ସକାଳୁ ଉଠି – ଗୋଟିଏ କାମ କରନ୍ତୁ ତାପରେ ଦେଖନ୍ତୁ ଚମତ୍କାର ।

morning

ଆପଣ ମାନଙ୍କୁ ଆମର ପୋର୍ଟଲକୁ ବହୁତ ବହୁତ ସ୍ୱାଗତ କରୁଛୁ । ଆମେ ଆପଣ ମାନଙ୍କୁ ଆଜି ଆପଣ ମାନଙ୍କ ଧନ ସଂମ୍ପତୀ ବୃଦ୍ଧି ହେବା ବିଷୟରେ ସଂମ୍ପର୍ଣ୍ଣ ଭାବେ ସୂଚନା ଦେବା ପାଇଁ ଆସିଛୁ । ଏବଂ ଏହା ସହିତ ଆପଣ ମାନଙ୍କ ସୁଖ ସୃଦ୍ଧି ବଢେଇବା ବିଷୟରେ କହିବୁ । ତେବେ ଆସନ୍ତୁ ଏହି ସବୁ ବିଷୟ ରେ ଜାଣି ନେବା । ଆମ ମାନଙ୍କ ପୁରାଣ ଓ ଗ୍ରନ୍ଥ ରେ ଏମିତି ବୁହୁତ ଉପାୟ ମାନ ରହିଅଛି କ ଜାହାକୁ କେବଳ ସମସ୍ୟାର ସମାଧାନ କରିବା ପାଇଁ ହିଁ ବ୍ୟବହାର କରାଜାଇଥାଏ । ଏହା ଆମ ମାନଙ୍କୁ ସବୁ ବେଳେ ସାଧାରଣ ଲାଗି ଥାଏ ହେଲେ ଆପଣଙ୍କୁ ସୂଚନା ଦେବୁ କି , ଏହା ବହୁତ କାର୍ଯ୍ୟ କରି ହୋଇ ଥାଏ । ତେବେ ଆସନ୍ତୁ ସେହି ବିଷୟରେ ଜାଣିନେବା ।

ତମ୍ବାର ପାତ୍ରରେ ପ୍ରତ୍ୟକ ଦିନ ସକାଳୁ ପାଣି ଛିଟା ମାରିବା ଦ୍ୱାରା ଘରର ପରିବେଷ ପବିତ୍ର ହୋଇ ଥାଏ । ନାକାରାତ୍ମକ ଉର୍ଜା ସବୁ ନଷ୍ଟ ହୋଇ ଥାଏ । ଏମିତିରେ ସେହି ଗୃହରେ ରହୁ ଥିବା ଲୋକ ମାନଙ୍କ ସ୍ୱାସ୍ଥରେ ସୁଧାର ଆସିବ । ଘରେ ଯେଉଁ ମାନେ ସକାଳୁ ପ୍ରଥମେ ଉଠି ଥାନ୍ତି ଏବଂ ଏହି କାର୍ଯ୍ୟ କୁ କରି ଥାନ୍ତି । ତେବେ ଏହାର ପରିଣାମ ପରେ ଦେଖଇବା ପାଇଁ ମିଳେ । ତେବେ ଆସନ୍ତୁ ଏହି ଉପାୟ ବିଷୟରେ ସଂମ୍ପର୍ଣ୍ଣ ଭାବେ ଜାଣିବା । ଏହି ଉପାୟ ଟି ହେଲା ପ୍ରଥମେ ସକାଳୁ ଉଠି କରି । ତମ୍ବା ର ପାତ୍ର ଦ୍ୱାରା ପାଣି ର ଛିଟା ମାରନ୍ତୁ । ସମସ୍ତ ପ୍ରକାରର ପୂଜା କାର୍ଯ୍ୟ ରେ ଏହି ତମ୍ବାର ପାତ୍ର ଲାଗି ଥାଏ । ସବୁ ସମୟ ରେ ତମ୍ବା ଧାତୁ କୁ ପବିତ୍ର ବୋଲି କୁହା ଜାଇ ଥାଏ । ତାହା ସହିତ ତାମ୍ବା ର ପାତ୍ର ରେ ରଖା ଜାଇ ଥିବା ପାଣି ପୋଷ୍ଟିକ ଗୁଣ ସଂମ୍ପର୍ଣ୍ଣ ହୋଇ ଥାଏ ।

ସେହିପରି ବେଳେ ଏହାର ପାଣି କୁ ଯଦି ଆପଣ ମାନେ ଘର ଚାରି ପାଖେ ମାରି ଥାନ୍ତି ତେବେ ସେହି ପରି ବେଳେ ଘର ର ଚାରି ପାଖେ ରହି ଥିବା ସୁକ୍ଷ୍ମ ଜିବାଣୁ ବା ବିନାଶ କାରୀ ପଦାର୍ଥ ର ନଷ୍ଟ ମଧ୍ୟ ହୋଇ ଥାଏ । ଏଥିରେ ସବୁ ବେଳେ ପାଣି ପିଇବା ଦ୍ୱାରା ତ୍ୱଚ୍ଚା ସମନ୍ଧିତ ସମସ୍ୟା ଦୂର ହୁଏ । ଯେମିତି କି କଫ ଏବଂ ଗ୍ୟସ୍ ପରି ସମସ୍ୟା ସଂମ୍ପର୍ଣ୍ଣ ଭାବେ ଦୂର ହୋଇ ଥାଏ । ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ ।

Leave a Reply

Your email address will not be published. Required fields are marked *