ଭାରତୀୟ ସୀମା ରେ ଉଡେଇଲା ପାକିସ୍ତାନ୍ ଯୁଦ୍ଧ ବିମାନ …..। ଆଉ ତା ପରେ

pakk

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଭାରତୀୟ ସୀମାରେ ଉଡେଇଲା ପାକିସ୍ତାନ୍ ଯୁଦ୍ଧ ବିମାନ । ଏହି ସମୟ ରେ ମିଳି ଥିବା ସୂଚନା ଅନୁସାରେ ଖବର ସଂମ୍ପର୍ଣ୍ଣ ଭାବେ ସତ୍ୟ ଅଟେ । ତେବେ ଏହି ବିଷୟ ଆସନ୍ତୁ ସଂମ୍ପର୍ଣ୍ଣ ଖବର ଜାଣି ନେବା । ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ କି ଜାମ୍ମୁ କାଶ୍ମୀର୍ ରୁ 370 ଧାରା ହଟିବା ପରେ ପରେ ଏହି ସ୍ୱାଧୀନତା ଦିବସରେ ଭାରତ ଉପରେ ଆକ୍ରମଣ କରିବା ପାଇଁ ଗୋଟିଏ ବଡ ଧରଣ ର ଯୋଜନା କରୁଛି  ପାକିସ୍ତାନ। ଏହି ଥିରେ ମିଳି ଥିବା ରିପୋର୍ଟ ଅନୁସାରେ ବର୍ତମାନ ସମୟରେ ଭାରତୀୟ ସୀମା ରେ ପାକିସ୍ତାନ୍ ର ଯୁଦ୍ଦ ବିମାନ ଭାରତୀୟ ସୀମା ରେ ବାରମ୍ବାର ପ୍ରେବଶ କରୁଛି । ସେହି ପରି ବେଳେ ପାକିସ୍ତାନ୍ ସେନାର ମୂଖ୍ୟ ବିପି ଦାୱାତ୍ ଙ୍କ ସୂଚନା ଅନୁସାରେ ଏହି ଦିନରେ ପାକିସ୍ତାନ୍ ର ଯୁଦ୍ଦ ବିମାନ ଭାରି ଅସ୍ତ୍ର ଶସ୍ତ୍ର ସହିତ ଭାରତ ଉପରେ ଆକ୍ରମଣ କରିବ ।

ସେହି ପରି ବେଳେ ବର୍ତମାନ ସମୟ ରେ ଆହୁରୀ ମଧ୍ୟ ସୂଚନା ମିଳିଛି କି । ପାକିସ୍ତାନ୍ ର ସେନା କାଲି ରାତ୍ରୀ ରୁ ପିୟୁକେ ମୁହାଁ ବଢି ଥିବା ବେଳେ ।ସେମାନେ ସଂମ୍ପର୍ଣ୍ଣ ପ୍ରସ୍ତୁତି ର ସହିତ ରହିଛନ୍ତି । ଅନ୍ୟ ପଟେ ପାକିସ୍ତାନ୍ ସବୁ ବେଳେ ଆତଙ୍କବାଦୀ ଙ୍କ ଗୋଟିଏ ଗୋଷ୍ଟୀ କୁ ଭାରତୀୟ ସୀମା ରେ ପ୍ରେବଶ କରେଇବା ପାଇଁ ସବୁ ବେଳେ ଯୋଜନା କରୁଛି । ଯୋଜନା ମୁତାବକ ଏବେ ବାହାର ଦେଶ ରୁ ପାକିସ୍ତାନ୍ 7 ହଜାର୍ ଟେଙ୍କ୍ ବି ମଗେଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ନିଜର ସମସ୍ତ ଅଗ୍ରମୀ ବାୟୁ ସେନା ଘାଟି ରେ ମଧ୍ୟ ଲଢୁଆ ବିମାନ ମୁତୟନ କରିଛି । ସେହି ପରି ଭାବେ ଅନ୍ୟ ଏକ ସୂଚନା ଅନୁସାରେ ବର୍ତମାନ ସମୟ ରେ ଭାରତୀୟ ସୀମା ରେ ସେମାନେ ବାରମ୍ବାର ସୀମା ଉଲଙ୍ଗନ କରୁଛନ୍ତି ।

ସେହି ପରି ଭାବେ ବର୍ତମାନ ସମୟ ରେ ହାଇ ଏର୍ଲଟ ରେ ଥିବା ରାଜ୍ୟ ଗୁଡିକ ହେଲା ଦିଲ୍ଲୀ, ପଞାବ୍,ରାଜସ୍ତାନ୍, ଗୋଆ ମାହାରାଷ୍ଟ୍ର ମଧ୍ୟ ରହିଛି । ଏହା ଦେଖି ଭାରତୀୟ ସେନା ମୂଖ୍ୟ କହିଛନ୍ତି । ପାକିସ୍ତାନ୍ ଯଦି ଏଲ୍ ଓ ସି ପାର୍ କରିବା ପାଇଁ ଚେଷ୍ଟା କରେ ତେବେ ଏହାକ ଉତ୍ତର ନିଶ୍ଚିତ ଭାବେ ଦିଆ ଯିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *