ରାତିରେ ପତ୍ନୀ ଭାବି ନିଜ ଝିଅ ସହ ଶାରୀରିକ ସମ୍ପର୍କ ବନେଇବାକୁ ଲାଗିଲା ବାପା , ତା ପରେ ସ୍ତ୍ରୀ ଯାହା କଲା ….ବାପରେ ।

father

ଆପଣ ମାନଙ୍କୁ ଆମର ପୋର୍ଟଲ କୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜି ଆମେ ଆପଣ ମାନଙ୍କୁ ଯେଉଁ ବିଷୟ ରେ କହିବା ପାଇଁ ଜାଉଛୁ ଏହି ବିଷୟରେ ଜାଣି ହୁଏତ ଆପଣ ମାନଙ୍କ ହୋସ୍ ଉଡି ଜାଇ ପାରେ । ଗୋଟିଏ ପିତା କୁ ନିଜ ଝିଅ ର ରେପ୍ କରୁ ଥିବା ମାମଲା ରେ ଅଢେଇ ବର୍ଷ ର ଜେଲ୍ ହୋଇ ଥିବାର ଘଟଣା ସାମ୍ନା କୁ ଆସି ଥିବାର ଦେଖିବା ପାଇଁ ମିଳିଛି । ତେବେ ଆସନ୍ତୁ ଏହି ବିଷୟ ରେ ସଂମ୍ପର୍ଣ୍ଣ ଭାବେ ସୂଚନା ନେଇ ନେବା । ସଂମ୍ପର୍ଣ୍ଣ ଘଟଣା ଅନୁସାରେ ଏହି ବ୍ୟକ୍ତି ଜଣଙ୍କ ନିଜର ପ୍ରଥମ ପତ୍ନୀ ହଅକୁ ବହୁତ ଦିନ ରୁ ଛାଡି ଦେଇ ଥିଲେ । ଏବଂ ତାଙ୍କ ପାଖରେ ରହି ଯେଉଁ ଝିଅ କୁ ଜନ୍ମ କରି ଥିଲେ । ତାଙ୍କର ଦ୍ୱୀତୀୟ ବିବାହ ରେ ନିମନ୍ତ୍ରଣ କରି ଥିଲେ । ହେଲେ ସେ ତାଙ୍କର ଝିଅ ବୋଲି ସେ ମୋଟେ ବି ଜାଣି ନ ଥିବାର କହିଛନ୍ତି ।

ତେବେ ସେହି ପରି ବେଳେ ବିବାହ ରେ ଆୟୋଜନ କରୁ ଥିବା ସମୟ ରେ ହଠାତ୍ ମାତ୍ରେ ମୁଣ୍ଡ ବୁଲେଇ ଦେଇ ଥିଲା । ଏବଂ ପରେ ତାଙ୍କୁ ନେଇ ଜାଇ କରି କନ୍ୟା ର ରୁମ୍ ରେ ଶୋଆଇ ଦିଆ ଜାଇ ଥିଲା । ପରେ ପରେ ଏହି ଝିଅ ର ବାପ ରୁ୍ମ୍ ରେ ଜାଇ ପହଁଚି ଥିଲା । ତେବେ ସେହି ପରି କ୍ଷେତ୍ର ରେ କୁଆଁରି ଝିଅ କୁ ଦେଖି ମୁଁହରେ ଲାଳଶା ଜାଗ୍ରତ ହୋଇ ଥିଲା । ପରେ ନିଜ ଝିଅ ସହିତ ଶୋଇବା ପାଇଁ ଲାଗି ଥିଲେ । ପରେ ଝିଅ କୁ ନେବା ପାଇଁ ଏହି ବ୍ୟକ୍ତି ଙ୍କ ପ୍ରଥମ ପତ୍ନୀ ପହଁଚି ଜାଇ ଥିଲେ । ତେବେ ସେହି ଠାରେ ସେ ହିଁ ତାଙ୍କ ଝିଅ କୁ ପରିଚୟ ରେ ସେ ତାର ବାପା ବୋଲି କହି ଥିଲେ ।

ତେବେ ସେମିତି ବେଳେ ବାପ ର କଳା କାରନାମା କୁ ଝିଅ ନିଜ ମାଆ ଙ୍କ ସାମ୍ନା ରେ ଖୋଲି ଦେଇ ଥିଲା । ଏବଂ ପରେ ପରେ ସେମାନଙ୍କ ମଧ୍ୟ ରେ ବହୁତ ଗୋଣ୍ଡ ଗୋଲ ହେଲା ପୋଲିସ୍ ଆସି ଏହି ବିଷୟରେ ତନାଘନା କରି ପିତା ଙ୍କୁ ଏବେ ଅଢେଇ ବର୍ଷ ର ଜେଲ୍ ଦଣ୍ଡ ମିଳି ଥିବାର ଦେଖିବା ପାଇଁ ମିଳିଛି । ଏହି ଘଟାଣାଟି ଉତ୍ତର ପ୍ରଦେଶର ଲକ୍ଷ୍ନ ସହରରେ ଘଟିଥିବାର ସୁଚନା ମିଳିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *