୨ଶହ ବର୍ଷ ପୂର୍ବରୁ ଇଂରେଜମାନେ ଆମସହ କରୁଥିଲେ ଏପରି ବ୍ୟବହାର ।

england-as

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ସାରା ଦେଶରେ ରଙ୍ଗ ବର୍ଣ୍ଣ ନିର୍ବି ଶେଷରେ ଆମେ ସମସ୍ତେ ମଣିଷ ଅଟନ୍ତି । କିନ୍ତୁ ଏମିତି ବେଳେ କିଛି ମଣିଷ ମାନେ ରହିଛନ୍ତି । ଯେଉଁ ମାନେ ନିଜର ତାକତ୍ ଲଗେଇ କରି ସେମାନେ ଜୋର ଜବର୍ଦୋସ୍ତି ରାଜ୍ କରିବା ପାଇଁ ପସନ୍ଦ କରନ୍ତି । ଏହି ଯେମିତି ଇଂରେଜ୍ ମାନେ । ଆପଣ ମନେ ବୋଧ ହୁଏ ସଂମ୍ପର୍ଣ୍ଣ ଭାବେ ଜାଣି ନଥିବେ କି ଦୁଇ ଶହ ବର୍ଷ ପୂର୍ବେ କେଉଁ ପରି ଭାବେ ଇଂରେଜ୍ ମାନେ ଆମ ମାନଙ୍କ ଉପରେ ରାଜ୍ କରୁ ଥିଲେ । ତେବେ ଆମେ ଆପଣ ମାନଙ୍କୁ ସେହି ସବୁ ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବୁ ।

ତେବେ ଆପଣ ମାନେ ଏହି ଫୋଟ ମାନଙ୍କୁ ଟିକିଏ ଦେଖନ୍ତୁ । ଗୋରା ସାହେବ୍ ଚୈକିରେ ଗୋଡ ଉପରେ ଗୋଡ ଲମ୍ବାଇ ବସିଛନ୍ତି । ହେଲେ ଆମ ଭାରତୀୟ ବ୍ୟକ୍ତି କେମିତି ଭାବେ ତାଙ୍କର ଗୋଡକୁ ଧୋଉଛି । ଆଉ ଜଣେ ବ୍ୟକ୍ତି ମଧ୍ୟ ସେଠାରେ କପଡା ଧରି ଉପସ୍ଥିତ ରହିଛନ୍ତି । ସେହି ପରି ଭାବେ ଦ୍ୱୀତୀୟ ଫୋଟ କୁ ଦେଖନ୍ତୁ । ବ୍ୟକ୍ତି ଜଣଙ୍କ ଗୋରା ସାହେବ୍ ଙ୍କ ପାଖରେ ଛିଡା ହୋଇ ଛନ୍ତି । କଣ ଆପଣ ମାନେ ଭାବୁଛନ୍ତି କି । ସେ ଖାଲି ଟାରେ ଛିଡା ହୋଇ ଛନ୍ତି । ନାହିଁ ଏଠାରେ ତାଙ୍କ ପାଟିରେ ଗୋଟିଏ ଅସ୍ତ୍ର ଭର୍ତି କରା ଜାଇଛି । ଏହା ଇଂରେଜ ମାନଙ୍କ ସାଶନ କରୁ ଥିବାର ଏକ ପ୍ରମାଣ ।

ସେହି ପରି ଭାବେ ଅନ୍ୟ ଏକ ଫୋଟରେ ଆପଣ ମାନେ ଦେଖିବା ପାଇଁ ପାଉ ଥିବେ ଭାରତୀୟ ନାରୀ ଜଣଙ୍କ ନୃତ୍ୟ କରୁ ଥିବାର । ତେବେ ସେଠାରେ ଗୋରା ପୁରୁଷ ମାନେ କେବଳ ବସି ଦେଖିବାରେ ଲାଗିଛନ୍ତି । ସେହି ପରି ଭାବେ ଅନ୍ୟ ଏକ ଫୋଟ ରେ ଆପଣ ମାନେ ସାପ ଖେଳାଳି କୁ ସାପ ଖେଳାଉ ଥିବାର ଦେଖୁଥିବେ । ଏଠାରେ ଗୋରା ସାହେବ ଏବଂ ସାହେବାଣୀ ଦୁହେଁ ମଜା ନେଉ ଥିବା ବେଳେ ଭାରତୀୟ ବ୍ୟକ୍ତି ଜଣେ ନିଜର ଜିବନ କୁ ପାଣି ଛଡାଉଛି ।

ସେହି ପରି ଭାବେ ଅନ୍ୟ ଏକ ଫୋଟ ରେ ଆପଣ ମାନେ ବାବୁ ବାବୁଆଣୀ ଭାରତୀୟ ବ୍ୟକ୍ତି ଙ୍କ ଠାରୁ ପିଲା କୁ ନେଉ ଥିବାର ଦେଖୁଛନ୍ତି । ତେବେ ଏହା ଆପଣ ମାନଙ୍କୁ ସାଧାରଣ ଲାଗୁ ଥିଲେ ମଧ୍ୟ ସେମାନେ ବେଠୀ ଖଟାଇବା ପାଇଁ ଏମିତି କରୁଛନ୍ତି । ସେହି ପରି ଭାବେ ଅନ୍ୟତ୍ର ଏମିତି ବହୁତ ଗୁଡ଼ିକ ଫୋଟ ରହିଛି। ଏହାତ ଆପଣ ମାନଙ୍କ ପାଇଁ କିଛି ନମୁନା ମାତ୍ରକେ । ଥରେ ଭାବନ୍ତୁ ସେହି ସମୟ ରେ କେମିତି ଭାବେ ଭାରତୀୟ ଲୋକ ମାନେ ଅତ୍ୟାଚାର ର ଶୀକାର ହେଉ ଥିବେ ।

Leave a Reply

Your email address will not be published. Required fields are marked *