( କଞ୍ଚା ଲଙ୍କା ) – ଖାଉଥିବା ଲୋକ ଏହି ଖବର ଥରେ ନିଶ୍ଚୟ ପଢନ୍ତୁ | ଭୟଙ୍କର କଥା ।

kancha-lanka

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ମାନେ ବହୁତ ସମୟରେ ଭାବି ଥାଏ କି ରାଗ ଖାଇବା ସ୍ୱାସ୍ଥ ପକ୍ଷେ ହାନୀ କାରକ ଅଟେ । କାରଣ ଯେଉଁ ସମୟ ରେ ରାଗ ଯୁକ୍ତ ଖାଦ୍ୟ ଖାଇ ଥାଉ ତେବେ ସେହି ସମୟ ରେ ଆମକୁ ଏହା ଲାଗି ଥାଏ କି ଆମର ଦେହ ଖରାପ୍ ହୋଇ ପାରେ । କିନ୍ତୁ ବନ୍ଧୁ ମାନେ ଏପରି ଗୋଟିଏ ରାଗ ଯୁକ୍ତ ଖାଦ୍ୟ ରହିଛି । ଜାହା ଆମର ଶରୀର କୁ ହାନୀ କାରକ ନୁହେଁ ବରଂ ଲାଭ ଦେଇ ଥାଏ । ତେବେ ଆସନ୍ତୁ ସେହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ଜାଣି ନେବା । ଆମେ ଯେଉଁ ରାଗ ଜିନିଷ ବିଷୟରେ ଆପଣ ମାନଙ୍କୁ କହୁଛୁ ତାହା ହେଲା କଞ୍ଚା ଲଙ୍କା । ଆପଣ ମାନେ ନିଶ୍ଚିତ ଏହାର ସେବନ କରି ଥିବେ । ଏହା ଦ୍ୱାରା ଅନେକ ରୋଗ ଆମ ଦେହରୁ ଦୂର ହୋଇ ଥାଏ ଆସନ୍ତୁ ଜାଣିବା ।

ଯଦି ଆପଣ ମାନେ କଞ୍ଚା ଲଙ୍କାକୁ ଖାଲି ପେଟରେ ଖାଉଛନ୍ତି ବା ଖାଦ୍ୟ ସହିତ ଖାଉଛନ୍ତି । ତେବେ ଶରୀରକୁ ଏହା ଦ୍ୱାରା ପୋଷ୍ଟିକ ତତ୍ୱ ମିଳି ଥାଏ । ତଥା ଭିଟାବିନ୍ A , B6, C ଆଇରନ୍ , କପର୍ ,ପଟାସିୟମ୍ , ପ୍ରୋଟିନ୍ , ଏବଂ କାର୍ବୋହାଇଡ୍ରେଟ୍ ବହୁତ ପରିମାଣରେ ମିଳି ଥାଏ । ସେହି ପରି ବେଳେ ଏହା କ୍ୟନସର ଭଲି ରୋଗ ସହିତ ଲଢିବା ପାଇଁ ବହୁତ ସାହାଯ୍ୟ କରେ । ଆପଣ ମାନେ ଯଦି ଏହାର ସେବନ କରୁ ନାହାଁନ୍ତି ତେବେ ଆଜିଠୁ ହିଁ ଆରମ୍ଭ କରନ୍ତୁ । ସକାଳେ ଖାଲି ପେଟରେ ଖାଇ ଦିଅନ୍ତୁ । ପ୍ରଥମେ ଆପଣ ମାନଙ୍କୁ ଟିକିଏ କଷ୍ଟଲାଗି ପାରେ । କିନ୍ତୁ ଏହା ଶରୀର କୁ ବହୁତ ସୁସ୍ଥ ରଖେ । ସେହି ପରି ବେଳେ ହାର୍ଟ ଜନିତ କୈଣସିବି ରୋଗ ଆପଣ ମାନଙ୍କ ପାଖରେ ମାଡେ ନାହିଁ । କ୍ୟନସର ପାଇଁ ଏହା ବହୁତ ଭଲ ସାବ୍ୟସ୍ତ ହୋଇ ଥାଏ । ଏହା ଆମର ତ୍ୱଚାକୁ ସବୁ ବେଳେ ଆକର୍ଶିତ କରି ଥାଏ ।

ଦେହ ରେ କୈଣସି ଦାଗ ଦେଖା ଜାଉ ଥିଲେ ଏହାର ସେବନ କରିଲେ କିଛି ଦିନ ମଧ୍ୟ ରେ ଭଲ ହୋଇ ଥାଏ । ଆପଣ ମାନଙ୍କ ମୁଡ୍ କୁ ସବୁ ବେଳେ ସତେଜ୍ ରଖେ । ତେବେ ଆମର ମୁଡ ସବୁ ବେଳେ ଖୁସି ପୂର୍ଣ୍ଣ ହୋଇ ରହେ । ଆପଣ ମାନଙ୍କୁ ସବୁ ଋତୁର ପରିବର୍ତନ ପରେ ଥଣ୍ଡା କାସ ଏବଂ ଜ୍ୱର ଭଲି ସମସ୍ୟା ହୋଇ ଜାଉଛି ତେବେ ଆପଣ ମାନେ ସବୁ ସମୟ ରେ ଖାଦ୍ୟ ରେ କଞ୍ଚା ଲଙ୍କା ର ସେବନ କରନ୍ତୁ । ଦେଖିବେ କିଛି ଦିନ ମଧ୍ୟ ରେ ଆପଣ ମାନଙ୍କ ଏହି ରୋଗ ସଂମ୍ପର୍ଣ୍ଣ ଭାବେ ଦୂରେଇ ଯିବେ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *