ଏହି ଅଭିନେତ୍ରୀ ଙ୍କ ସହିତ ହୋଟେଲ୍ ଗଲେ ହାର୍ଦ୍ଧିକ୍ ପାଣ୍ଡିଆ । ଆଉ ତା ପରେ ଜାହା ହେଲା… ।

Hardik-pandey

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ଡର କୁହା ଜାଉଥିବା ହାର୍ଦ୍ଧିକ୍ ପାଣ୍ଡିଆ ବର୍ତମାନ ସମୟରେ ନିଜର ଲଭ୍ ଷ୍ଟୋରୀ କୁ ନେଇ ବହୁତ ଚର୍ଚ୍ଚା ରେ ରହି ଛନ୍ତି । ସେହି ପରି ବେଳେ ଆପଣ ମାନଙ୍କୁ ସୂଚନା ଦେବା ପାଇଁ ଚାହିଁବୁ କି ହାର୍ଦ୍ଧିକ୍ ପାଣ୍ଡିଆଙ୍କ ମନ ଏବେ ଆଉ ଗୋଟିଏ ନୂଆ ଅଭିନେତ୍ରୀଙ୍କ ଉପରେ ଆସି ଥିବାର ଦେଖିବା ପାଇଁ ମିଳିଛି । ଜାହାଙ୍କ ସହିତ ଏହି ଦିନରେ ସେ ସମୟ ବିତାଇବା ପାଇଁ ଲାଗି ଛନ୍ତି । ବର୍ତମାନ ସମୟରେ ହାର୍ଦ୍ଧିକ୍ ପାଣ୍ଡିଆ ଙ୍କ ଫେନ୍ ମାନେ ତାଙ୍କର କଥିତ ଗାର୍ଲ ଫ୍ରେଣ୍ଡ ଙ୍କ ବିଷୟ ରେ ଜାଣିବା ପାଇଁ ବହୁତ ଉତ୍ସାହ ହେବାରେ ଲାଗିଛନ୍ତି । ଯେପରି କି ଆପଣ ମାନେ ଜାଣି ଛନ୍ତି ହାର୍ଦ୍ଧିକ୍ ପାଣ୍ଡିଆ ପଡ଼ିଆ ରେ ନିଜର ଚୈକା ଏବଂ ଛକା ପାଇଁ ହିଁ ପରିଚିତ ହୋଇ ଥାନ୍ତି । ତଥା ତା ସହିତ ସେ ବହୁତ ସମୟ ରେ ଟିମ୍ ରେ ବୋଲିଂ କରି ବି ବହୁତ କଠିନ ରୁ କଠିନ ପରିସ୍ଥିତି ରୁ ବାହାର କରି ଥାନ୍ତି । ତେବେ ଆମେ ତାଙ୍କର ଖେଳ ଦୁନିଆଁ ର କଥା କୁ ଜାଣି ନେଲେ ହେଲେ ଆସନ୍ତୁ ତାଙ୍କର ପ୍ରେଫେସନାଲ ଲାଇଫ୍ ବିଷୟ ରେ ଜାଣି ନେବା ।

ଏହି ଅଭିନେତ୍ରୀ ଙ୍କ ସହିତ ସମୟ ବିତାଉଛନ୍ତି ହାର୍ଦ୍ଧିକ୍ ପାଣ୍ଡିଆ ।

 

View this post on Instagram

 

🏖 👶🏾

A post shared by Hardik Pandya (@hardikpandya93) on

ଆପଣ ମାନଙ୍କୁ ସୂଚନା ଦେବୁ କି ଏହି ଦିନ ରେ ହାର୍ଦ୍ଧିକ୍ ପାଣ୍ଡିଆ ସୁନ୍ଦରୀ ଅଭିନେତ୍ରୀ ନତାସା ଙ୍କ ସହିତ ସମୟ ବିତାଇବା ପାଇଁ ଲାଗିଛନ୍ତି । ତେବେ ଗୋଟିଏ ରିପୋର୍ଟ କୁ ଦେଖିବା ପାଇଁ ମିଳିଛି କି । କିଛି ଦିନ ରୁ ଏମାନେ ଦୁହେଁ ଦୁହିଁଙ୍କୁ ବହୁତ ପସନ୍ଦ କରିବାରେ ଲାଗିଛନ୍ତି । ଏଠାରେ ସଂମ୍ପର୍ଣ୍ଣ ଭାବେ ଦେଖିବା ପାଇଁ ମିଳୁଛି କି ହାର୍ଦ୍ଧିକ୍ ପାଣ୍ଡିଆ ଙ୍କ ହୃଦୟ ଏବେ ନତାସା ଙ୍କ ଉପରେ ଆସି ସାରିଛି । ସେହି ପରି ବେଳେ ଏହି ଦିନରେ ସେମାନେ ଗୋଟିଏ ହୋଟେଲ୍ ରେ ଏକା ସଂଙ୍ଗେ ରହି ଥିବାର ଘଟଣା ଦେଖିବା ପାଇଁ ମିଳିଛି । ଏବଂ ସେହି ପରି କ୍ଷେତ୍ରେ ରେ ଏମାନେ ଦୁହେଁ ଦୁହିଁ ଙ୍କୁ ଡେଟ୍ କରୁ ଥିବାର ଦେଖିବା ପାଇଁ ମିଳିଛି । ଏମାନେ ଗୋଟିଏ ହୋଟେଲ ର ଫୋଟ କୁ ନିଜ ନିଜ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ପୋଷ୍ଟ କରି ଥିବାର ଦେଖିବା ପାଇଁ ମିଳିଛି ।

 

View this post on Instagram

 

☀️🏝💙

A post shared by 🎀Nataša Stanković🎀 (@natasastankovic__) on

ଉର୍ବଶ୍ରୀ ଙ୍କ ସହିତ ଜୋଡି ହୋଇ ସାରିଛି ନାମ ।

ଏମିତି ରେ ହାର୍ଦ୍ଧିକ୍ ପାଣ୍ଡିଆଙ୍କ ଖେଳର ପ୍ରଦର୍ଶନ ପାଇଁ ସେ ବହୁତ ସମୟ ଧରି ପରିଚିତ ରହିଛନ୍ତି । ଏବଂ ତାଙ୍କର ଲାଇଫ ବିଷୟରେ କହିବା ତେବେ ସେ ବହୁତ ଏମିତି ଅଭିନେତ୍ରୀ ଙ୍କ ସହିତ ମଧ୍ୟ ଯୋଡି ହୋଇଛନ୍ତି । ଯେମିତି କି ଏହି ନିକଟ ରେ ଇର୍ବଶ୍ରୀ ରାଉତେଲା ଙ୍କ ସହିତ ଡେଟ୍ କରୁ ଥିବାର ଦେଖିବା ପାଇଁ ମିଳି ଥିଲେ । ଏବଂ ସେମାନ ଙ୍କ ମଧ୍ୟ ରେ ପ୍ରେମ ସଂମ୍ପର୍କ ରହି ଥିବାର ଦେଖିବା ପାଇଁ ମିଳି ଥିଲେ ମଧ୍ୟ ଏବେ ହାର୍ଦ୍ଧିକ୍ ପାଣ୍ଡିଆ ନତାସା ଙ୍କ ସହିତ ଡେଟ୍ କରି ବାରେ ଲାଗିଛନ୍ତି । ଏହା ଦେଖିବା ପରେ ନିଶ୍ଚିତ ଭାବେ ଉର୍ବଶ୍ରୀ ଇର୍ଶା କରୁ ଥିବେ ।

ତେବେ ଏହି ଭଳି ଖେଳ ଦୁନିଆର ଟିକନିକ ଖବର ପଢିବା ପାଇଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ ।

Leave a Reply

Your email address will not be published. Required fields are marked *