ଏହି ଦେଶରେ ଜଣଙ୍କ ପାଇଁ ଚାଲୁଛି ଟ୍ରେନ , କାରଣ ଜାଣିଲେ ଚମକି ପଡିବେ

train-for-1

ଆପଣ ମାନଙ୍କୁ ଆମର ପୋର୍ଚଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ପୂର୍ବରୁ ଗୋଟିଏ ସ୍ଥାନରୁ ଅନ୍ୟ ଗୋଟିଏ ସ୍ଥାନକୁ ଯିବା ପାଇଁ ସଗଡ ଗାଡିର ବ୍ୟବହାର କରୁ ଥିଲୁ । ବା ଘୋଡା ଗାଡି ର ସାହାଯ୍ୟ ମଧ୍ୟ ନେଉ ଥିଲୁ । ହେଲେ ପରେ ସମୟ ବଦଳିଲା ଆମେ ବିକଶିତ ହେଲୁ । ପରେ ଧିରେ ଧିରେ ସାଇକେଲ, ମଟର ସାଇକେଲ , କାର, ବସ୍ , ଟେନ୍ ଏବଂ ଉଡାଜାହାଜ ର ଉଦ୍ଭାବନ କରିଲୁ । ତେବେ ଏହି ବାହାନ ମାନଙ୍କ ମଧ୍ୟରୁ ଟ୍ରେନ୍ ରେ କେବେ ନା କେବେ ନିଶ୍ଚିତ ଭାବେ ଯିବା ଆସିବା କରି ଥିବେ । ସେହି ପରି ଭାବେ ଆପଣ ମାନେ ଜାଣି ଥିବେ ଆପଣ ମାନଙ୍କ ପରି ଲକ୍ଷ ଲକ୍ଷ ଲୋକ ମାନେ ସେହି ଟ୍ରେନ୍ ର ସବାରୀ କରି ଥାନ୍ତି । ହେଲେ କଣ ଆପଣ ମାନେ କେବେ ଦେଖିଛନ୍ତି କି । କେବଳ ଗୋଟିଏ ଲୋକ ପାଇଁ ସଂମ୍ପର୍ଣ୍ଣ ଟ୍ରେନ୍ ପ୍ରତ୍ୟେକ ଦିନ ଯିବାର ।

ଆମେ ଆପଣ ମାନଙ୍କୁ ସେମିତି ହିଁ ଗୋଟିଏ ସ୍ଥାନ ବିଷୟରେ କହିବୁ । ତେବେ ସଂମ୍ପର୍ଣ୍ଣ ଘଟଣା ଅନୁସାରେ ଜାପାନ୍ ର ଏମିତି ଗୋଟିଏ ସ୍ଥାନ ରହିଛି । ଯେଉଁ ଠାରେ କେବଳ ଗୋଟିଏ ସ୍କୁଲ ପିଲା କୁ ନେବା ଆଣିବା କରି ଥାଏ ଗୋଟିଏ ଟ୍ରେନ । ତେବେ ସେହି ସମୟରେ ସଂମ୍ପର୍ଣ୍ଣ ଟ୍ରେନ୍ ରେ କେହି ବି ଚଢନ୍ତି ନାହିଁ । ଏହା ହେଉଛି ଉତ୍ତର ଜାପାନ୍ ର ହୁକାଇତ ନାମକ ସ୍ଥାନ ରେ ଏହା ହୋଇ ଥାଏ । ତେବେ ଆପଣ ମାନେ ଭାବୁଛନ୍ତି ଏମିତି କାହିଁକି ଏହି ଟ୍ରେନ୍ ରେ କେହି ବି ଯିବା ଆସିବା କରନ୍ତି ନାହିଁ କାରଣ ହେଲା ଏଠାରେ ବର୍ଷ ସବୁ ସମୟ ରେ ପ୍ରାୟ ବରଫ ପାତ ହୋଇ ଥାଏ ।

ତେବେ ସେହି ଦୃଷ୍ଟି ରେ ଦେଖିଲେ ପ୍ରାୟତଃ ଲୋକ ମାନଙ୍କ ସଂଖ୍ୟା ଏଠାରେ ବହୁତ କମ ଏବଂ ଯେଉଁ ମାନେ ରହବି ଛନ୍ତି , ସେମାନେ କେବେ ବି ଟ୍ରେନ୍ ରେ ଯିବା ଆସିବା କରନ୍ତି ନାହିଁ । ତେବେ ବର୍ଷ ରେ ଏହି ଛୋଟ ପିଲା ଟି ହିଁ ଏହି ଟ୍ରେନ୍ ରେ ଯିବା ଆସିବା କରିବା ପାଇଁ ପଡେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *