କାଳିଆ ଯୋଜନା ପଇସା ମିଳିବ ସମସ୍ତଙ୍କୁ । ହେଲେ କରିବାକୁ ପଡିବ ଏହି ଗୋଟିଏ କାମ

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ବନ୍ଧୁ ମାନେ ଆମେ ଆଜି ଆପଣ ମାନଙ୍କୁ ଏହି ଠାରେ ସଂମ୍ପର୍ଣ୍ଣ ଭାବେ କାଳିଆ ଯୋଜନା ରେ ମିଳୁ ଥିବା ଟଙ୍କା ବିଷୟ ରେ କହିବୁ । ଏବଂ ଆପଣ ମାନେ କେମିତି ଭାବେ କାଳିଆ ଯୋଜନା ର ଗ୍ରୀଭେକ୍ସ ଫର୍ମ ଆପ୍ଲାୟ କରି ପାରିବେ । ତେବେ ସେମାନଙ୍କୁ କେଉଁ ସବୁ ଡକ୍ୟୁମେଣ୍ଟ ର ଯରୁରୀ ହେବ ଏବଂ ସେମାନେ କେମିତି ଏହି ଯୋଜନା ର ସଂମ୍ପର୍ଣ୍ଣ ଭାବେ ଲାଭ ଉଠେଇ ପାରିବେ । ତେବେ ଆସନ୍ତୁ ଜାଣି ନେବା । ବର୍ତମାନ ସମୟ ରେ ବହୁତ ଲୋକ ମାନେ ଅଜଣା ଥିବେ କି ଯେଉଁ ମାନେ ଭୂମି ହୀନ ରହିଛନ୍ତି । ସେମାନଙ୍କୁ କେଉଁ ପରି ଡୋକ୍ୟୁମେଣ୍ଟ ଦେବା ପାଇଁ ପଡ଼ିବ ।

kalia-1

ତେବେ ଦେଖନ୍ତୁ ପ୍ରଥମେ KALIA.CO.IN ୱେବେସାଇଟ୍ କୁ ଖୋଲିବା ପରେ ପରେ ଆପଣ ମାନଙ୍କୁ ପ୍ରଥମେ ଉପରେ ଅନଲାଇନ୍ ଗ୍ରୀଭେକ୍ସ ଫର୍ମ ର ଆପ୍ଲାଇ କରିବା ପାଇଁ ମିଳି ଯିବ । ସେହି ଥିରେ ପ୍ରେଥମେ କ୍ଲିକ୍ କରନ୍ତୁ । ପରେ ଆପଣ ମାନଙ୍କ ସାମ୍ନା କୁ ନେକ୍ସଟ ପେଜ୍ ଟି ଆସି ଯିବ । ଏବଂ ପରେ ଆପଣ ମାନେ ସେହି ଠାରେ ଆପଣ ମାନଙ୍କୁ ଟ୍ରାକ୍ ପାଇଁ ସୁବିଧା ମିଳିବ । ତେବେ ସେହି ଠାରେ ଆପଣ ମାନେ କ୍ଲିକ୍ କରିବା ପରେ ଆପଣ ମାନଙ୍କୁ ମିଳଇ ଥିବା ଏକ୍ସସେସ୍ ଟୋକନ୍ ଟି କୁ ସେହି ଠାରେ ଦାଖଲ କରନ୍ତୁ । ତେବେ ଆପଣ ମାନନେ ହୁଏତ ଭୂମି ହୀନ ହୋଇ ଥାଇ ପାରନ୍ତି ବା ଆପଣ ମାନେ ସାଧାରଣ ଭାବେ ଏହି ଫର୍ମ କୁ ଆପ୍ଲାଇ କରି ଥାଇ ପାରନ୍ତି ।

kalia-2

ତେବେ ସେହି ଠାରେ ଆପଣ ମାନଙ୍କୁ ଆପଣଙ୍କ ପୋଜିସନ୍ ଅନୁସାରେ ନିଶ୍ଚିତ ଭାବେ ଆପଣଙ୍କୁ କେଉଁ କେଉଂ ଫର୍ମ ର ଆବଶ୍ୟକତା ରହିବ ସେହି ବିଷୟ ରେ ଜାଣି ପାରିବେ । ଆପଣ ମାନଙ୍କ ଜାଣିବା ପାଇଁ କହି ଦେଉଛୁ କି ଆଧାର ର କପି , ରେସନ୍ କପି ଏବଂ ଆପଣଙ୍କ ବ୍ୟଙ୍କ ପାସ୍ ବୁକ୍ ନିତ୍ୟାନ୍ତ ଭାବେ ଆବଶ୍ୟକ ହୋଇ ଥାଏ । ଯେଉଁ ମାନେ ଏଠାରେ କ୍ଷୁଦ୍ର ଚାଷୀ ମାନେ ରହିଛନ୍ତି ସେମାନଙ୍କୁ ନିଜର ଜବ୍ କାର୍ଡ ର କପି ଗୋଟିଏ ଦେବା ପାଇଁ ପଡ଼ିବ । ତେବେ ଜାଇ ଆପଣ ମାନେ ଏହି ପର୍ମ କୁ ପୂରଣ କରି ପାରିବେ ।

Leave a Reply

Your email address will not be published. Required fields are marked *