ଖାଲି ପେଟରେ ଏହି ଉପାୟରେ ଖାଇ ଦିଅନ୍ତୁ ଦି ପାଖୁଡା ରସୁଣ , ଆଉ ତା ପରେ ଦେଖନ୍ତୁ ଚତ୍ମକାରୀତା । ବିଶ୍ୱାସ ହେବନି

garlic-is

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆପଣ ମାନେ ଜାଣିଛନ୍ତି କି ରଷୁଣ କେବଳ ଖାଦ୍ୟର ସ୍ୱଦ ବଢେଇ ନ ଥାଏ । ଏହାର ଏମିତି ବହୁତ ଗୁଡ଼ିଏ ଗୁଣ ମାନ ରହିଛି ଜାହାକୁ ଆପଣ ମାନେ ଜାଣି ନଥିବେ । ରଷୁଣ ଭିଟାବିନ୍ A, B, D, B6, ମାଙ୍ଗାନିଜ୍, କୋପର ସଲଫିୟୁରିକ୍ ଏସିଡ୍ , ଫସଫରସ୍ ଭଳି ବହୁତ ଉପାଦାନ ରହି ଥାଏ । ଏହା ଆପଣ ମାନଙ୍କୁ ଅନେକ ପ୍ରକାରର ରୋଗରୁ ବଞ୍ଚାଇ ଥାଏ । କଣ ଆପଣ ମାନେ ଜାଣନ୍ତି ସାଧାରଣ ରସୁଣ ଅପେକ୍ଷା ଗଜା ହୋଇ ଜାଇ ଥିବା ରସୁଣର ସେବନ କରିବା ଆମ ପାଇଁ ବହୁତ ଭଲ ହୋଇ ଥାଏ । କାରଣ ଆପଣ ମାନଙ୍କୁ ସେଥିରୁ କେନସର୍ ଭଳି ରୋଗ ରୁ ରକ୍ଷା ମିଳେ ସେହି ପରି ଭାବେ ହୃଦୟ ରୋଗ ପାଇଁ ଏହା ବହୁତ ଲାଭ ଦାୟକ ହୋଇ ଥାଏ । ରସୁଣର ଆହୁରି ଅନେକ ଉପାଦୟତା ରହିଅଛି , ଆସନ୍ତୁ ଜାଣି ନେବା

ରଷୁଣ ରେ ଆପଣ ମାନଙ୍କୁ ଥଣ୍ଡା ଜ୍ୱର ରୁ ସଂମ୍ପର୍ଣ୍ଣ ଭାବେ ମୁକ୍ତି ମିଳି ପାରିବ । ଯଦି ଆପଣ ମାନେ ଥଣ୍ଡା ଭଳି ରୋଗ ରେ ସବୁ ସମୟ ରେ ପୀଡିତ ରହୁ ଥାନ୍ତି । ତେବେ ଏହାର ବ୍ୟବହାର କରନ୍ତୁ । ଆପଣ ମାନଙ୍କ ହାର୍ଟ ଆର୍ଟକ୍ କୁ ସଂମ୍ପର୍ଣ୍ଣ ଭାବେ ରୋକି ଥାଏ । ଗଜା ହୋଇ ଥିବା ରଶୁଣ ର ସେବନ କରିବା ଦ୍ୱାରା ଆପଣ ମାନଙ୍କୁ ସବୁ ବେଳେ ହୃଦୟ ରୋଗ ଭଳି ସମସ୍ୟା ରୁ ମୁକ୍ତି ତଥା ହାଇଟୋ କେମିକାଲ୍ ରକ୍ତ ର ଜମାଟ କୁ ସୁଧାରାଇ ଥାଏ । ଏବଂ ହାର୍ଟ ଆର୍ଟାକ୍ ରୁ ଆପଣ ମାନଙ୍କୁ ରକ୍ଷା କରେ । ଏବଂ ପାଞ୍ଚ ଦିନ ମଧ୍ୟ ରେ ଗଜା ହୋଇ ଥିବା ରସୁଣ କୁ ସେବନ କରିବା ଦ୍ୱାରା ଶରୀର ରେ ରୋଗ ପ୍ରତିରୋଧକ ଶକ୍ତି ବହୁତ ପରିମାଣ ରେ ବଢି ଥାଏ ।

ଯଦି ଆପଣ ମାନେ ସବୁ ସମୟ ରେ ବିଭିନ୍ନ ପ୍ରକାରର ରୋଗ ରେ ପୀଡିତ ରହୁ ଥାନ୍ତି ।ତେବେ ସେହି ପରି ବେଲେ ରସୁଣ ର ସେବନ ସବୁ ବେଳେ କରନ୍ତୁ । ତେବେ ଜାଇ ଆପଣ ମାନଙ୍କୁ ବହୁତ ଉପକାର ମିଳିବ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *