ବରଯାତ୍ରୀ ମାନଙ୍କ ଉପରେ ବର ଉଡେଇଲା 90 ଲକ୍ଷ ଟଙ୍କା , ଆଉ ତା ପରେ …

bara-yatri

ଯେମିତି କି ଆପଣ ମାନେ ଜାଣିଛନ୍ତି ଏହି ଦିନରେ ବିବାହ ର ସିଜନ୍ ଚାଲିଛି । ସେହି ପରି ବେଳେ ଅପର ପକ୍ଷରେ ଦେଶରେ ବିଭିନ୍ନ ପ୍ରକାରର ମନ୍ଦା ବସ୍ତା ଦେଖିବା ପାଇଁ ମିଳୁଛି । ସେମିତି ବେଳେ ଏହି ଦିନରେ ଗୋଟିଏ ଏମିତି ବିବାହ ଦେଖିବା ପାଇଁ ମିଳିଛି । ଯେଉଁ ଠାରେ ଟଙ୍କାର ବର୍ଷା କରା ଜାଇ ଥିବା ଦେଖିବା ପାଇଁ ମିଳିଛି । ଆପଣ ମାନଙ୍କୁ ବିସ୍ୱାଶ ହେବ ନାହିଁ  ଜାଣିଲେ ଏହି ବିବାହରେ କେତେ ଟଙ୍କା ର ଉପହାର ଏବଂ ସାଧାରଣ ଜନତା ଙ୍କ ମଧ୍ୟ ରେ କେତେ ଟଙ୍କା ଉଡେଇ ଦିଆ ଗଲା । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ତଥ୍ୟ ଆପଣ ମାନଙ୍କୁ ପ୍ରଦାନ କରିବୁ ।

ସୂଚନା ଅନୁସାରେ ଏହି ବିବାହ ଗୁଜୁରାଟ ର ଜାମ୍ ନଗର ଠାରେ ହୋଇଛି । ଯେଉଁ ଠାରେ ଏକ ପୁଅ ବିବାହରେ ଟଙ୍କାର ବର୍ଷା କରା ଜାଇ ଥିବାର ଦେଖିବା ପାଇଁ ମିଳିଛି । ଯେଉଁ ଥିରେ ଗୋଟିଏ ଦୁଇଟି ନୁହେଁ ବରଂ ପୂରା 90 ଲକ୍ଷ ଟଙ୍କା କୁ ଉଡେଇ ଦିଆ ଜାଇ ଥିବାର ଭିଡ଼ିଓ ସାମ୍ନା କୁ ଆସିଛି । ଯେଉଁ ଥିରେ ଗୋଟିଏ ପରିବାର ଲୋକ ମାନେ ବର ଉପରେ ପୂରା 90 ଲକ୍ଷ ଟଙ୍କା କୁ ଉଡେଇ ଦେଇ ଥିବାର ଦେଖିବା ପାଇଁ ମିଳିଛି । ଏବଂ ଆପଣ ମାନଙ୍କ ଜାଣିବା ପାଇଁ କହିବା ପାଇଁ ଚାହିଁବୁ ଏହି ଠାରେ ବର୍ଷା କରା ଜାଇ ଥିବା ନୋଟ୍ ଗୁଡିକ ଶହେ ପାଞ୍ଚ ସହ ଏବଂ ଦୁଇ ହଜାର ଟଙ୍କା ର ନୋଟ ରହିଛି । ଜାହାର ଭିଡିଓ ସାମ୍ନା କୁ ଆସିବା ପରେ ପରେ ଲୋକ ମାନେ ଆଶ୍ଚର୍ଯ୍ୟତା ଜତାଇ ଛନ୍ତି ।

ତେବେ ଏହି ବିବାହ ଟି ଚେଲା ଗାଁ ର ଜାଡେଜା ପରିବାର ହେଉ ଥିବାର ଦେଖିବା ପାଇଁ ମିଳିଛି । ଏମିତି ରେ ଏହି ଘଟଣା ର ଭିଡ଼ିଓ ଏବେ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଏବଂ ଏଠାରେ ସଂମ୍ପର୍ଣ୍ଣ ଭାବେ ଦେଖିବା ପାଇଁ ମିଳିଛି କି ଦେଶ ରେ ଗୋଟିଏ ପଟେ ମାନ୍ଦା ବସ୍ତା ଚାଲି ଥିବା ବେଳେ ଅନ୍ୟ ପଟେ ଏହି ପରି ଭାବେ ଟଙ୍କା କୁ ଉଡା ଜାଉଛି । ସେହି ପରି ବେଳେ ବିବାହ ରେ ବର କୁ ଏକ କୋଟି ଚଙ୍କା ର କାର୍ ସହିତ କନ୍ୟା କୁ ହେଲିକ୍ୱପଟର ରେ ନିଆ ଜାଇ ଥିବା ଘଟଣା ସାମ୍ନା କୁ ଆସି ଥିବାର ଦେଖିବା ପାଇଁ ମିଳିଛି । ଆପଣ ମାନେ ତଳେ ଦିଆ ଜାଇ ଥିବା ଭିଡ଼ିଓ କୁ ଦେଖି ପାରିବେ ।ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *