ଏହି ବ୍ୟକ୍ତି 40 ବର୍ଷ ହେଲା ନିଜ ବାଳ କୁ ନା ଧୋଇଛି ନା କାଟିଛି ,ଭଗବାନ ,ସ୍ୱପ୍ନ ରେ ଆସି ଥିଲେ ଏବଂ କହିଲେ …।

hai 2

ଏହି ବ୍ୟକ୍ତି ଙ୍କ ସହିତ ମିଳନ୍ତୁ ଏ ହେଉଛନ୍ତି  ବିହାର ର ମୁଙ୍ଗୁର ଜେଲ୍ ର ନୀବାସୀ ସାକଲ ଦେବ୍ । ତେବେ ତାଙ୍କର ଆଜିର ସମୟରେ ତାଙ୍କ ନାମରେ ଏତେ ପରିମାଣରେ ଚର୍ଚ୍ଚା ଏଠାରେ ଏଥି ପାଇଁ ହେଉଛି କି, ବର୍ତମାନ ସମୟରେ ତାଙ୍କ ବାଳର ଲମ୍ଭାଇ 6 ଫୁଟ୍ ଅଟେ , ଯାହାକି ଲୋକ ମାନଙ୍କୁ ଅତିବ ଆକୃଷ୍ଟ କରୁଛି । ସେମିତି ବେଳେ ବର୍ତମାନ ସମୟ ରେ ଲୋକ ମାନେ ତାଙ୍କୁ ମହାତ୍ମା ବୋଲି କହୁଛନ୍ତି । ତେବେ ଏହି ବ୍ୟକ୍ତି ସାକଲ ଦେବ୍ ପ୍ରାୟତଃ 31 ବର୍ଷ ହେଲା ଫରେଷ୍ଟର ଭାବେ କାର୍ଯ୍ୟ କରୁ ଥିଲେ । ତେବେ ସେହି ପରି ଭିତରେ ତାଙ୍କର ବୟସ ବଢିବା ସଙ୍ଗେ ସଂଙ୍ଗେ ତାଙ୍କର ଚାାକିରୀ ରୁ ବି ରିଟାୟାର ମେଣ୍ଟ ମିଳିବାରେ ଲାଗିଲା । ସେମିତି ବେଳେ ସେ ବର୍ତମାନ ସମୟ ରେ ଘରେ ରହି ଥାନ୍ତି । ଏବଂ ସେମିତି ବେଲେ ଲୋକ ମାନଙ୍କ ସାମ୍ନା କୁ ସେ ଯେତେ ବେଳେ ବି ଆସି ଥାନ୍ତି । ତେବେ ଲୋକ ମାନେ ତାଙ୍କୁ ସବୁ ବେଳେ ଚାହିଁ ହୋଇ ରହି ଥାନ୍ତି ।

hai

ସେହି ପରି ବେଳେ ବର୍ତମାନ ସମୟ ରେ ସେଠାକାର ସ୍ଥାନୀୟ ଲୋକ ମାନେ ତାଙ୍କୁ ବାବା ବା ମହାତ୍ମା ନାମରେ ବି ଡାକନ୍ତି । ସାକଲ ଦେବ୍ ଙ୍କ କହିବା କଥା ଅନୁସାରେ ତାଙ୍କର ଏହି ବାଳ ବଢିବା ପଛରେ ବି ଗୋଟିଏ କାହାଣୀ ରହିଛି । ତାଙ୍କର କହିବା କଥା ଅନୁସାରେ ପୂର୍ବ ରୁ ସେ ଭଗବାନ ଙ୍କୁ ସେ ଗୋଟିଏ ଫରେଷ୍ଟର ହେବେ ବୋଲି ମନସ୍କାମନା ମାଗି ଥିଲେ । ଏବଂ ପରେ ପରେ ତାଙ୍କର ମନସ୍କାମନା ପୂରଣ ହେବା ମାତ୍ରେ ହିଁ ସେ ନିଜର ବାଳ କାଟିବେ ନାହିଁ । ଧୋଇବେ ନାହିଁ ବୋଲି ଶପଥ ନେଇ ଥିଲେ । ପରେ ସାକଲ ଦେବ୍ ଙ୍କ ଏହି ଆଶା ସଂମ୍ପର୍ଣ୍ଣ ଭାବେ ପୂରଣ ହୋଇ ଥିଲା ।

ପରେ ପରେ ସ୍ୱପ୍ନ ରେ ତାଙ୍କୁ ଭଗବାନ ଙ୍କ ସନ୍ଧେଶ ମଧ୍ୟ ମିଳି ଥିଲା । ତାଙ୍କର କହିବା କଥା ଅନୁସାରେ ସେ ସେହି ଦିନ ଠାରୁ ଏମିତି ବାଳ ବଢେଇ ଆସିଛନ୍ତି ।ଏବଂ ଆଜିର ସମୟ ରେ ସେ 40ବର୍ଷ ହେବ ଏମିତି ହିଁ ବାଳ କୁ ରଖି ଛନ୍ତି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *