ଭାରତ ସଫଳ ଭାବେ କରିଦେଲା ଏହି ଅସ୍ତ୍ରର ପରୀକ୍ଷଣ , ପାକିସ୍ତାନ ଭୟରେ ଛାନିଆ – ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

Privi-2

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଏଠାରେ ଯଦି ଯୁଦ୍ଧ କ୍ଷେତ୍ରର କଥା କହିବା ତେବେ ନିଶ୍ଚିତ ଭାବେ ଭାରତ ବର୍ତମାନ ସମୟରେ ଦୁଇରୁ ଚାରି ଗୁଣ ସଂମୃଦ୍ଦି କରିବାରେ ଲାଗିଛି । ତେବେ ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବୁ କି । ଏହି ଦିନ ରେ ଭାରତ ପରମାଣୁ ପରିକ୍ଷଣ ପାଇଁ ପୃଥ୍ବି 2 ସଫଳ ପରିକ୍ଷଣ କରିବାରେ ବାଜି ମାତ୍ କରିଛି । ତେବେ ଏହି ପରିକ୍ଷଣକୁ ଓଡ଼ିଶା ରେ ବାଲେଶ୍ୱର ରେ ଥିବା ଚାନ୍ଦିପୁର ଠାରେ ମଙ୍ଗଳବାର ଦିନ ସଫଳ ପରିକ୍ଷଣ କରି ଥିବା ଦେଖିବା ପାଇଁ ମିଳିଛି । ଏହା ମଙ୍ଗଳ ବାର ଦିନ ସକାଳ 7.48 ମିନିଟ୍ ରେ ଛଡା ଜାଇ ଥିଲା । ଆପଣ ମାନଙ୍କୁ ଏହା ରୋଚକ ଏଥି ପାଇଁ ଲାଗିବ କି , ଏହି ମିସାଇଲକୁ ସଂମ୍ପର୍ଣ୍ଣ ଭାବେ ସ୍ୱଦେଶୀ ତରିକାରେ ବନା ଜାଇଛି । ସ୍ଥଳ ଭାଗ ରୁ ସ୍ଥଳ ଭାଗକୁ ପ୍ରକ୍ଷେପଣ କରିବା ପାଇଁ ଏହାର ନିର୍ମାଣ କରା ଜାଇ ଥିବାବେଳେ ଏହା କ୍ଷମତା ରହିଛି 350 କିଲୋମିଟର ପର୍ଯ୍ୟନ୍ତ ସଫଳ ଭାବେ ଆକ୍ରମଣ କରିବାରେ ଏବଂ ସେହି ପରି ଭାବେ 1000KG ରୁ ଉର୍ଦ୍ଧ ସାମଗ୍ରୀ ଉଠେଇବା ରେ ସଫଳତା ହାସଲ କରିଛି ।

ଏହି ଦିନରେ ଏହି କ୍ଷେପନାସ୍ତ୍ର କୁ ଚାନ୍ଦିପୁର ରେ ଥିବା ନାଇଟ୍ ଟ୍ରାୟଲରେ ଏହାକୁ ଛଡା ଜାଇ ଥିଲା । ଏହି ଦିନରେ ଏହାର ଏକ ଦ୍ୱୀତିୟ ପରିକ୍ଷଣ ହୋଇଛି । ତେବେ ପ୍ରଥମ ପରିକ୍ଷଣ ଗତ ନଭେ୍ବର 20 ରେ ହୋଇ ଥିଲା । ଏହାକୁ ପରିକ୍ଷଣ କରିବା ପରେ ଏହି ଦିନରେ ଭାରତୀୟ ସେନାରେ ମଧ୍ୟ ସାମିଲ୍ କରା ଯିବାର ସଂମ୍ପର୍ଣ୍ଣ ସମ୍ଭାବନା କରିଛି । ଏବଂ ଏହାର ତାକତ ବିଷୟ ରେ ଯଦି କହୁବୁ । ତେବେ ଏହା ଯୁଦ୍ଧ କ୍ଷେତ୍ରରେ ବି ମଧ୍ୟ ଭୂମିକମ୍ପ ଆଣିବା ଭଳି ଶକ୍ତି ରଖିଛି । ସେମିତିରେ ଏହି ଦିନ ରେ ପାକିସ୍ତାନ୍ ଏବଂ ଭାରତ ମଧ୍ୟ ରେ ବହୁତ ପ୍ରକାରର ସମସ୍ୟା ସୃଷ୍ଟି ହୋଇ ଥିବା ବେଳେ ବିଗତ ଦିନ ମାନଙ୍କ ରେ ଏମିତି ବହୁତ ଗୁଡିଏ ମିସାଇଲ୍ ମାନଙ୍କର ପରିକ୍ଷଣ ହୋଇ ସାରିଛି ।

ଯେପରି କି ଅଗ୍ନୀ 1 ଏବଂ ଅଗ୍ନୀ 2 ର ବି ପରି୍କ୍ଷଣ ଏହି ବର୍ଷ ରେ ହୋଇଛି । ଅଗ୍ନୀ 1 ଏବଂ ଅଗ୍ନୀ 2 ର କଥା କହିଲେ । ଏହା 700 କିଲୋମିଟର ପର୍ଯ୍ୟନ୍ତ ଜଳ ରୁ ଜଳ ଏବଂ ସ୍ଥଳ ରୁ ସ୍ଥଳ ସ୍ଥଳ ରୁ ଜଳ ଭାଗକୁ ନିକ୍ଷେପ କରିବାର ସଂମ୍ପର୍ଣ୍ଣ ଭାବେ କ୍ଷେମତା ରଖିଛି । ଆଗାମୀ ସମୟ ରେ ଏହି ପରି ଭାବେ ଅନ୍ୟ ମିସାଇଲ ମାନଙ୍କର ପରିକ୍ଷଣ ହେବାର ରହିଛି ବୋଲି ସୂଚନା ରହିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *