୍ତମାନ ,ସମୟରେ ଯୁବ ପୀଢି ମାନଙ୍କୁ ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ । କି ସେମାନେ ପ୍ରଥମେ ଅନ୍ୟ କାହା ସହିତ ସଂମ୍ପର୍କ ସ୍ଥାପନା କରିବା ପରେ ବିବାହ କରିବା ପାଇଁ ପସନ୍ଦ କରି ଥାନ୍ତି । ମାନେ ଆପଣଙ୍କୁ ଆମେ ଲିଭିଙ୍ଗ୍ ରିଲେସନ୍ ର କଥା କହୁଛୁ । ଏମିତି ରେ ଏହି ଦିନ ରେ ସେମିତି ଗୋଟିଏ ଘଟଣା ଘଟିଛି , ଯେଉଁ ଥିରେ ପୁରୁଣା ପ୍ରେମିକ ଜଣଙ୍କ ନିଜର ପୁରୁଣା ପ୍ରେମିକା ସହିତ ତାର ସ୍ୱାମୀ ସାମ୍ନା ରେ ସଂମ୍ପର୍କ ସ୍ଥାପନା କରିବା ପାଇଁ ଲାଗି ଥିଲା ହଠାତ୍ ତାଙ୍କ ଘରେ ପସି ଜାଇ ଥିଲା । ଏବଂ ଏମିତି ଘଟଣା ଘଟାଇବାରେ ଲାଗି ଥିଲା ।

ସେମିତି ବେଳେ ବ୍ୟକ୍ତି ଜଣଙ୍କ ରାଗ ଆସି ଥିଲା  ଏବଂ ସେତିକି ବେଳେ ତାର ନିଜ ପତ୍ନୀ ସାମ୍ନାରେ ହିଁ ସେ ତାର ପ୍ରେମିର ମର୍ଡର କରି ଥିଲା । ଏବଂ ସେହି ଠାରେ ଲାସ୍ କୁ ପକାଇ ଦେଇ ବସି ଥିଲା । ତେବେ ପରେ ପରେ ପାଖ ଆଖ ର ଲୋକ ମାନେ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ପାରି ସେମାନେ ପୋଲିସ୍ କୁ ସୂଚନା ଦେଇ ଥିଲେ । ତେବେ ସେହି ପରି ବେଳେ ବର୍ତାମାନ ସମୟ ରେ ପୋଲିସ୍ ସେହି ବ୍ୟକ୍ତି ଙ୍କୁ ଆରେଷ୍ଟ କରିଛି । ଏବଂ ସେ ବର୍ତମାନ ସମୟ ରେ ଛତିସଗଡ ର ଦୁର୍ଗ ଜେଲ୍ ରେ ରହିଛନ୍ତି ।

ଆପଣ ମାନଙ୍କୁ ସୂଚନା ଦେବୁ କି ଜେଲ୍ ଜାଇ ଥିବା ବ୍ୟକ୍ତି ଜଣଙ୍କ ହେଲା ରାଜୁ ସାହୁ, ଏବଂ ପ୍ରେମିକ ଜଣଙ୍କ ହେଲେ ରବି ହର୍ଜିଆ ବୋଲି ଜଣା ପଡ଼ିଛି । ଏହି ଘଟଣା ର ସଂମ୍ପର୍ଣ୍ଣ ସାରାଶଂ ସେ ପୋଲିସ୍ ସାମ୍ନା ରେ ମାନି ଥିବାର ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *