ରାତିରେ ପ୍ରେମିକାକୁ ଦେଖା କରିବା ପାଇଁ ଜାଇ ଥିଲା ଟୋକା , ଗାଁ ବାଲା ଥରି ନେଲେ ଆଉ, ଦେଲେ ଏମିତି ସଜା । ପୁଅ ସହିତ ବାପର ବି ପଡି ଗଲା ପାଳି ।

love

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆଜିର ସମୟରେ ଆମେ ମାନେ ପ୍ରାୟତଃ ଯୁବକ ଏବଂ ଯୁବତୀ ମାନଙ୍କୁ ପ୍ରେମ ସଂମ୍ପର୍କ ସ୍ଥାପନ କରୁ ଥିବାର ଦେଖି ଥାଏ । ସେମିତି ବେଳେ କଣ ଆପଣ ମାନେ ଜାଣିଛନ୍ତି । ଏହି ପ୍ରେମ କୁ ନେଇ ଆଜିର ଦିନ ରେ ବି ବହୁତ କଡା ଆଇନ୍ ରହିଛି । ତେବେ କିଛି ଗ୍ରାମ ବି ଏମିତି ରହିଛି , ଯେଉଁଠାରେ ଯଦି ଆପଣ ମାନେ ପ୍ରମକୁ ପ୍ରସୟ ବି ଦିଅନ୍ତି ,  ତେବେ ନିଶ୍ଚିତ ଭାବେ ଆପଣ ଙ୍କୁ ମଧ୍ୟ କଠିନ ପରିସ୍ଥିତି ର ସାମ୍ନା କରିବା ପାଇଁ ପଡି ପାରେ । ଆମେ ଆପଣ ମାନଙ୍କୁ ଏମିତି କହିବାର କାରଣ ହେଲା । ଏହି ଦିନ ରେ ସେମିତି ହିଁ ଗୋଟିଏ ଘଟଣା ରେ ପ୍ରେମ ପୁଅ କରୁ ଥିବା ବେଳେ ଶେଷରେ ବାପ କୁ ବି ସଜା ମିଳି ଥିବାର ଏଠାରେ ଦେଖିବା ପାଇଁ ମିଳିଛି ।

ତେବେ ଏହି ଘଟଣା ଟି ପ୍ରୟାଗ ରାଜ ମଉଜା ଅନ୍ତର୍ଗତରେ ରହି ଥିବା ଥାନା ଅଧିନ ରେ ରହି ଥିବା ଏକ ଗ୍ରାମରେ ଏପରି ଗୋଟିଏ ଘଟଣା ର ଭିଡ଼ିଓ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ସେମିତି ବେଳେ ସଂମ୍ପର୍ଣ୍ଣ ଘଟଣା ଅନୁସାରେ , ଆପଣ ମାନଙ୍କୁ ସୂଚନା ଦେବୁ କି । ଶଶାଙ୍କ ନାମକ ଏହି ଯୁବକ ଜଣଙ୍କ ଗାଁ ର ଜଣେ ଯୁବତୀ ଙ୍କୁ ପ୍ରେମ କରୁ ଥିବା ବେଳେ ସେ ତାଙ୍କୁ ଦେଖା କରିବା ପାଇଁ ସେଠାକୁ ରାତ୍ରୀ ସମୟ ରେ ଜାଇ ଥିଲେ । ଏବଂ ପୁଅ ର କହିବା କଥା ରୁ ଜଣା ପଡିଛି କି । ସେଥି ପାଇଁ ତାର ନିଜ ବାପା ହିଁ ତାକୁ ସାହାଯ୍ୟ କରିଥିବା କଥା ବି ପୁଅ କହିଥିବାର ଦେଖିବାକୁ ମିଳିଥିଲା ।

ସେମିତି ବେଳେ ଗାଁ ର ଲୋକ ମାନେ ଦୁହେଁ ବାପ ଏବଂ ପୁଅ କୁ ସେଠାରେ ବାନ୍ଧୀ ପକେଇବା ସହିତ ଏପରି କରି ସେମାନେ କଣ ପ୍ରମାଣ କରିବା ପାଇଁ ଚାହିଁ ଥିଲେ । ସେହି ବିଷୟ ରେ ସେମାନେ ପଚରା ଉଚୁରା କରିଛନ୍ତି । ତେବେ ସେମିତି ବେଳେ ସେମାନଙ୍କୁ ସେଠାରେ ଉଠ୍ ବସ୍ ବି କରୁ ଥିବା ର ଗୋଟିଏ ଭିଡ଼ିଓ ବହୁତ ପରିମାଣ ରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *