ଫେସବୁକରେ ଝିଅଙ୍କୁ ପ୍ରେମରେ ପକାଇବାର ଜବରଦସ୍ତ ତରିକା । ଥରୁଟିଏ ନିଶ୍ଚୟ ପଢି ନିଅନ୍ତୁ

real-trick

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆଜି ଆପଣ ମାନଙ୍କୁ ଫେସବୁକ୍ ରେ କେମିତି ଭାବେ ଝିଅ ମାନଙ୍କୁ ପଟେଇ ହେବ ବା ପ୍ରେମରେ ପକେଇ ହେବ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଚାହିଁବୁ । ଏବଂ ଆପଣ ମାନଙ୍କୁ କିଛି ସାଇକୋଲୋଜି କାଲ ଟିପ୍ ଦେବୁ ଯେଉଁ ଥିରେ ଆପଣ ମାନେ ନିଶ୍ଚିନ୍ତ ଭାବେ ଝିଅକୁ ପଟେଇ ପାରିବେ । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ସୂଚନା ଦେବୁ କି ପ୍ରତ୍ୟେକ ଝିଅ ମାନେ ଫେସବୁକ୍ ରେ ପ୍ରଥମେ ଗୋଟିଏ ପୁଅ ର ପ୍ରଫାଇଲ ଏବଂ କଭର ଫୋଟ କୁ ଦେଖିବା ସହିତ ସେମାନଙ୍କ ଫ୍ରେଣ୍ଡ ଲିଷ୍ଟ କୁ ଚେକ୍ କରିବା ପାଇଁ ପସନ୍ଦ କରି ଥାନ୍ତି । ଏମିତି ବେଳେ ଯଦି ସେମାନଙ୍କୁ ବହୁତ ପସନ୍ଦ ଆପଣ ଆସନ୍ତି । ତେବେ ସେମାନେ ପ୍ରତ୍ୟେକ ଦିନ ପୋଷ୍ଟ ରେ ଚେକ୍ କରିବା ସହିତ ସେମାନେ ରିପ୍ଲାଇ ଦେଇ ଥାନ୍ତି । ଏବଂ ଶେଷ ରେ ଫ୍ରେଣ୍ଡ ଲିଷ୍ଟ ମଧ୍ୟ ରେ ରଖିବା ପାଇଁ ଚେଷ୍ଟା କରି ଚାଟ୍ ମଧ୍ୟ କରିବା ପାଇଁ ବହୁତ ପରିମାଣ ରେ ପସନ୍ଦ କରନ୍ତି ।

ଏମିତି ରେ ଆମେ କହି ଆସୁଥିବା କଥା ବିଷୟ ରେ ଟିକିଏ ଧ୍ୟନ ଦିଅନ୍ତୁ ଏବଂ ଆପଣ ମାନେ ଏହି ସବୁକୁ ପ୍ରଥମେ ସୁଧୁରାଇବା ପାଇଁ ଚେଷ୍ଟା କରନ୍ତୁ , ଯେପରି କି ଆପଣଙ୍କ ପ୍ରୋଫାଇଲ । ତେବେ ପୂର୍ବରୁ ରହି ଥିବା ଖରାପ ଫୋଟ କୁ ଡିଲିଟ୍ କରନ୍ତୁ । ଝିଅଙ୍କ ଫୋଟ ଏବଂ ସେମାନଙ୍କ ଫୋଟ ଉପରେ କେବେ ବି କମେଣ୍ଟ ବା ଲାଇକ୍ କରନ୍ତୁ ନାହିଁ ବରଂ ଆପଣ ମାନେ ପ୍ରଥମେ ସେହି ଝିଅ ର ଇନ୍ ବକ୍ସ ରେ ମେସେଜ୍ କରନ୍ତୁ । ପରେ ଆପଣଙ୍କ କୈଣସି ଫୋଟ ଉପରେ ତାଙ୍କୁ ଟେଗ୍ କରନ୍ତୁ । ଏମିତି ରେ ସେହି ଝିଅ ସହିତ କିଛି ଘୋରଇ ବା ନିଜର ସାଙ୍ଗ ମାନଙ୍କ ବିଷୟ ରେ ତଥା କିଛି ବି ପ୍ରକାରର କଥା ଆପଣ ମାନେ ହୋଇ ପାରିବେ , ହଁ ଧ୍ୟନ ରଖିବେ କି କିଛି ବି ଅଶିଳ୍ଲ ପ୍ରକାରର କଥା କୁହନ୍ତୁ ନାହିଁ ।

ଆପଣ ମାନେ ମେସେଜ୍ କରୁ ଥିବା ସମୟ ରେ ସେହି ଝିଅ ନାମକୁ ଜୋଡି ଆପଣ ମାନେ ମେସେଜ୍ କରି ପାରନ୍ତି । ସେହି ପରି ବେଳେ ଯଦି ଆପଣ ମାନେ ବହୁତ ସମୟ ମେସେଜ୍ କରିବା ପରେ ତା ପାଖରୁ କୈଣସି ବି ରିପ୍ଲାୟ ନ ଆସୁଛି ତେବେ ଆପଣ ମାନେ ଅନ୍ୟ ଝିଅକୁ ମେସେଜ୍ କରିବା ପାଇଁ ଆରମ୍ଭ କରନ୍ତୁ । ଯଦି କେବେ କୈଣସି ଝିଅ ଆପଣଙ୍କ ସହିତ କଥା ହେବା ପସନ୍ଦ କରୁଛି ତେବେ ତାହାକୁ ପ୍ରତିଦିନ ର ଆକ୍ଟିଭିଟି ବିଷୟରେ ପଚାରନ୍ତୁ । ଏବଂ ତା ସହିତ କେମିତି ଅଧିକ ସମୟ ଚାଟ୍ କରିବେ ସେହି ବିଷୟରେ ଭାବନ୍ତୁ । ସବୁ ବେଳେ ଯଦି ଆପଣ ମାନେ ଭଲ ଭଲ କଥା କହି ମୋଟିଭେଟ୍ କରିବେ ତେବେ ଦେଖିବେ କିଛି ଦିନ ମଧ୍ୟରେ ଆପଣଙ୍କୁ ଫେସବୁକରେ ଆପମଙ୍କ ଜୀବନ ସାଥି ମିଳିଜିବ ।

Leave a Reply

Your email address will not be published. Required fields are marked *