ବାହା ହୋଇ ନଥିଲେ , ଜାଣନ୍ତୁ ନିଜ ରାଶିରୁ କେଉଁ ଦିଗରେ ବାହାଘର ହେବ ଆପଣଙ୍କର !

JIT

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ,ଆପଣ ମାନଙ୍କ ଆଗାମୀ ବିବାହ ସଂମ୍ପର୍କ ବିଷୟରେ ଜଣେଇବା ପାଇଁ ଚାହିଁବୁ ଏହି ଥିରେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ଜଣା ପଡିବ କି ଆପଣ ମାନଙ୍କ ବିବାହ କେଉଁ ଦିଗ ରେ ହେବ । ଏମିତି ରେ ବହୁତ ଲୋକ ମାନେ ଯେତେ ବେଳେ ଜ୍ୟତିଷ ମାନଙ୍କ ପାଖକୁ ନିଜର ଜାତକ ଦେଖେଇବା ପାଇଁ ଜାଇ ଥାନ୍ତି ତେବେ ସେମାନେ ସେଠାରେ କହି ଥାନ୍ତି କି , ତାଙ୍କର ବିବାହ କେଉଁ ଦିଗ ରେ ହେବ । ଏବଂ ସେମିତି ବେଳେ ଆମେ ଆପଣ ମାନଙ୍କୁ ଆପଣଙ୍କର ବିବାହ କେଉଁ ଦିଗରେ ହେବ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ ।  ଆପଣ ମାନେ ନିଜର ଜାତକ କୁ ନିଜେ ଜାଣି ପାରିବେ ଆପଣଙ୍କର ବିବାହ କେଉଁ ଦିଗରେ ହେବ  ।

ତେବେ ଏହା ପୂର୍ବ ଆଗ ଅଧିପତି ବିଷୟ ରେ ଜାଣିବା ନିହାତି ଆବଶ୍ୟକ । ମେଷ ରାଶି ର ଅଧିପତି ହେଲେ ମଙ୍ଗଳ । ସେହି ପରି ବେଳେ ବୃଷ ରାଶି ର ଅଧିପତି ହେଲେ ଶୁକ୍ର । ମିଥୁନ ରାଶି ର ଅଧିପତି ହେଲେ ବୁଧ । କର୍କଟ ରାଶି ର ଅଧିପତି ହେଲେ ଚନ୍ଦ୍ରମା । ସିହଂ ରାଶି ର ଅଧିପତି ହେଲେ ରବି । କନ୍ୟା ରାଶି ର ଅଧିପତି ହେବେ ବୁଧ । ତୁଳା ରାଶି ର ଅଧିପତି ହେଲେ ଶୁକ୍ର । ବିଛା ରାଶି ର ଅଧିପତି ହେଲେ ମଙ୍ଗଳ । ଧନୁ ରାଶି ର ଅଧିପତି ହେଲେ ବୃହଷପତି । ମକର ରାଶି ର ଅଧିପତି ହେଲେ ଶନି ।ସେହି ପରି କୁମ୍ଭ ରାଶି ର ଅଧିପତି ହେଲେ ଶନି । ଏବଂ ମୀନ ରାଶି ର ବୃହଷପତି ।

ସେହି ପରି ବେଳେ ଏହା ପରେ ଯଦି ଆମେ ଏହି ଅଧିପତି ମାନଙ୍କ ଦିଗ ବିଷୟ ରେ ଜାଣିବା । ତେବେ ପ୍ରଥମେ ମଙ୍ଗଳ ର ହେଲା ଦକ୍ଷିଣ ଦିଗ । ରବି ଙ୍କର ଦିଗ ବିଷୟ ରେ ଯଦି ଜାଣିବା ତେବେ ତାଙ୍କର ହେଲା ପୂର୍ବ ଦିଗ । ଚନ୍ଦ୍ରମା ଙ୍କର ଦିଗ ହେଲା ଉତ୍ତର ପଶ୍ଚିମ ଦିଗ । ବୁଧ ଙ୍କର ଦିଗ ହେଲା ଉତ୍ତର । ବୃହଷପତି ଙ୍କର ଦିଗ ଉତ୍ତର ପୂର୍ବ । ଶୁକ୍ର ଙ୍କର ଅଗ୍ନୀ କୋଣ । ବା ଦକ୍ଷିଣ ପୂର୍ବ ଦିଗ । ଶନି ଙ୍କର ଦିଗ ହେଉଛି ପଶ୍ଚିମ ଦିଗ । ରାହୁ ଙ୍କର କଣ ହେଉଚି ଦକ୍ଷିଣ ପଶ୍ଚିମ ଦିଗ । ସେମିତି ରେ ଏହା ପରେ ଆପଣ ମାନେ ନିଜର ଜାତକ ରେ ଥିବା ଲଗ୍ନ ରେ ଦେଖନ୍ତୁ ଶୁକ୍ର କେଉଁ ରାଶି ରେ ରହିଛି । ସେହି ଅନୁସାରେ ସେହି ଠାରୁ ସପ୍ତମ ରାଶି ର ଦିଗ ରେ ଆପଣଙ୍କ ବିବାହ ହେବ । ବୋଲି ଜାଣନ୍ତୁ ।

Leave a Reply

Your email address will not be published. Required fields are marked *