ବାହାଘରର ରାତିରେ କନ୍ୟା ସହିତ ନଜର ମିଳେଇବା କ୍ଷଣି ହିଁ ବେହୋସ୍ ହୋଇ ଗଲା ବର , ପୁଣି ସାରା ରାତି …….।।

indian-wedding

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବୁତ ସ୍ୱାଗତ କରୁଛୁ । ଏମିତିରେ ଆପଣ ମାନେ ଦେଖିବା ପାଇଁ ପାଉ ଥିବେ ଏହି ଦିନରେ ବିବାହର ସିଜନ୍ ଚାଲିିଛି ବୋଲି । ଏବଂ ବିଭିନ୍ନ ସ୍ଥାନ ମାନଙ୍କ ରେ ନୂତନ ବିବାହ ସରଗମ୍ ଲାଗିଛି । ତେବେ ଏହି ଦିନରେ ସେମିତି ହିଁ ଗୋଟିଏ ବିବାହ ରେ ହୋଇ ଥିବା ଘଟଣା ବିଷୟରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ ସୂଚନା ଗେବା ପାଇଁ ଚାହିଁବୁ । ଯେମିତି ବିବାହରେ ବର ପକ୍ଷ ଜାଇ ଜନ୍ୟା ପକ୍ଷଙ୍କ ଘରେ ପହଁଚି ଥିଲେ ଏବଂ ପରେ ପରେ ସେମାନଙ୍କର ଯୋର ଦାର୍ ସେମାନେ ସ୍ୱାଗତ ମଧ୍ୟ କରା ଜାଇ ଥିଲା । ତେବେ ସେମାନେ ଦୁହେଁ ବର ମାଳା ଅଦଳ ବଦଳ ପାଇଁ ଷ୍ଟେଜ୍ ଉପର କୁ ଚଢି ଥିଲେ । ଏବଂ ପରେ ପରେ ବର କନ୍ୟାକୁ ଦେଖି ବେହୋସ୍ ହୋଇ ଥିଲେ । ହଠାତ୍ ବର ଜଣଙ୍କ ଦେଖିବା ପାଇଁ ପାଇ ଥିଲା କି ସେହି କନ୍ୟା ବେଶରେ ଜଣେ ମହିଳି ନୁହେଁ ବରଂ ଜଣେ ପୁରୁଷ ରହିଛନ୍ତି ।

ତେବେ ସଂଙ୍ଗେ ସଂଙ୍ଗେ ସେହି ବର ଜମଙ୍କ ବେହୋସ୍ ହେବା ପରେ ପରେ ବର ଘର ର ଲୋକ ମାନଙ୍କୁ ଘେରୀ ନିଆ ଜାଇ ଥିଲା । ଏବଂ ସେମାନଙ୍କ ସହିତ ଧୋସ୍ତା ଧୋସ୍ତା ଡେରୀ ରାତ୍ରୀ ପର୍ଯ୍ୟନ୍ତ ଚାଲି ରହି ଥିଲା । ତେବେ ଏଠାରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଘଟଣା ସଂମ୍ପର୍କ ରେ କହିବା ପାଇଁ ଚାହିଁବୁ । କିଛି ଦିନ ତଳେ ସେହି ଅଂଚଳ ରେ ସୁଲେଖା ପୋଲିସ୍ ଷ୍ଟେସନ୍ ରୁ ଜଣେ କୟେଦୀ ଫେରାର ହୋଇ ଥିଲା । ତେବେ ସେହି ସମୟ ପରେ ପରେ ସେହି କୟେଦୀ କୁ ଆଉ ଦେଖିବା ପାଇଁ ମିଳି ନ ଥିଲା । ଏମିତି ମଧ୍ୟରେ କୟେଦୀ ଜଣଙ୍କ ଏହି କନ୍ୟା ବେଶ ରେ ଲୁଚିବା ପାଇଁ ପସନ୍ଦ କରି ଥିଲେ । ତେବେ ଘରର ଲୋକ ମାନେ ଯେତେ ବେଳେ କନ୍ୟା କୁ ଖୋଜିବା ପାଇଁ ଚେଷ୍ଟା କରି ଥିଲେ । ତେବେ ଜଣା ପଡ଼ି ଥିଲା କି । ଅସଲ ରେ କନ୍ୟା କୁ ଗୋଟିଏ ଷ୍ଟୋର ରୁମ୍ ମଧ୍ୟ ରେ ବନ୍ଦ ରଖା ଜାଇଛି । ଏବଂ କନ୍ୟା ବେଶ ରେ ଏହି କୟେଦୀ ଜଣଙ୍କ ରହିଛନ୍ତି ।

ତେବେ ସେହି ସମୟ ରେ ବର ହଠାତ୍ ବେହୋସି ହୋଇ ଜାଇ ଥିଲେ । ଏବଂ କେୟେଦୀ ଜଣଙ୍କ ବର କୁ ଧରି ନେଇ ଥିଲା ଏବଂ ଚାକୁ ଦେଖିଇ କହି ଥିଲା କି ତାକୁ ଛାଡି ଦେବା ପାଇଁ ସେହି ପରି କ୍ଷେତ୍ର ରେ ପୋଲିସ୍ ଘଟଣା ସ୍ଥଳ ରେ ପହଁଚି ଥିଲା । ଏବଂ ଏହି ଘଟଣା କୁ ସଂମ୍ପର୍ଣ୍ଣ ଭାବେ ନିଜର ହାତ କୁ ନେଇ ଥିଲା । ଘଟଣା ଟି ବିବାହ ର ପଟାଲାଲ୍ ଅଂଚଳ ରେ ହୋଇଛି ବୋଲି ଜଣା ପଡ଼ିଛି ।

Leave a Reply

Your email address will not be published. Required fields are marked *