ହାଇଦ୍ରାବାଦ୍ ର ଏନକାଉଣ୍ଟର କରି ଥିବା ପୋଲିସ କୁ ଜଣେ ଉଦ୍ୟଗ ପତି ଦେଲେ ଏତେ ଟଙ୍କାର ପୁରଷ୍କାର , ଜାଣିଲେ ଆଶ୍ଚର୍ଯ଼୍ୟ ହେବେ

hyder

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଗାନ୍ଧୀ ନଗର ଆପଣ ମାନେ ନିଶ୍ଚିତ ଭାବେ ଜାଣି ଥିବେ ଏହି ଦିନ ରେ ହାଇଦ୍ରାବାଦ୍ ରେ ହୋଇ ଥିବା ଦୁସ୍କର୍ମ ର ଅଭିଯୋଗୀ ମାନଙ୍କୁ ପୋଲିସ୍ ଠାରୁ ପଳେଇ ଜାଉ ଥିବା ବେଳେ ଏନକାଉଣ୍ଟର ରେ ମୃତ୍ୟୁ ହୋଇଛି । ସେହି ପରି ବେଳେ ବର୍ତମାନ ସମୟ ରେ ଆମ ପାଖରେ ରହି ଥିବା ସୂଚନା ଅନୂୁସାରେ ହାଇଦ୍ରାବାଦ୍ ର ଅନକାଉଣ୍ଡର କରି ଥିବା ପୋଲିସ୍ କୁ ଉଦ୍ୟଗ ପତି ମାନେ ଏକ କୋଟି ଟଙ୍କା ଇନାମ୍ ଦେବା ପାଇଁ ଘୋଷଣା କରି ଥିବାର ଜଣା ପଡ଼ିଛି । ପୁଣ ଥରେ ଆପଣ ମାନଙ୍କୁ ଏହି ଘଟଣା ର ସଂମ୍ପର୍ଣ୍ଣତା ବିଷୟ ରେ କହିବା ପାଇଁ ଚାହିଁବୁ ।

ଗତ 28 ନଭେମ୍ବର ଦିନ ବେଙ୍ଗାଲୋରୁ ଏବଂ ହାଇଦ୍ରାବାଦ୍ ର ରାଜପଥ ରେ ଚାରି ଯୁବକ ଡାକ୍ତରାଣୀ ପ୍ରିୟଙ୍କା ରେଡି ଙ୍କୁ ଗଣ ଦୁସ୍କର୍ମ କରିବା ପରେ ଜିୟନ୍ତା ଜାଳି ଦେଇ ଥିବା ଦେଖିବା ପାଇଁ ମିଳି ଥିଲା । ଏବଂ ଏହି ମଧ୍ୟ ରେ ସିସିଟିଭି ଏବଂ ଅନ୍ୟାନ ସାହାଯ୍ୟ ବଳ ରେ ହାଇଦ୍ରାବାଦ୍ ପୋଲିସ୍ ଏହି ଆରୋପୀ ଚାରିଜଣ ଙ୍କୁ ଧରିବାରେ ସଫଳ ହୋଇ ଥିଲା । ଏବଂ ପରେ ପରେ ସେମାଙ୍କୁ ପଚରା ଉଚୁରା ପରେ ପୋଲିସ୍ କୋର୍ଟ ରୁ ସେମାନଙ୍କୁ ରିମାଣ୍ଡରେ ନେଇ ଥିଲା । ପରେ ସେମାନଙ୍କୁ ସେହି ସ୍ଥାନ କୁ ନେଇ ଯିବାର ରହି ଥିଲା । ଯେଉଁ ସ୍ଥାନରେ ସେମାନେ ଏମିତି କାଣ୍ଡ କରେଇ ଥିଲେ । ସେହି ପରି ବେଳେ ଦିନ ସମୟରେ ସେମାନଙ୍କୁ ଏମିତି ଭାବେ ନ ନେଇ ସେମାନଙ୍କୁ ଭୋର ସମୟ ରେ ନିଆ ଜାଇ ଥିଲା । ତେବେ ସେମିତି ବେଳେ ସେହି ସ୍ଥାନ ରେ ପହଁଚିବା ପରେ ଏହି ଚାରୀ ଅପରାଧୀ ମାନେ ସେହି ଠାରୁ ପୋଲିସ୍ ଙ୍କ ବନ୍ଧୁକ ଛଡାଇ କରି ପୋଲିସ୍ ଙ୍କୁ ଫାୟାର୍ କରିବା ସହିତ ସେହି ସ୍ଥାନ ରୁ ପଳେଇବା ପାଇଁ ଚେଷ୍ଟା କରୁ ଥିଲା ବେଳେ ସେମାନଙ୍କୁ ବାଧ୍ୟ ହୋଇ ହାଇଦ୍ରାବାଦ୍ ପୋଲିସ୍ ଏନକାଉଣ୍ଟର କରିଛି ।

ଏବେ ଏହି ଘଟଣା କୁ ନେଇ ସାରା ଦେଶ ଗୋଟିଏ ପଟେ ଏହି ଘଟଣା କୁ ଭଲ କହି ପ୍ରସଂଶା କରୁ ଥିବା ବେଳେ ଅନ୍ୟ ପଟେ ଏହାକୁ ରାଜନୀତି ର ମୋଡ ଦିଆ ଜାଉ ଥିବାର ଦେଖିବା ପାଇଁ ମିଳିଛି । ସେହି ପରି ବେଳେ ପ୍ରିୟଙ୍କା ଙ୍କ ଘର ଲୋକ ମାନେ ଝିଅ ର ଆତ୍ମା ର ସାନ୍ତି କାମନା କରି ଥିବାର ମଧ୍ୟ ଦେଖିବା ପାଇଁ ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ

Leave a Reply

Your email address will not be published. Required fields are marked *