ଫାଇନ୍ କଟିବା ପରେ ଯୁବକ କରି ଦେଲା ଏମିତି କାମ : ଦେଖିଲେ ହସି ହସି ଗଡିଯିବେ

trafic-chalan

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଯେଉଁ ପରି ଭାବେ ଆପଣ ମାନେ ଜାଣି ଥିବେ କି ବିଗତ ଦିନ ମାନଙ୍କରେ ଟ୍ରାଫିକ୍ ନିୟମ କୁ ନେଇ ହୋଇ ଥିବା ହାଙ୍ଗାମା ବିଷୟରେ, ସେମିତି ବେଳେ ଏହି ନିୟମ ହେବା ପରେ ପରେ ଲୋକ ମାନେ ନିଜର ବାଇକ୍ ବା କୈଣସି ପ୍ରକାରର ଗାଡି କୁ ବାହାର କୁ ବାହାର କରିବା ପାଇଁ ଡରିବାରେ ଲାଗି ଛନ୍ତି । ସେହି ପରି ପରି ବେଳେ ଏହିରେ କିଛି ଦିନେ ତଳେ ଏହି ନିୟମ ର ପରିଚାଳନା କରିବା ପରେ ପରେ ଲୋକ ମାନଙ୍କ ଏବଂ ଟ୍ରାଫିକ୍ ପୋଲିସ୍ ମାନଙ୍କ ମଧ୍ୟ ରେ ବହୁତ ପ୍ରକାରର ଗୋଣ୍ଡଗୋଳ ହେବାରେ ଲାଗି ଥିବାର ଦେଖା ଜାଇ ଥିଲା । ଏବଂ ତା ପରେ ସରକାର ସାଧାରଣ ଜନତା ଙ୍କୁ ଏହି ବିଷୟ ରେ ସମସ୍ତ ପ୍ରକାରର କାଗଜ ପତ୍ର ବନାଇବା ପାଇଁ ତିନି ମାସ ର ସମୟମଧ୍ୟ ପ୍ରଦାନ କରି ଥିଲା । ତେବ ସେମିତି ବେଳେ ସେହି ସବୁ ସମୟ ର ପୃତି ହେବାକୁ ଜାଉ ଥିବା ବେଳେ 1 ଡିସେମ୍ବର ରୁ ସେମିତି ହିଁ କଡା କଡି ଭାବେ ନିୟମ ର ପାଳନ କରି ଯିବ ବୋଲି କୁହା ଜାଇଛି ।

ହେଲେ ପୂର୍ବରୁ ଏହି ଘଟଣା ଉପରେ ଟିକିଏ ନଜର ପକାନ୍ତୁ କି ଏହି କିଛି ଦିନ ତଳେ ହୋଇ ଥିବା ନିୟମ ପରେ କିଛି ଏମିତି ଘଟଣା ଜାହା ବହୁତ ଆଶ୍ଚର୍ଯ୍ୟ କରୁଛି  । ବର୍ତମାନ ସମୟ ରେ ଏହି ଘଟଣା ର ସଂମ୍ପର୍ଣ୍ଣ ଭିଡ଼ିଓ ସୋସିଆଲ ମିଡ଼ିଆ ରେ ଭାଇରଲ ହୋଇ ଥିବାର ଦେଖିବା ପାଇଁ ମିଳିଛି । ତେବେ ଏହି ଘଟଣା ଅନୁସାରେ ପ୍ରଥମେ ଦେଖିବା ପାଇଁ ମିଳିଛି କି ଗୋଟିଏ ଲୋକାଲ୍ ଯୁବକ କ ଗାଡି ସଂମ୍ପର୍ଣ୍ଣ କାଗଜ ପତ୍ର ନ ଥିବାରୁ ଚାଲାଣ୍ କଟା ଯିବା ପରେ ପରେ ସେହି ଯୁବକ ଜଣଙ୍କ ଟ୍ରାଫିକ୍ ପୋଲିସ୍ ଠୁ ଛାଡ ପାଇବା ପାଇଁ ସେହି ଠାରେ ନିଜର ଗାଡି କୁ ତଳେ ପକାଇ ଭାଙ୍ଗିବା ପାଇଁ ଲାଗିଛି ।

ଏବଂ ସେହି ପରି ବେଳେ ସେହି ଟ୍ରାଫି୍କ୍ ପୋଲିସ୍ ଜଣଙ୍କ ତାଙ୍କୁ ରୋକିବା ପାଇଁ ଚେଷ୍ଟା କରୁଛନ୍ତି । ଏମିତି ବେଳେ ସେହି ପରି ଆଉ ଗୋଟିଏ ଘଟଣା ରେ ଦେଖିବା ପାଇଁ ମିଳିଛି କି । ସେମତି ହିଁ ଗାଡି ର ଚାଲାଣ୍ କାଟିବା ପରେ ପରେ ଯୁବକ ଜଣଙ୍କ ବହୁତ ପରିମାଣ ରେ ରାଗି ଜାଇ ଗାଡି କୁ ସଂମ୍ପର୍ଣ୍ଣ ଭାବେ ଭାଙ୍ଗି ଦେଉଛନ୍ତି । ଏବଂ ଏମିତି ରେ ସେ ବଭାବୁଛନ୍ତି ଏମିତି କରିବା ଦ୍ୱାରା ଫାଇନ୍ କାଳେ କମ୍ ପଡିବ ବୋଲି ।

Leave a Reply

Your email address will not be published. Required fields are marked *